25.1 C
Bhubaneswar
Thursday, October 29, 2026
-Advertisement-

ବାବାଙ୍କୁ ମିଳିଲାନି ଟିକଟ୍

ଗେରୁଆ ପୋଷାକ ଓ ହାତରେ ନାଲି ବାଡି ଧରି ଲଗାତର ପାଞ୍ଚଥର ଭୁବନେଶ୍ୱର ଲୋକସଭା ଆସନରୁ ସଂସଦକୁ ପ୍ରତିନିଧିତ୍ୱ କରୁଥିବା ବାବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଏଥର ମିଳିଲାନି ଟିକଟ । ବାବାଙ୍କ ଟିକଟ କାଟିବାକୁ ବହୁ ଆଗରୁ ଦଳ ନିଷ୍ପତ୍ତି...

ବିଜେଡିର ଲୋକସଭା,ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର- ଅରୂପ ପଟ୍ଟନାୟକ ଜଗତସିଂହପୁର- ରାଜଶ୍ରୀ ମଲ୍ଲିକ ସମ୍ବଲପୁର-ନଳୀନି ପ୍ରଧାନ କେନ୍ଦ୍ରାପଡା-ଅନୁଭବ ମହାନ୍ତି ଯାଜପୁର-ଶର୍ମିଷ୍ଠା ସେଠୀ ବାଲେଶ୍ୱର-ରବୀନ୍ଦ୍ର ଜେନା ମୟୁରଭଞ୍ଜ-ଡାକ୍ତର ଦେବାଶିଷ ମାରାଣ୍ଡି                          ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା ବ୍ରହ୍ମଗିରୀ-ସଞ୍ଜୟ ଦାଶବର୍ମା ସତ୍ୟବାଦୀ-ଉମାକାନ୍ତ ସାମନ୍ତରାୟ ରଣପୁର-ସତ୍ୟ ନାରାୟଣ...

ଶଙ୍ଖ ଧରିଲେ ସୁବାସ

ବିଜେଡିରେ ଯୋଗଦେଲେ ସୁବାସ ଚୌହାନ । ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ସୁବାସ । ସୁବାସଙ୍କୁ ଦଳରେ ଭଲ ସ୍ଥାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମଙ୍ଗଳବାର...

ନିର୍ବାଚନ ଲଢିବେନି ପ୍ରଭାତ ବିଶ୍ୱାଳ

ନିର୍ବାଚନ ଲଢିବେନି କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ । ୨୦୧୯ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି ପ୍ରଭାତ । ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ସେ ଚିଠିରେ ସ୍ପଷ୍ଟ...

ବିଜେପି ପ୍ରାର୍ଥୀ ସମ୍ବିତଙ୍କୁ କାରଣ ଦର୍ଶାଅ ନୋଟିସ

ବିଜେପିର ପୁରୀ ଲୋକସଭା ଆସନ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ. ନୋଟିସ ଜାରି କରିଛନ୍ତି ପୁରୀ ଜିଲ୍ଲାପାଳ. ନିର୍ବାଚନ ଆଚରଣ  ବିଧି ଉଲ୍ଲଘଂନ କରିଥିବାରୁ ସମ୍ବିତଙ୍କୁ ଏହି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି. ତେବେ ଗତକାଲି...

ବିଜେପିରୁ ଇସ୍ତଫା ଦେଲେ ସୁବାସ ଚୌହାନ

ବିଜେପି ଛାଡ଼ିଲେ ଟାଣୁଆ ନେତା ସୁବାସ ଚୌହ୍ୱାନ. ବରଗଡ଼ ପାଇଁ ସେ ଆଶାୟୀ ପ୍ରାର୍ଥୀ ଥିବା ବେଳେ ତାଙ୍କ ଟିକଟ କାଟି ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛି ଦଳ. ଯେଉଁଥିପାଇଁ ମଙ୍ଗଳବାର ବିଜେପିରୁ ଇସ୍ତଫା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି...

ନିର୍ବାଚନ ଲଢିବେନି ସଞ୍ଜୟ, ପ୍ରଣବ, ଅରୁଣ !

ଦିନକୁ ଦିନ ବିଜେଡି ପାଇଁ ଚ୍ୟାଲେଞ୍ଜ ବଢିବାରେ ଲାଗିଛି. ପୂର୍ବ ନିର୍ବାଚନ ତୁଳନାରେ 2019 ନିର୍ବାଚନ କ୍ରମଶଃ ଜଟିଳ ହେବାରେ ଲାଗିଛି. ଆଗ ଅପେକ୍ଷା ବିରୋଧୀ କଂଗ୍ରେସ ଓ ବିଜେପିର ଶକ୍ତି ବୃଦ୍ଧି ଘଟିଛି. ଏଭଳି ସ୍ଥିତିରେ ବିଜେଡିକୁ ଭଲ...
video

ନାମାଙ୍କନ ଭରିଲେ ନବୀନ

ବରଗଡ଼ ବିଜେପୁର ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ନବୀନ ପଟ୍ଟନାୟକ । ପଦମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ନାମାଙ୍କନ ଭରିଛନ୍ତି ନବୀନ । ନାମାଙ୍କନ ଦାଖଲ ପୂର୍ବରୁ ନବୀନ ଏକ ସୁସଜ୍ଜିତ ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ. ଦଳର...
video

କାଳିଆ ଟଙ୍କା ଅଟକାଉଛନ୍ତି ସିଇଓ: ବିଜେଡି

ନିର୍ବାଚନ ଷଡଯନ୍ତ୍ର. କାଳିଆକୁ ରୋକିବାକୁ ଚକ୍ରାନ୍ତ. ନିର୍ବାଚନ ସମୟରେ କାଳିଆ ଯୋଜନାରେ ଚାଷୀଙ୍କୁ ମିଳିବନି ଟଙ୍କା. କେନ୍ଦ୍ରରେ ସରକାରରେ ଥିବା ବିଜେପି ଚାପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏଭଳି ପାତର ଅନ୍ତର କରୁଥିବା ଅଭିଯୋଗ ଆଣିଛି ବିଜେଡି । ସୋମବାର...

ନବୀନଙ୍କୁ ଟକ୍କର ଦେବେ ପିତାମ୍ବର

ବରିଷ୍ଠ ଆଇନଜୀବୀ ତଥା ଭାରତୀୟ ଜନତା ପାର୍ଟିର ଉପସଭାପତି ପିତାମ୍ବର ଆଚାର୍ୟ୍ୟ ହିଞ୍ଜିଳି ବିଧାନସଭା କ୍ଷେତ୍ରରୁ ଦଳର ପ୍ରାର୍ଥୀ ହୋଇଛନ୍ତି। ସୋମବାର ଦଳ ପକ୍ଷରୁ ଜାରି କରାଯାଇଥିବା ପ୍ରାର୍ଥୀପତ୍ର ତାଲିକାରେ ଏହା ଘୋଷଣା କରାଯାଇଛି। ଏଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...