27.1 C
Bhubaneswar
Saturday, September 19, 2026
-Advertisement-

ୟେସ୍ ବ୍ୟାଙ୍କର ଦେବାଳିଆ ସ୍ଥିତିକୁ ସୁଧାରିବ ଏସବିଆଇ

ନୂଆଦିଲ୍ଲୀ:ୟେସ୍ ବ୍ୟାଙ୍କର 49% ଅଂଶଧନ କିଣିବ ଏସବିଆଇ I ୟେସ୍ ବ୍ୟାଙ୍କର ଦେବାଳିୟା ସ୍ଥିତିରେ ସୁଧାର ଆଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଶନିବାର ଏକ ଆକ୍ସନ ପ୍ଲାନ ଜାରି କରିଛି I ଏହି ପ୍ଲାନରେ ଏସବିଆଇ ଏଥିରେ ଟଙ୍କା...

ଟ୍ରାକ୍ଟରକୁ ପିଟିଲା ସ୍କର୍ପିଓ : ଚାଲିଗଲା 11 ଜୀବନ

ମୁଜାଫରପୁର : ବିହାର ମୁଜାଫରପୁର ଜିଲ୍ଲାର କାଣ୍ଟିଥାନା ଅଞ୍ଚଳରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି I ଏହି ଦୁର୍ଘଟଣାରେ 11ଜଣଙ୍କର ମୃତ୍ୟୁ ହୋଇଛି I ଅନ୍ୟ 4ଜଣ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି...

ଭାରତରେ ୨୮ କରୋନା ପଜିଟିଭ

ନୂଆଦିଲ୍ଲୀ : କରୋନା ଧିରେ ଧିରେ ଏହାର କାୟା ବିସ୍ତାର କରିବାରେ ଲାଗିଛି I ଭାରତରେ କରୋନା ଆକ୍ରାନ୍ତଙ୍କ ସଖ୍ୟା ମଧ୍ୟ ବଢିବାରେ ଲାଗିଲାଣି I ଏଯାବତ ଭାରତରେ 28ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କଥା ଆଜି କେନ୍ଦ୍ର...

ଗିରଫ ହେଲା ଶାହରୁଖ

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡରେ ପୁଲିସ ଉପରକୁ ଗୁଳି ଚଳାଇଥିବା ଦୁର୍ବୁତ୍ତ ଶାହରୁଖ ଗିରଫ I ଉତ୍ତର ପ୍ରଦେଶର ବରେଲିରୁ ଦିଲ୍ଲୀର କ୍ରାଇମବ୍ରାଞ୍ଚ ପୋଲିସ ମହମ୍ମଦ ଶାହରୁଖକୁ ମଙ୍ଗଳବାର ଗିରଫ କରିଛି I ଗତ ସପ୍ତାହ ଦିଲ୍ଲୀ ହିଂସାକାଣ୍ଡରେ...

ସୋସିଆଲ ମିଡିଆ ଛାଡିବେନି ମୋଦୀ

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଆକାଉଣ୍ଟ ଛାଡିବେନି ମୋଦୀ । ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଛାଡିବା ନେଇ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ତେବେ ଏହି ସସପେନ୍ସ ଉପରୁ ପର୍ଦ୍ଦା ଉଠାଇଛନ୍ତି ନିଜେ ପ୍ରଧାନମନ୍ତ୍ରୀ ମୋଦୀ ।...

ପୁଣି ଟଳିଲା ଫାଶି

ପୁଣି ଫାଶି ଦିନ ଟଳିଲା I ଆସନ୍ତାକାଲି ସକାଳେ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଚାରି ଦୋଷୀଙ୍କୁ ଫାଶି ଦେବାକୁ ଦିନ ଧାର୍ଯ଼୍ୟ ହୋଇଥିବାବେଳେ ଆଜି ପୁଣିଥରେ ଦିଲ୍ଲୀ ପଟିଆଲା କୋର୍ଟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶି ଆଦେଶକୁ ଘୁଞ୍ଚାଇଦେଇଛନ୍ତି I...

କମିଲା ରୋଷେଇ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ : ଏଲପିଜି ସିଲିଣ୍ଡର ଉପଭୋକ୍ତାଙ୍କୁ ଏକ ପ୍ରକାର ଆଶ୍ୱସ୍ତି ମିଳିଛି I ଅଣ ରିହାତି ଏଲପିଜି ସିଲିଣ୍ଡର ଦାମରେ 53ଟଙ୍କା ହ୍ରାସ ପାଇଛି Iଏହି ନୂଆ ଦର ରବିବାର ଅର୍ଥାତ ମାର୍ଚ୍ଚ 1ଠାରୁ ଲାଗୁ ହୋଇଛି I ଫଳରେ...

ପବନର କ୍ୟୁରେଟିଭ ପିଟିସନ ପରେ ଖାରଜ ହେଲା ରାଜକ୍ଷମା ଆବେଦନ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନର କ୍ୟୁରେଟିଭ ପିଟିସନ ଖାରଜ କରିଛି ସୁପ୍ରିମକୋର୍ଟ I ପବନ ଗୁପ୍ତା ଶୁକ୍ରବାର ସନ୍ଧ୍ୟାରେ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଆବେଦନ କରିଥିଲେ I ସୋମବାର ପୂର୍ବାହ୍ନରେ ରୁଦ୍ଧ ପ୍ରକୋଷ୍ଠ...

ଏଣିକି ବ୍ୟାଙ୍କ ଏଟିଏମରୁ ମିଳିବନି ୨୦୦୦ଟଙ୍କିଆ ନୋଟ

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ ଖବର । ଏଣିକି ଇଣ୍ଡିଆନ ବ୍ୟାଙ୍କ ଏଟିଏମରୁ ମିଳିବନି ୨୦୦୦ଟଙ୍କିଆ ନୋଟ । କାଲିଠାରୁ ଲାଗୁ ହେଉଛି ଏହି ନିୟମ । ମାର୍ଚ୍ଚ ପହିଲାରୁ ୨୦୦୦ଟଙ୍କିଆ ନୋଟ ଭର୍ତ୍ତି କରିବନି ଇଣ୍ଡିଆନ ବ୍ୟାଙ୍କ ।୨୦୦୦ଟଙ୍କିଆ...

ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କଲେ ଅମିତ ଶାହ

ଭୁୁବନେଶ୍ୱର : ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଆଜି ସକାଳେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ଶାହ । ଏବେ ଭୁୁବନେଶ୍ୱରରେ ଶ୍ରୀ ଲିଙ୍ଗରାଜଙ୍କୁ...
- Advertisement -

Latest article

BetNinja Méthodes de Retrait les Plus Rapides Classées

Sommaire1. Le Processus de Vérification (KYC) : La Première Étape Obligatoire2. Classement des Méthodes de Retrait par Vitesse3. Comment Optimiser la Vitesse de Votre...

How to Link a Phone Number to a 1win Account

ContentsWhy Phone Verification is Essential for Your AccountStep-by-Step Guide to Linking Your Phone NumberCommon Issues and Troubleshooting SolutionsSecurity and Data PrivacyDocument Requirements for Full...

Pin-Up Source of Funds Declaration

ContentsWhat is a Source of Funds Declaration and Why Pin-Up Requests ItRequired Documents for Your Pin-Up VerificationStep-by-Step Process to Submit Your DeclarationTroubleshooting Common Verification...