25.1 C
Bhubaneswar
Thursday, October 29, 2026
-Advertisement-

ନୟାଗଡରୁ ବିଗୁଲ ଫୁଙ୍କିଲେ ନବୀନ

ନୟାଗଡରୁ ବାଜିଲା ବିଜେଡିର ବିଗୁଲ. ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନୟାଗଡରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି. ସମାବେଶକୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ 19 ବର୍ଷ ଧରି ତାଙ୍କ ସରକାର ରାଜ୍ୟର ବିକାଶ...
video

ବିଜେପିରେ ବିସ୍ଫୋରକ ସ୍ଥିତି : ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ମୁଣ୍ଡ ଟେକିଲାଣି ବିଦ୍ରୋହ

ବିଜେପିରେ ବିସ୍ଫୋରକ ସ୍ଥିତି. ଟିକଟ ବଣ୍ଟାକୁ ନେଇ ଦଳ ଭିତରେ ତେଜୁଛି ଅସନ୍ତୋଷ. ଗୋଟିଏ କି ଦୁଇଟି ନିର୍ବାଚନମଣ୍ଡଳୀ ନୁହେଁ, ଅଧିକାଁଶ ନିର୍ବାଚନମଣ୍ଡଳୀରେ ବିଦ୍ରୋହ ମୁଣ୍ଡ ଟେକିଲାଣି. ଦଳଡିଆଁ ନେତାଙ୍କୁ ଟିକଟ ଦେବା ପରେ ଏଭଳି ଅସନ୍ତୋଷ ଭୟଙ୍କର ରୂପ...

ମୋଦି ନୁହେଁ, ପୁରୀ ଲୋକସଭା ଆସନରୁ ଲଢିବେ ସମ୍ବିତ ପାତ୍ର

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି. ତେବେ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି. ପୁରୀ ଲୋକସଭା ଆସନରୁ...

ବିଜେପିର ଲୋକସଭା ପ୍ରାର୍ଥୀତାଲିକା : ଭୁବନେଶ୍ବରରୁ ଲଢିବେ ଅପରାଜିତା

ବହୁ ଅପେକ୍ଷା ପରେ ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି. ପ୍ରଥମ ପର୍ଯ୍ୟାୟରେ 184 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଓଡିଶାର 10 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି. ଭୁବନେଶ୍ବର ଲୋକସଭା ଆସନରୁ ଆଇଏଏସ ଚାକିରୀ ଛାଡି...

ବାପା ବିଜେଡି ସାଂସଦ, ପୁଅ ଗଲେ ବିଜେପିକୁ

ପଦ୍ମ ଧରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ । ବିଜେପି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରିଷଭ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...
video

ପରଲୋକରେ ଦାମ ରାଉତଙ୍କ ପତ୍ନୀ

ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତାଙ୍କ ପରଲୋକ ହୋଇଛି. ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି. ମୃତ୍ୟୁ ବେଳକୁ ସ୍ନେହଲତାଙ୍କୁ 72 ବର୍ଷ ବୟସ ହୋଇଥିଲା. ତେବେ ଦୀର୍ଘ ଦିନ ଧରି ଅସୁସ୍ଥ...

ବିଜେଡି ଛାଡିଲେ ପ୍ରତ୍ୟୁଷା ଓ ପୂର୍ଣ୍ଣଚନ୍ଦ୍ର

ବିଜେଡିରୁ ଇସ୍ତଫା ଦେଇଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ. ଟିକଟ ନମିଳିବାକୁ ନେଇ ସେ ଅସନ୍ତୁଷ୍ଟ ଥିବା ବେଳେ ଆଜି ଦଳରୁ  ଇସ୍ତଫା ଦେଇଛନ୍ତି. ଦଳ ପ୍ରତି ଆନୁଗତ୍ୟକୁ ଅଣଦେଖା କରାଯାଇଛି ଏବଂ ଗତ ପାଞ୍ଚବର୍ଷ ଭିତରେ ସେ...
video

ନାମାଙ୍କନ ଦାଖଲ କଲେ ନବୀନ

ଗତ 19 ବର୍ଷ ଧରି କ୍ଷମତାସୀନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଲୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି. ନାମାଙ୍କନ ଦାଖଲ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାରାତାରିଣୀ ପୀଠ ଦର୍ଶନ କରିଥିଲେ. ...

ପୋଲ୍ ଆଇ ସର୍ଭେ ରିପୋର୍ଟ : ବିଜେଡିକୁ ମିଳିବ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା

ଓଡିଶାକୁ ପୂର୍ବଭାରତର ବିକାଶର ଦ୍ୱାର କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନଘନ ଗସ୍ତ ସତ୍ତ୍ୱେ ୨୦୧୯ ନିର୍ବାଚନରେ ନବୀନଙ୍କୁ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ମିଳିବ । ପୋଲ ଆଇ ପକ୍ଷରୁ କରାଯାଇଥିବା ପ୍ରାକ୍ ନିର୍ବାଚନୀ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ...

ବିଜେପିର ମିଛ ଦସ୍ତାବିଜ୍ :ବିଜେଡି

କର୍ଣ୍ଣାଟକ ପରେ ଓଡିଶାରେ ଜାଲ୍ ଗୁଇନ୍ଦା ରିପୋର୍ଟ ଆଧାରରେ ବିଜେପି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛି । ବିଜେପିର ଏହି ଚାଲ୍ କାମ ଦେବନାହିଁ ଏବଂ ଏହା ବିରୋଧରେ ବିଜେଡି ନିର୍ବାଚନ କମିଶନଙ୍କୁ ଭେଟିବ ବୋଲି ଦଳର ମୁଖପାତ୍ର...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...