25.1 C
Bhubaneswar
Thursday, October 29, 2026
-Advertisement-
video

ଯଦି ସାହସ ଅଛି, ନିର୍ବାଚନ ଲଢନ୍ତୁ

ଯଦି ସାହସ ଅଛି ତେବେ ଚଳିତ ନିର୍ବାଚନରେ ଓଡ଼ିଶାରୁ ଲଢ଼ି ଦେଖାନ୍ତୁ । ବାରମ୍ବାର ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଥିବା କଥା କହି ଲୋକଙ୍କୁ ବିଭ୍ରାନ୍ତ ନକରି ଧର୍ମେନ୍ଦ୍ର ବାବୁ ନିର୍ବାଚନ ଲଢ଼ନ୍ତୁ । ଧର୍ମେନ୍ଦ୍ର ବାବୁ ଯଦି ଏତେ...

ବିଜେଡି ଛାଡିଲେ ରଘୁନାଥ

ବିଜେଡିରୁ ଇସ୍ତଫା ଦେଲେ ଦଳର ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦ ଓ ଉପସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି । ଶନିବାର ଉଠାଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା...
video

ଧ୍ରୁବଙ୍କୁ ବଦଳାଅ

ଟିକେଟ ବଣ୍ଟନକୁ ନେଇ ବିଜେଡିରେ ତେଜିବାରେ ଲାଗିଛି ଅସନ୍ତୋଷ । ରାଜନଗର ବିଧାନସଭା ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ବିରୋଧ । ଗୋଟିଏ ପଟେ ଧ୍ରୁବ ସାହୁ ନବୀନ ନିବାସରେ ଟିକେଟ ନେଇ ଯାଉଥିବାବେଳେ ଅନ୍ୟପଟେ ନବୀନ ନିବାସ ଆଗରେ କିଛି...

ପୁଅକୁ ମିଳିଲାନି ଟିକେଟ, ଶଙ୍ଖ ଛାଡିଲେ ଅର୍ଜୁନ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେଡି ସାଂସଦ ଅର୍ଜୁୁନ ସେଠୀ ଶନିବାର ବିଜେଡିରୁ ଇସ୍ତଫା ଦେଇଛନ୍ତି । ପୁଅ ଅଭିମନୁ୍ୟକୁ ଟିକେଟ ଦେବା ପାଇଁ ସେ ଆବେଦନ କରିଥିଲେ । ମାତ୍ର ବିଜେଡି ଟିକେଟ ଘୋଷଣା ପରେ ତାଲିକାରେ ବାପ-ପୁଅ...

ପୀତାମ୍ବରଙ୍କ ନାଁରେ ମାମଲା

ବିଜେପିର ହିଞ୍ଜିଳି ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟଙ୍କ ନାଁରେ ଥାନାରେ ମାମଲା । ଆସିକା ଥାନାରେ ମାମଲା ଦାୟର କରିଛି ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ । ହିଞ୍ଜିଳି ଗସ୍ତ ସମୟରେ ବିଜେପି ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟ, ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡକୁ...

ବିଜେଡି ବିଧାନସଭା ପ୍ରାର୍ଥୀ ଘୋଷଣା : ପାରାଦୀପରେ ଦାମ ପୁଅଙ୍କୁ ମିଳିଲା ଟିକଟ

ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପ ବିଧାନସଭା ଆସନ ପାଇଁ ଟିକଟ ଦେଲା ବିଜେଡି. ଦାମ ରାଉତଙ୍କୁ ବିଜେଡିରୁ ବହିଷ୍କୃତ କରାଯିବା ପରେ ପୁଅ ସମ୍ବିତ ବିଜେଡି ଛାଡି ନଥିଲେ. ଯଦିଓ ଦାମ ରାଉତ ବିଜେପିରେ ଯୋଗଦେବା ପରେ...

ବିଜେପିର ଡବଲ ଇଞ୍ଜିନ ଓଡିଶାକୁ ଆଗକୁ ନେବ: ମୋଦି

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋରାପୁଟ ଜୟପୁର ଗସ୍ତ କରିଛନ୍ତି । ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିଥିଲେ ମୋଦି । ଏହାସହ ପଦ୍ମଶ୍ରୀ କମଳା ପୂଜାରୀ ମଧ୍ୟ ମଂଚରେ ଉପସ୍ଥିତ ଥିଲେ । ତାଙ୍କୁ ମୋଦୀ ପ୍ରଶଂସା କରିଥିଲେ...

୭ଟି ଲୋକସଭା ଏବଂ ୨୦ଟି ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା

ପୁରୀ-ସତ୍ୟପ୍ରକାଶ ନାୟକ କେନ୍ଦ୍ରାପଡା- ଧରଣୀଧର ନାୟକ କେନ୍ଦୁଝର-ଫକୀର ମୋହନ ନାୟକ ବାଲେଶ୍ୱର-ନବଜ୍ୟୋତି ପଟ୍ଟନାୟକ ଭଦ୍ରକ- ମଧୁମିତା ସେଠୀ ଢେଙ୍କାନାଳ- କାମାକ୍ଷା ପ୍ରସାସ ସିଂହଦେଓ ଜଗତସିଂହପୁର-ପ୍ରତିମା ମଲ୍ଲିକ      ୨୦ଟି ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା ତେଲକୋଇ- ମୋହନ ହେମ୍ବ୍ରମ ପାଟଣା- ଗୋପେଶ୍ୱର ନାଏକ ଯଶୀପୁର-ମହେନ୍ଦ୍ର ନାଏକ ଉଦଳା- ବେଣୁଧର ମହାପାତ୍ର ବାରିପଦା- ଦଶରଥ ସିଂହ ଭୋଗରାଇ-ସତ୍ୟଶିବ...
video

ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଛି ପ୍ରଶ୍ନ ବାଣ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.କୋଲ୍ ବ୍ଲକ୍‌ ଆବଣ୍ଟନରେ ମୁଖ୍ୟମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ କରି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ନବୀନଙ୍କୁ. ପ୍ରଥମ ପ୍ରଶ୍ନ ଖଣି ଲିଜ ଦିଆଯାଇଥିବା ମହାରାଷ୍ଟ୍ରର ଜି.ଡି ଡାଗା କିଏ ? ଦ୍ୱିତୀୟ ପ୍ରଶ୍ନ...
video

ବିଜେପିକୁ ଫେରିଲେ ବିଜୟ ମହାପାତ୍ର

ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର . ଗତବର୍ଷ ନଭେମ୍ବର ୩୦ ତାରିଖରେ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ଦଳରୁ ଇସ୍ତଫା ଦେଇଥିଲେ. ଏହାପରେ ବିଜୟ ବିଜେଡି କିମ୍ବା କଂଗ୍ରେସକୁ ଫେରିବା ନେଇ ଚର୍ଚ୍ଚା ହେଉଥିଲା. କିନ୍ତୁ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...