26.1 C
Bhubaneswar
Tuesday, October 27, 2026
-Advertisement-
video

ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ପ୍ରମଥ ପଟ୍ଟନାୟକ

ହାଇକୋର୍ଟର ବିଚାରପତି ଭାବେ ଶୁକ୍ରବାର ଶପଥ ନେଇଛନ୍ତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ । ତାଙ୍କୁ ଶପଥପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି କେଏସ୍ ଜାଭେରୀ । ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ପଦ ଓ ଗୋପନୀୟତାର ଶପଥ ପାଠ କରିବା ସହ...

୧୦ ମାଓବାଦୀ ସଫା

ଛତିଶଗଡ଼ ପୁଲିସକୁ ବଡ଼ ସଫଳତା । ପୋଲିସ-ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନକାଉଂଟରରେ ୧୦ ମାଓବାଦୀ ମୃତ୍ୟୁବରଣ କରିଛନ୍ତି । ଆଜି ଛତିଶଗଡ ବିଜାପୁରରେ ନକ୍ସଲମାନେ ଲୁଚିଥିବା ସୁରକ୍ଷାକର୍ମୀମାନେ କୌଣସୀ ସୂତ୍ରରୁ ଖବର ପାଇଥିଲେ । ଏହାପରେ ଭୈରମଗଡ ଜଙ୍ଗଲରେ ଆରମ୍ଭ...
video

ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମାରାଥନ ଜେରା

ହରଡ ଘଣାରେ ରବର୍ଟ ଭଦ୍ରା . ରାହୁଲ ଗାନ୍ଧୀଙ୍କ ଭିଣୋଇ ରବର୍ଟ ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମାରାଥନ ଜେରା . ବୁଧବାର ପାଞ୍ଚ ଘଣ୍ଟା ମାରାଥନ ଜେରା ପରେ ପୁଣି ଗୁରୁବାର ବି ଜେରା କରିଛନ୍ତି ଇଡି ଅଧିକାରୀମାନେ. ଅସ୍ତ୍ରଶସ୍ତ୍ର...

ବଡ ନିଷ୍ପତ୍ତି : ରେପୋ ରେଟ୍ ହ୍ରାସ କଲା ଆରବିଆଇ

ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ହେବାର ଦୁଇମାସ ମଧ୍ୟରେ ବଡ ନିଷ୍ପତ୍ତି. ରେପୋ ରେଟ୍ ହ୍ରାସ କ୍ଷେତ୍ରରେ ସେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି.  ଆରବିଆଇ ରେପୋ ରେଟ 6.5 କୁ ହ୍ରାସ କରି 6.25 ପ୍ରତିଶତ କରିଛି,...

ରାଜ୍ୟ ବଜେଟ : ଜାତୀୟ ହାରଠୁ ଅଭିବୃଦ୍ଧି ହାର ଅଧିକ

ଜାତୀୟ ଅଭିବୃଦ୍ଧି ହାର ତୁଳନାରେ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ଅଧିକ ରହିଛି. ଜାତୀୟ ହାର 7.1 ଥିବା ବେଳେ  ଓଡିଶା ଅଭିବୃଦ୍ଧି ହାର 8 ପ୍ରତିଶତ ରହିଛି. ଆସନ୍ତା ଆର୍ଥିକ ବର୍ଷରେ ଏହା 8.5 ପ୍ରତିଶତ ହେବ ବୋଲି...

ମୁଖ୍ୟମନ୍ତ୍ରୀଙ୍କ ଗଜପତି ଜିଲ୍ଲା ଗସ୍ତ

ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରୁଛନ୍ତି. ଏ ନେଇ ଗଜପତି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି. ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର...

ରାଉରକେଲାରେ ରାହୁଲଙ୍କ ଗ୍ୟାରେଣ୍ଟି କାର୍ଡ

ଭୁବନେଶ୍ୱର ଓ ଭବାନୀପାଟଣାରେ ପ୍ରତିଶ୍ରୁତି ପରେ ରାଉରକେଲା ସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କରିଛନ୍ତି । ଜଙ୍ଗଲ, ଜମି, ଜଳର ସୁରକ୍ଷା, କୃଷକଙ୍କୁ ଋଣଛାଡ, ଧାନର ଏମଏସପି ୨୬ ଶହକୁ ବୃଦ୍ଧି, ରୋଜଗାର, ଫୁଡ୍...

ପାରାଦୀପରେ 11 ହଜାର କୋଟିର ପ୍ରକଳ୍ପ

ଆଗାମୀ ଭବିଷ୍ୟତରେ ପାରାଦ୍ୱୀପ ପୋର୍ଟରେ ୧ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ଯୋଜନା ରହିଛି ଯେଉଁଥିରେ ୫୦ ହଜାର ଯୁବକଙ୍କକୁ ନିଯୁକ୍ତି ମିଳିବ । ଆଗାମୀ ଦିନରେ ପାରାଦ୍ୱୀପ ପୋର୍ଟ ଦେଶର ଏକ ନମ୍ବର ମାନ୍ୟତା ପାଇବ ।...
video

ନବୀନ ଓଡିଶାର ବିକାଶ ପୁରୁଷ

ବିଜେଡ଼ିରେ ଯୋଗଦେଲେ ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ । ରାହୁଲଙ୍କ ଭବାନୀପାଟଣା ଓ ରାଉରକେଲା ଗସ୍ତ ବେଳେ ସୁନ୍ଦରଗଡର ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂ ଶଙ୍ଖ ଫୁଙ୍କିଛନ୍ତି । ଯୋଗେଶଙ୍କ ସହ ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରୁ ତାଙ୍କର...

କଂଗ୍ରେସ କ୍ଷମତାକୁ ଆସୁ ତା ପରେ…

ଭାରତର ଆତ୍ମାକୁ କଂଗ୍ରେସ ହିଁ ଜାଣିଛି । ଗରିବଙ୍କ ବିକାଶ ପାଇଁ କଂଗ୍ରେସ ଯୋଜନା କରୁଛି । କ୍ଷମତାକୁ ଆସିଲେ କୃଷକଙ୍କ ଋଣ ଛାଡ଼ ହେବ,ଧାନର ଏମ୍‌ଏସ୍‌ପି ବଢ଼ିବ ଓ ଚାଷୀଙ୍କୁ ସୋଲାର ପମ୍ପ ଯୋଗାଇଦିଆଯିବ । ଛତିଶଗଡରେ କଂଗ୍ରେସ...
- Advertisement -

Latest article

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...

How Daytonaspin Protects Against Account Hacks

Contents1. Mandatory Two-Factor Authentication (2FA)2. Advanced Encryption and Data Handling Protocols3. Proactive Account Monitoring and Alerts4. The KYC Verification Process: A Protective Barrier5. Your...