ଦିଲ୍ଲୀରେ ୪୦୦ ପେଟ୍ରୋଲ ପମ୍ପ ବନ୍ଦ
ସୋମବାର ରାଜଧାନୀ ଦିଲ୍ଲୀର ପ୍ରାୟ ୪୦୦ ପେଟ୍ରୋଲ୍ ପମ୍ପ ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ। ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଦିଲ୍ଲୀ ସରକାର ଭାଟ୍ ହ୍ରାସ କରୁନଥିବା ଅଭିଯୋଗରେ ଦିଲ୍ଲୀ ପେଟ୍ରୋଲ୍ ବ୍ୟବସାୟ ସଂଘ ପକ୍ଷରୁ ୨୪ ଘଣ୍ଟିଆ...
ଅଟଳଙ୍କ ନାମ ରେ ନାମିତ ହେଲା ହିମାଳୟର 4 ଟି ଶୃଙ୍ଗ
ଗଙ୍ଗୋତ୍ରୀ ବରଫଖଣ୍ଡ ନିକଟରେ ଥିବା ହିମାଳୟର ଶୃଙ୍ଗକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଇଛି. ଗଙ୍ଗୋତ୍ରୀ ବରଫଖଣ୍ଡର ଡାହାଣ ପାର୍ଶ୍ୱରେ 6,557, 6,566, 6,160 ଓ 6,100 ମିଟର ଦୂରରେ ଏହି ଶୃଙ୍ଗ ସବୁ ଅବସ୍ଥିତ...
ମୋଦିଙ୍କ ଉପରେ ପ୍ରସ୍ତୁତ ହେବ ବିଶ୍ୱର ସବୁଠୁ ବଡ ଫଟୋ ଆଲବମ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ଚରିତ୍ର ଉପରେ ପ୍ରସ୍ତୁତ ହେବାକୁ ଯାଉଛି ଏକ ଫଟୋ ଆଲବମ୍ । ଆଠ ଫୁଟ ଲମ୍ବା, ଚାରି ଫୁଟ ଚଉଡାର ଏହି ଫଟୋ ଆଲବମ ରହିବ । ଏଥିରେ ପାଖାପାଖି ୧୦୦ଟି...
ଜାତୀୟ ପୋଲିସ ସ୍ମାରକୀ ଉଦଘାଟନ କଲେ ମୋଦି
ଜାତୀୟ ପୋଲିସ ସ୍ମାରକ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧାନୀ ଦିଲ୍ଲୀର ଚାଣକ୍ୟପୁରୀ ଠାରେ ନିର୍ମିତ ‘ଜାତୀୟ ପୋଲିସ ସ୍ମାରକୀ’କୁ ଉଦଘାଟନ କରିଛନ୍ତି । ଭାରତ ସ୍ୱାଧୀନ ହେବା ପରେ ଦେଶପାଇଁ ପୋଲିସ ଯବାନଙ୍କ ବଳିଦାନକୁ ପ୍ରଶଂସା କରିବା...
ଟ୍ରେନ ଟ୍ରାକ ପାଖରେ ମେଳା ଓ ରାବଣପୋଡି ପାଇଁ ପୋଲିସ ଦେଇଥିଲା ଅନୁମତି
ଅମୃତସରରେ ରାବଣପୋଡ଼ି ସମୟରେ ହୋଇଥିବା ହୃଦୟ ବିଦାରକ ଦୁର୍ଘଟଣା ଉପରେ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଖି ପିଛୁଳାକେ ୬୧ଜଣ ଲୋକ ଆଖି ବୁଜି ଦେଇଛନ୍ତି ।ଅନେକ ଆହତ ମଧ୍ୟ ହୋଇଛନ୍ତି । ରେଳ ଧାରଣା ପାଖରେ...
ବରିଷ୍ଠ ରାଜନୀତିଜ୍ଞ ଏନ ଡି ତିୱାରିଙ୍କ ପରଲୋକ
ବରିଷ୍ଠ ରାଜନେତା ଏନ ଡି ତିୱାରିଙ୍କ ପରଲୋକ । ଦୀର୍ଘଦିନ ଅସୁସ୍ଥ ରହିବା ପରେ ଗୁରୁବାର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ ନାରାୟଣ ଦତ୍ତ ତିୱାରୀ...
ଲେଭଲ କ୍ରସିଂ ଭାଙ୍ଗି ଟ୍ରେନକୁ ଧକ୍କା ଦେଲା ଟ୍ରକ
ବଡ ଧରଣର ଟ୍ରେନ ଦୂର୍ଘଟଣା । ମଧ୍ୟ ପ୍ରଦେଶର ଗୋଧରା ଓ ରତଲାମ୍ ମଧ୍ୟରେ ଥିବା ଲେଭଲ କ୍ରସିଂରେ ଏକ ଟ୍ରକ ତ୍ରିବେନ୍ଦ୍ରମ ରାଜଧାନୀ ଏକ୍ସପ୍ରେସକୁ ଜୋରରେ ଧକ୍କା ଦେଇଥିଲଶ । ଧକ୍କା ହେବା ପରେ ଟ୍ରେନର ଦୁଇଟି ଡବା...
ଖୋଲିଲା ମନ୍ଦିର, ବଢିଲା ବିବାଦ
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ବୁଧବାର ପ୍ରଥମଥର ପାଇଁ କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର ମହିଳାଙ୍କ ପାଇଁ ଖୋଲିଛି। ଏହାକୁ ନେଇ ମହିଳାଙ୍କ ମଧ୍ୟରେ ଉତ୍କଣ୍ଠା ବଢିଥିବାବେଳେ ସେଠାରେ ହିଂସା ଲାଗି ରହିଛି। ସୂଚନାଯୋଗ୍ୟ, ଶାବରିମାଳା ମନ୍ଦିରରେ ସବୁ ବର୍ଗର...
ଶାରୀରିକ ସଂପର୍କ ରଖିଲେ ମିଳିବ ଋଣ ! ଭୟଙ୍କର ପରିଣାମ
ଆମର ସାମାଜିକ ଅଧୋପତନ ଏତେ ତଳକୁ ଚାଲିଗଲାଣି ଯେ, ଆମେ ଆଉ ସ୍ଥାନ, କାଳ, ପାତ୍ର କିଛି ବାଛ ବିଚାର କରୁନାହୁଁ . ଦେଶର ନିୟମ କାନୁନ ବି କିଛି କରିବା ସମ୍ଭବ ନୁହେଁ. ଏମିତି ଏକ ଘଟଣା ଘଟିଛି ବେଙ୍ଗାଲୁରୁ...
କୋହିନୂରକୁ ନେଇ ଏଏସଆଇ ଦେଲା ନୂଆ ତଥ୍ୟ
ଭାରତର ଅମୂଲ୍ୟ ରତ୍ନ କୁହାଯାଉଥିବା କୋହିନୂରକୁ ନେଇ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଏକ ନୂଆ ତଥ୍ୟ ଦେଇଛି. ଯେଉଁଥିରେ କୁହାଯାଇଛି ଯେ, ସେତେବେଳେ ଲାହୋର ରାଜା ଏହି ହୀରାକୁ ଇଂଲଣ୍ଡର ତତ୍କାଳୀନ ରାଣୀ ଭିକ୍ଟୋରିଆଙ୍କୁ ସମର୍ପିତ କରିଥିଲେ. ଏଏସଆଇର ରିପୋର୍ଟ...








