କରୋନା ପାଇଁ ସାମିଲ ହୋଇଥିଲେ ୪୦ ଲୋକ
ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତା ବରୁଣ ଧୱନ । ଗଲଫ୍ରେଣ୍ଡ ନତାଶା ଦଲାଲଙ୍କ ହାତ ଧରିଛନ୍ତି ବରୁଣ । ନତାଶା ଜଣେ ଫେମସ ଡିଜାଇନର । ଆଲିବାଗର ଏକ ରିସୋର୍ଟ ଦି ମ୍ୟାନସନ୍ ହାଉସରେ ହୋଇଛି...
ଅସ୍ତ ହୋଇଗଲେ ରବି
ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ରବି ମିଶ୍ର ଆରପାରିରେ । ହୃଦଘାତର ଅଭିନୟ କରୁକରୁ ସତରେ ହୋଇଯାଇଥିଲା ହୃଦଘାତ । ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରବି ମିଶ୍ର...
ଭାରତୀଙ୍କ ପରେ ଗିରଫ ହେଲେ ହର୍ଷ
ଡ୍ରଗ୍ସ ମାମଲାରେ ପ୍ରଥମେ କମେଡି କୁଇନ ଭାରତୀଙ୍କୁ ଗିରଫ କରିଥିଲା ଏନସିବି । ଆଜି ଭାରତୀଙ୍କ ସ୍ୱାମୀ ହର୍ଷଙ୍କୁ ଗିରଫ କରିଛି ଏନସିବି । ଏନଡିପିଏସ ଆକ୍ଟ ଅନୁଯାୟୀ ଗିରଫ ହୋଇଛନ୍ତି କମେଡି ଦମ୍ପତ୍ତି । ଡ୍ରଗ୍ସ କିଣିବା, ବିକ୍ରି...
ଏନସିବିର ରେଡ୍
ଲୋକପ୍ରିୟ କମେଡିଆନ ଭାରତୀ ସିଂଙ୍କ ମୁମ୍ବାଇସ୍ଥିତ ଘରେ ଏନସିବି ରେଡ୍ କରିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଭାରତୀଙ୍କ ଘରୁ ଗଞ୍ଜେଇ ଜବତ କରିଛି । ଆଜି ସକାଳୁ ହଠାତ୍ ଭାରତୀ ସିଂଙ୍କ ଘରେ ପହଁଞ୍ଚିଥିଲେ ଏନସିବିର ଅଧିକାରୀ ।...
କେତେ ଟଙ୍କା ନିଅନ୍ତି କପିଲ ଶର୍ମା
ଘରେ ଘରେ ସମସ୍ତଙ୍କ ଦିଲ୍ରେ ରାଜ କରୁଛନ୍ତି କମେଡିଆନ କପିଲ ଶର୍ମା । କପିଲ ଏବଂ ତାଙ୍କ ଟିମ୍ ଦର୍ଶକଙ୍କୁ ହସାଇ ହସାଇ ବେଦମ କରାନ୍ତି । ଏବଂ ମନୋରଞ୍ଜନର ଖୋରାକ୍ ଯୋଗାଇ ଦିଅନ୍ତି । ହେଲେ ଲୋକଙ୍କୁ ହସାଇବା...
ଓଲିଉଡକୁ ଆଉ ଏକ ଧକ୍କା, ପରଲୋକରେ ରାଜୁ ମିଶ୍ର
ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ । ଜଟଣୀସ୍ଥିତ ବାସଭବନରେ ବସିଥିବା ବେଳେ ହଠାତ୍ ଟଳିପଡିଥିଲେ ସେ । ତେବେ ତାଙ୍କର ହୃଦଘାତରେ ପରଲୋକ ହୋଇଥିବା କୁହାଯାଉଛି । ମୃତ୍ୟୁବେଳକୁ ତାଙ୍କୁ 72 ବର୍ଷ ବୟସ ହୋଇଥିଲା ।...
ଅକ୍ଟୋବର ୨୬ରେ ରୋହନପ୍ରୀତଙ୍କୁ ମ୍ୟାରେଜ କରିବେ ନେହା!
ନିଜ ବିବାହକୁ ନେଇ ବେଶ୍ ଖୁସି ଅଛନ୍ତି ସିଙ୍ଗର ନେହା କକ୍କର । ନିକଟରେ ରୋହନପ୍ରିତଙ୍କ ସହ ରିଲେସନସିପ ନେଇ ସ୍ୱିକାର କରିଛନ୍ତି ନେହା । ରୋହନପ୍ରୀତଙ୍କୁ ଖୁବ୍ ଶୀଘ୍ର ମ୍ୟାରେଜ କରିବାକୁ ଯାଉଛନ୍ତି ନେହା କକ୍କର ।...
ସବ୍ୟସାଚୀଙ୍କୁ ମହାତ୍ମାଗାନ୍ଧୀ ସେବା ସମ୍ମାନ
ଓଲିଉଡ୍ ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ପାଇବେ ମହାତ୍ମା ଗାନ୍ଧି ସେବା ସମ୍ମାନ । ଭାରତୀୟ ସା୍ୁଉଟ୍ ଓ ଗାଇଡ୍ ଫେଲୋସିପ୍, ରାଜ୍ୟ ଶାଖା ପକ୍ଷରୁ ଚଳିତ ବର୍ଷ ପାଇଁ ଜାତୀୟ ମହାତ୍ମା ଗାନ୍ଧି ସେବା ସମ୍ମାନ ଅଭିନେତା ଓ...
ସୁଶାନ୍ତଙ୍କ ମୃତ୍ୟୁର କାରଣ ବିଷ ନୁହେଁ
ଚର୍ଚ୍ଚା ଲାଗି ରହୁଥିଲା କି ସୁଶାନ୍ତଙ୍କ ମୃତ୍ୟୁର କାରଣ ବିଷ ହୋଇଥିବ । ଅର୍ଥାତ ବିଷ ଦ୍ୱାରା ସୁଶାନ୍ତ ସିଂଙ୍କୁ ହତ୍ୟା କରାଯାଇଛି । ଏହି କଥାରେ ଆଜି ପୂର୍ଣ୍ଣଛେଦ ପଡିଛି । ସୁଶାନ୍ତ ସିଂ ରାଜପୁତ ମାମଲାରେ...
୯୧ ବର୍ଷ ବୟସରେ ସ୍ୱର ସାମ୍ରାଜ୍ଞୀ
ସ୍ୱର ସାମ୍ରାଜ୍ଞୀ , ମେଲୋଡି କୁଇନ, ଭଏସ ଅଫ ଇଣ୍ଡିଆ ଲତା ମଙ୍ଗେସକର ଆଜି ୯୧ ବର୍ଷ ବୟସରେ ପାଦ ଦେଇଛନ୍ତି । ଭାରତ ରତ୍ନ ସ୍ୱର ସାମ୍ରାଜ୍ଞୀଙ୍କ ପାଖରେ ଯେମିତି ବୟସ ହାର ମାନିଛି । ଦେଶରେ...















