୧୦ ମୃତ ,୨୯୪୯ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ୨୯୪୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୯୪୯ରୁ କ୍ୱାରେଣ୍ଟିନରୁ ୧୮୨୬ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୧୨୩ । ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୮୧ ହଜାର ୪୭୯କୁ ବୃଦ୍ଧି ହୋଇଛି । ତେବେ...
ପଦବି ଛାଡିବେ ସୋନିଆ ଗାନ୍ଧି
ବଦଳିବେ କି କଂଗ୍ରେସ ମଙ୍ଗୁଆଳ । ପଦବି ଛାଡିବେ କି ସୋନିଆ ଗାନ୍ଧି । ଏବେ ଏଭଳି କିଛି କଳ୍ପନା ଜଳ୍ପନା ଓ ପ୍ରଶ୍ନ ଜୋର ଧରିଛି । ଅଖିଳ ଭାରତୀୟ କଂଗ୍ରେସ କମିଟିର ଅନ୍ତରୀଣ ଅଧ୍ୟକ୍ଷା ପଦକୁ ଛାଡିବା...
୯ ମୃତ,୨୮୧୯ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ୨୮୧୯ କରୋନା ଆକ୍ରାନ୍ତ ଚିହ୍ନଟ । କ୍ୱାରେଣ୍ଟିନରୁ ୧୬୯୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୧୨୮ । ମୋଟ ପଜିଟିଭ ସଂଖ୍ୟା ୭୧, ୫୩୭ । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ...
ଗଞ୍ଜାମକୁ ପଛରେ ପକାଇ ରେକର୍ଡ କରୁଛି ଖୋର୍ଦ୍ଧା ଜିଲ୍ଲା
ଆଜି ରାଜ୍ୟରୁ ସର୍ବାଧିକ ୩୦ ଜିଲ୍ଲାରୁ ୧୯୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୧୨୨୫ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୭୫୬ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୨୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି...
୯ମୃତ, ୧୮୭୬ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ ସର୍ବାଧିକ ୩୦ ଜିଲ୍ଲାରୁ ୧୮୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮୭୬ ମଧ୍ୟରୁ କ୍ୱାରେଣ୍ଟିନରୁ ୧୧୮୨, ଲୋକାଲ କେସ୍ ୬୯୪ ରହିଛି । ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୫୦ ହଜାର ୬୭୨କୁ ବୃଦ୍ଧି...
ଆସିଲା ପ୍ରଥମ କରୋନା ଟିକା
ଆସିଲା ବିଶ୍ୱର ପ୍ରଥମ କରୋନା ଟିକା । ରୁଷ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା । ପ୍ରଥମ ଟିକା ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି । ଟିକାକୁ ରୁଷ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁମୋଦନ ଦେଇଛି...
୧୦ ମୃତ, ୧୩୪୧ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟର ୨୯ ଜିଲ୍ଲାରୁ୧୩୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୧୮ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୫୨୩ ଲୋକାଲ୍ କେସ୍ ରହିଛି । ସର୍ବପରି ଗଞ୍ଜାମରେ ସର୍ବାଧିକ ୨୨୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୧୮,...
୧୪ ମୃତ, ୧୫୨୮ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ହୁହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଓଡ଼ିଶାର ୨୯ଟି ଜିଲ୍ଲାରୁ ୧୫୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୯୪୮ ଓ ଲୋକାଲ୍ କେସ୍ ୫୮୦ଜଣ ଚିହ୍ନଟ ହୋଇଛନ୍ତି ।...
ଫସି ଫସି ଯାଉଛନ୍ତି ରିଆ
ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଇଡିଙ୍କ ନିକଟରେ ହାଜର ହୋଇଛନ୍ତି ରିଆ ଚକ୍ରବର୍ତ୍ତୀ I ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ରିଆଙ୍କ ଏକ କଂପାନୀ ଆକାଉଣ୍ଟକୁ 15 କୋଟି ଟଙ୍କା ଟ୍ରାନ୍ସଫର ହେବା ଘଟଣାର ତଦନ୍ତ କରୁଛି ଇଡି...
ବଢୁଛି ସଂକ୍ରମଣ, ବଢୁଛି ମୃତ୍ୟୁ
କରୋନା ମୁକାବିଲାରେ ଫେଲ୍ ସରକାର I ଦିନକୁ ଦିନ ସଂକ୍ରମଣ ଯେମିତି ବଢୁଛି, ସେମିତି ବଢୁଛି କରୋନାଜନିତ ମୃତ୍ୟୁସଂଖ୍ୟା I ଆଜି ରାଜ୍ୟରେ ସର୍ବାଧିକ 1833 ପଜିଟିଭ କେସ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ 715 ଟି ରହିଛି ଲୋକାଲ...



















