27.1 C
Bhubaneswar
Saturday, October 24, 2026
-Advertisement-

ଅକ୍ଟୋବର ୨ରୁ ଆନ୍ନାଙ୍କ ଅନଶନ

ଗାନ୍ଧିବାଦୀ ତଥା ସାମାଜିକ କର୍ମୀ ଆନ୍ନା ହଜାରେ ପୁଣିଥରେ ତେଜିଛନ୍ତି । ସେ ଲୋକପାଳ ନିଯୁକ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବା ସହିତ ଆଗାମୀ ଅକ୍ଟୋବର ୨ରୁ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି । କେନ୍ଦ୍ର...

ଇଣ୍ଡୋନେସିଆରେ ଭୂକମ୍ପ ପରେ ସୁନାମିର ତାଣ୍ଡବ, ମୃତ୍ୟୁ ସଂଖ୍ୟା 400 ଟପିଲା

ଶୁକ୍ରବାର ଇଣ୍ଡୋନେସିଆରେ ଭୂକମ୍ପର ଝଟକା ପରେ ସୁଲାବେସି ଦ୍ୱୀପରେ ସ୍ଥିତ ପାଲୁ ସହରରେ ସୁନାମିର ତାଣ୍ଡବ । କରାଳ ରୂପ ଧାରଣ କରି ପାଣି କୂଳ ମାଡି ବଡ଼ ବଡ଼ କୋଠା ଘର ସବୁକୁ ଧରାଶାୟୀ କରିଦେଇଛି । ଏହି...
video

ରୋଷେଇ ହଣ୍ଡା ପାଲଟିଛି ଡଙ୍ଗା !

କଣ ଏମିତି ବି ହୁଅନ୍ତି ନଦୀ ପାର । ଏ କୌଣସି ମଜାଦାର କି ଖେଳର ଦୃଶ୍ୟ ନୁହେଁ । ସ୍କୁଲ ଯିବା ପାଇଁ କୁନିକୁନି ପିଲାଙ୍କ ପାଇଁ ଏହି ହଣ୍ଡା ପାଲିଟିଛି ମାଧ୍ୟମ । ଏହି କଥାଟି ଆପଣଙ୍କୁ...
video

89 ବର୍ଷରେ ସୁର ସାମ୍ରାଜ୍ଞୀ ଲତା

89 ବର୍ଷ ବୟସରେ ପାଦ ଥାପିଛନ୍ତି ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସକର । ନିଜ କଣ୍ଠରେ ସାରା ଦୁନିଆକୁ ବାନ୍ଧି ରଖିଥିବା ଲତା ନିଜ ଜନ୍ମଦିନକୁ ଆଜି ପାଳନ କରିଛନ୍ତି । ୧୩ ବର୍ଷ ବୟସରେ ମରାଠି ଫିଲ୍ମ ‘କିଟି...

ସାବରିମାଳା ମନ୍ଦିରରେ ମହିଳା କରିବେ ପ୍ରବେଶ: ସୁପ୍ରିମକୋର୍ଟ

କେରଳର ସାବରିମାଳା ମନ୍ଦିରରେ ମହିଳା ପ୍ରବେଶକୁ ନେଇ ସବୁଜ ସଙ୍କେତ ଦେଲେ ସୁପ୍ରିମକୋର୍ଟ । ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ୫ଜଣିଆ ଖଣ୍ଡପୀଠ ଏହାର ବିଚାର କରି ଏହି ଐତିହାସିକ ରାୟ ଦେଇଛନ୍ତି । ଏହାଦ୍ୱାରା ଦେଶର ନାଗରିକଙ୍କ...

ମୁଖ୍ୟମନ୍ତ୍ରୀ ଅସୁସ୍ଥ: ଦୁଇଦିନ ପାଇଁ ସମସ୍ତ କାର୍ଯ୍ୟକ୍ରମ ବାତିଲ

ଆସନ୍ତା ଦୁଇ ଦିନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଦିଆଯାଇଛି । ସାମୟିକ ଅସୁସ୍ଥତା ହେତୁ ମୁଖ୍ୟମନ୍ତ୍ରୀ ବିଶ୍ରାମ କରିବେ ବୋଲି ଜଣାପଡିଛି । ସୁଚନା ଅନୁସାରେ ଜ୍ୱର ଏବଂ ଥଣ୍ଡାରେ ଆକ୍ରାନ୍ତ ହୋଇ ମୁଖ୍ୟମନ୍ତ୍ରୀ ନବୀନ...

ପତ୍ନୀଙ୍କ ମାଲିକ ପତି ହୋଇପାରିବେ ନାହିଁ

ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବିବାହ ପରେ ଥିବା ସମ୍ପର୍କ ସହ ଜଡିତ ଆଇପିସି ଧାରା ୪୯୭କୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ବୋଲି କହିଛନ୍ତି । କୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଆଜି ଏନେଇ ଐତିହାସିକ ରାୟ ଶୁଣାଇଛନ୍ତି । ଦୀପକ...
video

ଜଗନ୍ନାଥ ବସ୍ତି ଉଚ୍ଛେଦ : ବିରୋଧ, ଉତ୍ତେଜନା

ହକି ବିଶ୍ୱକପ ପାଇଁ କଳିଙ୍ଗଷ୍ଟାଡିୟମ ନିକଟରେ ଥିବା ଜଗନ୍ନାଥ ବସ୍ତି ଉଚ୍ଛେଦ କରିବାକୁ ଆରମ୍ଭ ହୋଇଛି ଅଭିଯାନ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷ (ବିଡିଏ) , ଭୁବନେଶ୍ୱର ମୁ୍ୟନସିପାଲ କର୍ପୋରେସନ (ବିଏମସି) ଓ କମିଶନରେଟ...

ମୋଦି ହେଲେ ଚାମ୍ପିୟନ ଅଫ ଦି ଆର୍ଥ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାତିସଂଘ ପକ୍ଷରୁ ଚମ୍ପିୟନ ଅଫ୍ ଦି ଆର୍ଥ ସମ୍ମାନ ମିଳିଛି । ୨୦୨୨ ସୁଦ୍ଧା ଭାରତକୁ ପ୍ଲାଷ୍ଟିକ ମୁକ୍ତ କରାଇବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଉଲ୍ଲେଖନୀୟ ଅବଦାନ ଯୋଗୁ ଏହି ସମ୍ମାନ ତାଙ୍କୁ ମିଳିଛି । ଏହାଦ୍ୱାରା...
video

ବିନା କର୍ମଚାରୀରେ ଚାଲିଛି ଅଫିସ !

୪୨ ଦିନ ଧରି ଚାଲିଛି କଲମ ଛାଡ ଆନେ୍ଦାଳନ । ଆନେ୍ଦାଳନ ଜାରି ରଖିଛନ୍ତି ରାଜ୍ୟ ମୁଖ୍ୟ ଦପ୍ତରରେ କାର୍ଯ୍ୟ କରୁଥିବା ଓଡିଶା ବିଭାଗୀୟ ମୁଖ୍ୟ ସେକ୍ସନ୍ ଅଫିସର ସଂଘ ଓ ଓଡିଶା ବିଭାଗୀୟ ମୁଖ୍ୟ ଅମଲା ସଂଘ ।...
- Advertisement -

Latest article

Zijn Casoola Games Vervalst? Eerlijkheid Uitgelegd

InhoudHoe Online Casino's Eerlijkheid GaranderenBelangrijke Certificeringen en Wat Ze BetekenenRTP en House Edge: De Cijfers BegrijpenVeelgestelde Vragen over SpelEerlijkheidJe Geld Veilig UitbetalenConclusie: Spelen met...

Casoola PWA Install: Salta l’App Store

IndiceCos'è una PWA e Perché Sceglierla per CasoolaGuida Passo-Passo all'Installazione della PWAVantaggi Pratici dell'Utilizzo della PWARisoluzione dei Problemi ComuniBonus ed Esperienza di Gioco sulla...

Programma Fedeltà Winnita: Punti e Ricompense Spiegati

IndiceCome Funziona il Programma Fedeltà di WinnitaGuadagnare Punti: Tassi e CalcoloLivelli VIP e Benefici EsclusiviConvertire i Punti e Ritirare le RicompenseDomande Frequenti e Risoluzione...