ଅସିତ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ପରାମର୍ଶଦାତା
ବରିଷ୍ଠ ଆଇଏଏସ ଅଫିସର ସୁରେଶ ମହାପାତ୍ର ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ । ଆସନ୍ତା 31 ତାରିଖରେ ମୁଖ୍ୟ ଶାସନ ସଚିବ ପଦରୁ ଅସିତ ତ୍ରିପାଠୀ ଅବସର ନେବା ପରେ ସୁରେଶ ଦାୟିତ୍ବ ନେବେ । ତେବେ ଅବସର...
ଦ୍ୱନ୍ଦ ଦୂର କରୁଛନ୍ତି ବୋଥ୍ରା
ଦିନକୁ ଦିନ ପରୀ ମୃତ୍ୟୁରୁ ହଟୁଛି ପରଦା । ଏବଂ ଧିରେ ଧିରେ ଦୋଷ ସ୍ୱିକାର କରୁଛି ଅଭିଯୁକ୍ତ ସରୋଜ ସେଠୀ । ଆଜି ସରୋଜକୁ ଯଦୁପୁର ଆଣି ସିନ୍ ରିକ୍ରିଏସନ କରିଛି ଏସଆଇଟି ଟିମ୍ । ଘଟଣାସ୍ଥଳରେ ସରୋଜ...
ଏସପି ସ୍ତରରେ ବଡ ବଦଳି
ବଦଳିଲେ ନୟାଗଡ ଏସପି ପ୍ରତ୍ୟୁଷ ଦିବାକର
ପ୍ରତ୍ୟୁଷ ଦିବାକରଙ୍କୁ ଏଆଇଜି ମୁଖ୍ୟାଳୟ ଭାବେ ବଦଳି
ସିଦ୍ଧାର୍ଥ କାଟାରିଆ ହେଲେ ନୟାଗଡର ନୂଆ ଏସପି
ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର
ନରସିଂହ ଭୋଳ ହେଲେ ସମ୍ବଲପୁର ଆଇଜି
ରାଜେଶ ପଣ୍ଡିତ ହେଲେ କୋରାପୁଟ ଡିଆଇଜି
ସଫିନ ଅହମ୍ମଦ...
ଏସଆଇଟି ହାତରେ ଲାଗିଲା ବଡ ପ୍ରମାଣ
ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣା । ଆଜି ଏସଆଇଟି ହାତରେ ଲାଗିଛି ଆଉ ଏକ ବଡ ପ୍ରମାଣ । ଯେତେବେଳେ ଅଭିଯୁକ୍ତ ସରୋଜ ନାବାଳିକାର ତଣ୍ଟି ଚିପି ହତ୍ୟା କରିଥିଲା । ସେତେବେଳେ ନାବାଳିକାର ନାକରୁ ରକ୍ତ...
ମିଳିଲା ‘ପରୀର ଲେଗିନ୍ସ
ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣା । ଅଭିଯୁକ୍ତ ସରୋଜ କେଉଁଭଳି ଭାବେ ନାବାଳିକାକୁ ହତ୍ୟା କରିଥିଲା ତାର ପୁରା ଘଟଣା ବର୍ଣ୍ଣନା କରିଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସେପଟେ ଯେଉଁ ପ୍ରମାଣ ପାଇଁ ଯଦୁପୁର ପୋଖରୀରୁ...
ବୋଥ୍ରା କହିଲେ ପୂରା କାହାଣୀ
ପରୀ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ପ୍ରେସମିଟ୍ । ସରୋଜ ସେଠୀ ଘଟଣାର ମୁଖ୍ୟ ଅଭିଯୁକ୍ତ କହିଲେ ଅରୁଣ ବୋଥ୍ରା । ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ତଦନ୍ତ କରାଯାଉଛି । ମୋର ୨୨...
ଟିଭି ରିଚାର୍ଜ ବେଳେ ଆକାଉଣ୍ଟରୁ ଗାଏବ ହୋଇଗଲା ଟଙ୍କା
ମାତିଛନ୍ତି ସାଇବର ଠକେଇ । ଟିକେ ଅନ୍ୟମନସ୍କ ହୋଇ କାମ କଲେ ଆପଣଙ୍କ ଆକାଉଣ୍ଟରୁ ଆଖି ପିଛୁଳାକେ ଗାଏବ ହୋଇଯିବ ଟଙ୍କା । ଆଜି ଲଢେ ଟଙ୍କା ଠକେଇର ଅଭିଯୋଗ ଆସିଛି । ଡିଜିଟାଲ ପେମେଣ୍ଟ ଆପ୍ ପେଟିଏମରେ ଟିଭି...
ସରୋଜଙ୍କ ସହ ତାଙ୍କ ମା’ ଓ ଭଉଣୀଙ୍କୁ ଉଠାଇନେଲା ଏସଆଇଟି
ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣା । ୩ ଜଣଙ୍କୁ ଉଠାଇନେଲା ଏସଆଇଟି । ପରୀର ଗାଁ ଯଦୁପୁରରୁ ୩ ଜଣଙ୍କୁ ଉଠାଇନେଲା । ନୟାଗଡ ସଦର ଥାନା ଯଦୁପୁର ଗାଁରୁ ଉଠାଇ ନେଲା । ସରୋଜ ସେଠୀ, ତାଙ୍କ...
ଶେଷ ହେଲା ଭକ୍ତଙ୍କ ଅପେକ୍ଷା
ଦୀର୍ଘଦିନ ପରେ ଖୋଲିବ ଶ୍ରୀମନ୍ଦିର । ଏନେଇ ଜଗନ୍ନାଥପ୍ରେମୀଙ୍କ ମନରେ ଉତ୍କଣ୍ଠା । ସିଧାସଳଖ ଟିକେ କାଳିଆ ସାଆନ୍ତଙ୍କୁ ଦେଖିବେ । ଆଉ ଅଭିମାନରେ ପଚାରିବେ କି ନାଟ ଲଗାଉଛି ରେ କାଳିଆ । ଆଉ ଅପେକ୍ଷା କରିବାକୁ...
ଦୋଷ ମୁଣ୍ଡାଇବାକୁ ପାଞ୍ଚ ଲକ୍ଷ ଯାଚିଥିଲେ !
ପରୀ ମାମଲାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ପରୀ ଗାଁ ଯଦୁପୁରର ସରୋଜ ସେଠୀ ନାମକ ଯୁବକଙ୍କୁ ଦୋଷ ମୁଣ୍ଡାଇବା ପାଇଁ ସେ ପାଞ୍ଚଲକ୍ଷ ଟଙ୍କା ଯାଚିଥିଲେ ବୋଲି ସରୋଜ ଅଭିଯୋଗ...



















