ଭାରତରେ କରୋନା ମୃତ୍ୟୁହାର କମ୍ ହେବାର କାରଣ
ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟା ଅନ୍ୟ ଦେଶ ତୁଳନାରେ କମ୍ ରହିଛି I ଭାରତର ଭୌଗୋଳିକ ପରିବେଶ ତଥା ଋତୁଚକ୍ରରେ ପରିବର୍ତ୍ତନ କରୋନା ମୁକାବିଲାରେ ସାହାଯ୍ୟ କରୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି I ଗତ ସାଢେ ଚାରିମାସ ଭିତରେ ଦେଶରେ 38...
ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା 21ରେ ପହଞ୍ଚିଲା
ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନାଜନିତ ମୃତ୍ୟୁସଂଖ୍ୟା 21କୁ ବୃଦ୍ଧି ପାଇଛି I ଆଜି କରୋନାରେ ତିନିଜଣଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି I ଗଞ୍ଜାମର ଜଣେ 75 ବର୍ଷିୀୟ...
ବଜାରକୁ ଆସିଲା କରୋନା ମେଡିସିନ୍ ଫେବି ଫ୍ଲୁ
ବଜାରକୁ ଆସିଲା କରୋନା ଚିକିତ୍ସା ଲାଗି ପ୍ରଥମ ମେଡିସିନ୍ । ପ୍ରତିଷ୍ଠିତ ଔଷଧ ବିତରଣ କମ୍ପାନୀ ଗ୍ଲେନମାର୍କ ଏହାକୁ ବଜାରକୁ ଆଣିଛି । ଫେବି ଫ୍ଲୁ ନାଁରେ ଏହା ବଜାରକୁ ଆସିଛି । ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ଗଣମାଧ୍ୟମକୁ...
ଭୁବନେଶ୍ବରରୁ 16 କରୋନା ପଜିଟିଭ୍
ଆଜି ରାଜ୍ୟରୁ ବାହାରିଥିବା 186 ପଜିଟିଭ୍ କେସ୍ ମଧ୍ୟରେ ରାଜଧାନୀ ଭୁବନେଶ୍ବରର 16ଟି କେସ୍ ରହିଛି I ଏହି 16ଟି କେସ୍ ମଧ୍ୟରୁ 14ଟି ହୋମ କ୍ବାରେଣ୍ଟିନରେ ଥିବା ଲୋକଙ୍କର ହୋଇଥିବା ବେଳେ ଦୁଇଟି ଲୋକାଲ କେସ୍ ରହିଛି I...
ଭୁବନେଶ୍ବରରେ ଶହେ ଟପିଲା
ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଲା I ଆଜି ଭୁବନେଶ୍ବରରୁ ଆଉ ଦୁଇଜଣ ପଜିଟିଭ ଚିହ୍ନଟ ହେବା ପରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା 101ରେ ପହଞ୍ଚିଛି I ତେବେ ଏମାନଙ୍କ ମଧ୍ୟରୁ ଆକ୍ଟିଭ କେସ୍ ସଂଖ୍ୟା 42 ରହିଛି...
ପ୍ଲାଜମା ଥେରାପି ବେଆଇନ
ପ୍ଲାଜମା ଥେରାପି ବେଆଇନ । ଏହା କେବଳ ଗବେଷଣା ପ୍ରକ୍ରିୟା ଭିତରେ ରହିଛି ଏବଂ ଏହାକୁ ନେଇ ପରୀକ୍ଷାନିରୀକ୍ଷା ଚାଲିଛି । ଏହାର ଭୁଲ୍ ପ୍ରୟୋଗ ଦ୍ବାରା ରୋଗୀର ଜୀବନ ସଂକଟାପନ୍ନ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ...
ଏକଲକ୍ଷ ରାପିଡ ଟେଷ୍ଟ ହେବ
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି I ଏକଲକ୍ଷ ରାପିଡ ଟେଷ୍ଟ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି I ସେଥିପାଇଁ ଆଉ ତିନୋଟି ହସପିଟାଲରେ କରୋନା ପରୀକ୍ଷା କରିବାକୁ...
ତ୍ୱଚାକୁ ଚମକାଇବ ଗୁଡ
ସୁନ୍ଦର ଚେହରା କିଏ ବା ନ ଚାହେଁ । ସୁନ୍ଦର ଚେହେରା ସବୁବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ସେ କୈାଣସି ପାର୍ଟି ହେଉ ବା ଫଙ୍କସନ୍ । ସମସ୍ତେ ନିଜକୁ ଅନ୍ୟଠାରୁ କିଛି ଅଲଗା ଦେଖାଯିବାକୁ...
ସିଗାରେଟ୍ ଛାଡିବାର କିଛି ଘରୋଇ ଉପଚାର, ଜାଣିବା ପାଇଁ ପଢନ୍ତୁ
ସିଗାରେଟ ସେବନ ସ୍ୱାସ୍ଥ୍ୟ ପାଇଁ ହାନୀକାରକ | ସିଗାରେଟ ସେବନ କଲେ କ୍ୟାନ୍ସର ଭଳି ସାଙ୍ଘାତିକ ରୋଗ ହେବାର ସମ୍ଭାବନା ରହିଛି | କିଛି ଲୋକ ତ ସିଗାରେଟ ସେବନ ସୌଖିନ ପାଇଁ ବ୍ୟବହାର କରୁଥିବା ବେଳେ, ଆଉ କିଛି...
ଚାକିରୀ ପାଇଁ ବାହାର ରାଜ୍ୟକୁ ଯିବେନି ଛାତ୍ରଛାତ୍ରୀ
ନୂଆ ସରକାର ଗଠନ ପରେ ଆକ୍ସନ ମୁଡରେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ସମସ୍ତ ମନ୍ତ୍ରୀଙ୍କୁ ଡାକି ତାଗିଦ କରିବା ସହ ପ୍ରତି ମାସରେ କେଉଁ ବିଭାଗରେ କଣ କାର୍ଯ୍ୟ ହେଉଛି ତାର ଏକ ରିପୋର୍ଟ ଦାଖଲ ଏବଂ...