ଚାହା ପିଇଲେ ଭଲ ହୋଇଯିବ କରୋନା !
ଭାରତୀୟ ଚାହା ପିଇଲେ କୁଆଡେ କରୋନା ରୋଗ ଭଲ ହୋଇଯିବ I ଗତ କିଛିଦିନ ଧରି ଏମିତି ଏକ ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି I ଭାରତୀୟ ଚାହାରେ ଥିବା କେମିକାଲ୍ କୋଭିଡ 19 ଭଲ କରିପାରିବ ବୋଲି...
ଫ୍ଲିପକାର୍ଟ ଓ ଆମାଜନର ଡେଲିଭରି ବନ୍ଦ
ନୂଆଦିଲ୍ଲୀ : ଗତକାଲି କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ସପ୍ତାହ ମାନେ ୨୧ ଦିନ ପାଇଁ ସମଗ୍ର ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଆଜି ଲକ୍ ଡାଉନ୍ର ପ୍ରଥମ ଦିନରେ...
କୋଭିଡ-୧୯ ପାଇଁ ବ୍ୟବହୃତ ମ୍ୟାଲେରିଆ ଔଷଧ ଉପରେ ରୋକ
ନୂଆଦିଲ୍ଲୀ : ମ୍ୟାଲେରିଆ ଔଷଧ ଉପରେ ଆଜି କେନ୍ଦ୍ର ସରକାର ରୋକ ଲଗାଇଛନ୍ତି । କରୋନା ଭାଇରସର ଚିକିତ୍ସା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ କି ପ୍ରତିଷେଧକ ଟୀକା ବାହାରିନାହିଁ । ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନକକୁ କିଛି କରୋନା...
କରୋନା ପରେ ଏବେ ହନ୍ତା ଆତଙ୍କ
କରୋନା ଭାଇରସରେ ସମଗ୍ର ବିଶ୍ୱ ଏବେ କବଳିତ । ସମଗ୍ର ବିଶ୍ୱରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି ଏହି କରୋନା । ଏହି ଭାଇରସ କବଳରୁ କେମିତି ମୁକୁଳିବେ ବୋଲି ଚିନ୍ତା କରୁଥିବା ବେଳେ ଚୀନରେ ଆଉ ଏକ ଭାଇରସ...
ଦେଶରେ ବଢିିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢିିବାରେ ଲାଗିଛି । ବୁଧବାର ପୂବାହ୍ନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫୭୪କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୫୧୨ ଜଣଙ୍କର ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଆଜି ଭୋର...
କରୋନା କହି ଚିଡାଇଲେ, ଛେପ ପକାଇଲେ
କରୋନାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ ରହିଛି । କରୋନା ମୁକାବିଲା ପାଇଁ ସମସ୍ତେ ଏକଜୁଟ ହୋଇ ଲଢେଇ କରୁଛନ୍ତି । କିନ୍ତୁ ଏହି ପରିସ୍ଥିତିରେ ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ମାନସିକ ସ୍ତରରେ...
ଦେଖନ୍ତୁ କ୍ୱାରେଣ୍ଟାଇନରୁ ଫେରି କେମିତି ଦେଖାଯାଉଛନ୍ତି ରଣବୀର
କରୋନା ଭାଇରସର ପ୍ରକୋପ ସାରା ବିଶ୍ୱରେ ଦେଖାଦେଇଛି । ଯାହା ବିରୁଧରେ ସାରା ଦେଶ ଏକଜୁଟ ହୋଇ ଲଢେଇ କରୁଛି । ଏହି ସମୟରେ ବଲିଉଡ ମଧ୍ୟ ଏଥିରୁ ବାଦ ପଡିନାହିଁ । ସବୁ ବଲିଉଡ ସେଲିବେଟ୍ରି ନିଜକୁ...
ଜାଣନ୍ତୁ ଚୀନ୍ କିପରି କାବୁ କଲା କରୋନାକୁ
ସମଗ୍ର ବିଶ୍ୱରେ କରୋନା ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି । ବିଶ୍ୱରେ ୧୬୫ରୁ ଅଧିକ ଦେଶ ଏହି ମହାମାରୀ କବଳରେ ବର୍ତ୍ତମାନ କବଳିତ । ଇଟାଲୀରେ ଏହା ସବୁଠାରୁ ଅଧିକ ମାରାତ୍ମକ ରୂପ ଧାରଣ କରିଲାଣି । ଭାରତରେ...
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧କୁ ବୃଦ୍ଧି
ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବଢିିବାରେ ଲାଗିଛି । ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଞ୍ଚିଛି । ଆଜି ଦେଶରେ ୩୫ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭାରତ...
ଜନତା କଫ୍ୟୁ : ବିମାନ ଚଳାଚଳ ବନ୍ଦ
ଜନତା କର୍ଫ୍ୟୁ : ୩୭୦୦ ଟ୍ରେନ୍ ବାତିଲ, ଉଡାଣ ବନ୍ଦ କଲେ ଗୋ ଏୟାର ଓ ଇଣ୍ଡିଗୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ “ଜନତା କଫ୍ୟୁ” ପାଇଁ ଆହ୍ୱାନ ଦେଇଛନ୍ତି । ସେଦିନ ଘରୁ ନ ବାହାରିବା ପାଇଁ ନିବେଦନ...

















