30.6 C
Bhubaneswar
Sunday, August 2, 2026
-Advertisement-
video

ଅଧ୍ୟାପକଙ୍କ ଲଭ ଷ୍ଟୋରୀ !

ହ୍ୱାଟର୍ସଅପରୁ ପ୍ରେମ ଆଉ ତାପରେ ଶାରୀରିକ ସମ୍ପର୍କ । ଏବେ ବିବାହ କରିବାକୁ ଯୁବତୀ ଅଡି ବସିବା ପରେ ଥାନା ପରିସରରେ ଅମାନୁଶିକ ଆକ୍ରମଣ । ଏହି ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ସେଶଖାଲ ଥାନା ପରିସରର । ପ୍ରତାରିତା...

କାଲିଠୁ ନୂଆ ଟ୍ରାଫିକ ନିୟମ ଲାଗୁ, ଗାଡି ଚଳାଇଲାବେଳେ ମୋବାଇଲ ବ୍ୟବହାର କଲେ ଗଣିବେ

ଆସନ୍ତାକାଲି ଠାରୁ ସାରା ଦେଶରେ ନୂତନ ସଡକ ପରିବହନ ନୂଆ ଆଇନ ଲାଗୁ ହେବାକୁ ଯାଉଛି। ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ନେଇ ବଢିଲା ବହୁଗୁଣ ଜରିମାନା ତଣ୍ଡ। ଏହି ନୂତନ ନିୟମ ଅନୁସାରେ ଯଦି ଆପଣମାନେ ଟ୍ରାଫିକ୍ ନିୟମକୁ ଅବମାନନା...

୨୦୩୫ ୱାର୍ଡ ଅଫିସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଜି ରାଜ୍ୟ ସ୍ତରୀୟ ସ୍ଵାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ଏହି ଅବସରରେ ଭୁବନେଶ୍ଵର ମହାନଗର ନିଗମର ସମସ୍ତ ୱାର୍ଡ ଅଫିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ରାଜ୍ୟ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଙ୍ଗ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ...

ମଠ ଭିତରେ ଭୂତଳ ଘର

ପୁରୀ ସହରକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛଦେ ପ୍ରକ୍ରିୟା ଜାରି ରହିଛି । ଆଜି ଦ୍ୱାଦଶ ଶତାବ୍ଦୀର ଏମାର ମଠକୁ ଭଙ୍ଗା ଯାଇଛି । ତବେେ ଏହି ପ୍ରସିଦ୍ଧ ମଠରେ ଭୂତଳ ଘର...

ଚାଷୀଙ୍କ ଆୟ ବୃଦ୍ଧି ଲାଗି ପାଇଲଟ ପ୍ରୋଜେକ୍ଟ ଆରମ୍ଭ

ଚାଷୀଙ୍କ ଆୟ ବୃଦ୍ଧି ଲାଗି ପାଇଲଟ ପ୍ରେଜେକ୍ଟ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ୧୨ଟି ଗବେଷଣା ସଂସ୍ଥାର ରିପୋର୍ଟକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ଉନ୍ନତ ମାନର ଗ୍ୟାନ କୌଶଳ ପ୍ରୟୋଗ...
video

ଜଳି ପାଉଁଶ ହୋଇଗଲା ‘ଚକାଡୋଳା’

ରାଜଧାନୀ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଘଟିଛି । ସେଠାରେ ଥିବା ଏକ ବସରେ ନିଆଁ ଲାଗି ଜଳି ଯାଇଛି । ବରମୁଣ୍ଡା ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଚକାଡୋଳା ନାମକ ଏକ ଘରୋଇ ବସରେ ନିଆଁ ଲାଗି ଜଳୁଥିବା ସୂଚନା...
video

ଏଟିଏମ୍ ରୁ ଟଙ୍କା ଉଠାଉଛନ୍ତି କି? ସାବଧାନ୍

ସାବଧାନ୍ । ଏଟିଏମରୁ ଟଙ୍କା ଉଠାଉଛନ୍ତି କି । କାର୍ଡ ଦେବା ପୂର୍ବରୁ ଥରେ ଯାଞ୍ଚ କରିନିଅନ୍ତୁ । କାରଣ କାର୍ଡ ଇନସର୍ଟ କରିବା ଜାଗାରେ ଲାଗି ଥ୍ଧବପାରେ ଚିଫ୍ । ଯେମିତି କି ଏହି ଭିଡିଓରେ ଦେଖିବାକୁ...

ଦୁର୍ଦ୍ଦାନ୍ତ ମାଓନେତା ରାକେଶ ମୃତ

ଦୁର୍ଦ୍ଦାନ୍ତ ମାଓନେତା ରାକେଶ ମୃତ । ଏନକାଉଣ୍ଟରରେ ରାକେଶର ମୃତ୍ୟୁ ନେଇ ସୂଚନା । ବଣ୍ଡାଘାଟି ପାକନଗୁଡା ଜଙ୍ଗଲରେ ଏନକାଉଣ୍ଟରରେ ରାକେଶର ମୃତ୍ୟୁ ହୋଇଛି । ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା । ଆନ୍ଧ୍ର...

ନକଲି ତେଲ କାରଖାନା ଠାବ

କଟକରେ ପୁଣି ନକଲି କାରଖାନା ଠାବ । ସଦର ଥାନା ଫୁଲନଖରାର ବମ୍ପକୁଦ ଅଞ୍ଚଳରୁ ପୋଲିସ ଏକ ନକଲି ତେଲ କାରଖାନା ଠାବ କରିଛି । ଆଜି ସକାଳେ ଚଢଉ କରି ପୋଲିସ ସେଠାରୁ ୩୦ ହଜାର ଲିଟର ନକଲି...
video

ରାନୁଙ୍କୁ ୫୫ ଲକ୍ଷ ଟଙ୍କାର ଗିଫ୍ଟ

ସୋସିଆଲ ମିଡିଆ ସେନ୍ସେସନ ରାନୁ ମଣ୍ଡଳ । ସଲମାନ ଖାନଙ୍କ ସହ ଗୋଟିଏ ସୋଫାରେ ବସିଛନ୍ତି ରାନୁ । ଏ ହେଉଛନ୍ତି ସେଇ ରାନୁ ଯିଏ ଷ୍ଟେସନରେ ଗୀତ ଗାଇ ଭିକ ମାଗୁଥିଲେ । ଆଉ ଆଜି ତାଙ୍କ ଭାଗ୍ୟ...
- Advertisement -

Latest article

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...