26.1 C
Bhubaneswar
Sunday, September 20, 2026
-Advertisement-

ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ବିରୋଧରେ ଜଣେ ପୂର୍ବତନ ଜୁନିୟର୍‌ ଆସିଷ୍ଟାଣ୍ଟ୍‌ ଯୌନ ଉତ୍ପୀଡ଼ନର ଅଭିଯୋଗ କରିଛନ୍ତି । ଏ ନେଇ ଅନ୍‌ଲାଇନ୍‌ ଗଣମାଧ୍ୟମର ରିପୋର୍ଟ ପରେ ଆଜି ଶୁଣାଣୀ...
video

ହାର୍ଦ୍ଦିକ ପଟେଲଙ୍କୁ ଚାପୁଡା

ଗୁଜରାଟ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଯୁବକଙ୍କ ଶକ୍ତ ଚାପୁଡା । ଆଜି ସକାଳେ ସୁରେନ୍ଦ୍ରନଗର ଜିଲ୍ଲାରେ ଏକ ସଭାରେ ଉଦବୋଧନ ଦେଉଥିବାବେଳେ ଜଣେ ଅଜଣା ଯୁବକ ସଭା ମଞ୍ଚ ଉପରେ ଚଢି ହାର୍ଦ୍ଦିକଙ୍କୁ ଚାପୁଡା ମାରିଥିଲେ । ତେବେ...

ସାମ୍ବାଦିକ ସମ୍ମିଳନୀରେ ସାଂସଦଙ୍କୁ ଜୋତାମାଡ

ବିଜେପି ସାମ୍ବାଦିକ ସମ୍ମିଳନୀରେ ଜୋତାମାଡ । ଏ ଦୃଶ୍ୟ ଦିଲ୍ଲୀ ବିଜେପି ମୁଖ୍ୟାଳୟର । ବିଜେପି ଦଳର ମୁଖପାତ୍ର ଜେଭିଏଲ ନରସିମହାଙ୍କର ଚାଲିଥିଲା ସାମ୍ବାଦିକ ସମ୍ମିଳନୀ । ହଠାତ୍ ଆଗ ଧାଡିରେ ବସିଥିବା ଜଣେ ଯୁବକ ତାଙ୍କ ଉପରକୁ ଜୋତା...

ଭୋଟ ଦେଲେ ନବଦମ୍ପତ୍ତି

ଦେଶବ୍ୟାପୀ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ ଚାଲିଥିବା ବେଳେ ମତଦାନକୁ ନେଇ ଭୋଟରଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ନିଜ ପସନ୍ଦର ପ୍ରାର୍ଥୀ ବାଛିବା ପାଇଁ ନିଜର ଅଧିକାର ସାବ୍ୟସ୍ତ କରିବାକୁ ବୁଥରେ ନବଦମ୍ପତ୍ତିଙ୍କ ଉପସ୍ଥିତି...

ଟଳିଲେ ୨ ମାଓବାଦୀ

ଛତିଶଗଡ କୋଆକୋଣ୍ଡାରେ ମାଓବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏନ୍‌କାଉଣ୍ଟରରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । କୋଆକୋଣ୍ଡା ଥାନା ଅନ୍ତର୍ଗତ ଧନୀକାରକା ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ନେଇ ଡିଷ୍ଟ୍ରିକ୍‌ଟ...

ଭାରତରେ ବ୍ୟାନ ହେଲା ଟିକ୍ ଟକ୍

ପ୍ଲେ ଷ୍ଟୋରରୁ ଆଉ ଡାଉନଲୋଡ ହେବନାହିଁ ଟିକ୍ ଟକ୍ ଆପ୍ । ଗୁଗୁଲ୍ ପକ୍ଷରୁ ଟିକ୍ଟକ୍ ଭିଡିଓ ଆପ୍କୁ ଭାରତରେ ବ୍ଲକ କରାଯାଇଛି । ଏହି ଆପ୍‌ ଦ୍ୱାରା ଅଶ୍ଳୀଳ ଏବଂ ଅରୁଚିକର ବାର୍ତ୍ତା ଭାଇରାଲ ହେବା ଅଭିଯୋଗପରେ ଏପ୍ରିଲ...

ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା

ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ । ବିରାଟ କୋହଲି ଅଧିନାୟକ, ରୋହିତ ଶର୍ମା ଉପଅଧିନାୟକ । ଶିଖର ଧାୱନ ,କେଏଲ ରାହୁୁଲ, ବିଜୟ ଶଙ୍କର, ମହେନ୍ଦ୍ର ସିଂ ଧୋନୀ, କେଦାର ଯାଦବ, ଦିନେଶ କାର୍ତ୍ତିକ, ଯୁଜବେନ୍ଦ୍ର...

ଉଡିଲା ସର୍ବବୃହତ୍ତ ବିମାନ

ବିଶ୍ୱର ସର୍ବବୃହତ୍ତ ବିମାନ ଆଜି ପରୀକ୍ଷାମୂଳକ ଭାବରେ ଉଡାଣ କରିଛି । ଆମେରିକାର କାର୍ଲିଫଣ୍ଣିଆରୁ ଏହି ବିମାନ ଯାତ୍ରା ଆରମ୍ଭ କରି ମୋଜଭେ ମରୁଭୂମି ଉପରେ ଉଡିଥିଲା । ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଏହା ଉଡାଣ...
video

ଅଲଗା ଜାତିର ପୁଅକୁ ପ୍ରେମ କରିବାରୁ…ଅଜବ ଦଣ୍ଡ

ଅଲଗା ଜାତିର ପୁଅକୁ ପ୍ରେମ କରୁଥିବାରୁ ଜଣେ ଯୁବତୀଙ୍କୁ ଦଣ୍ଡ ଦେଇଛନ୍ତି ଗ୍ରାମବାସୀ । ଗାଁ ଲୋକଙ୍କ ନିର୍ଦ୍ଦେଶ ଅନୁଯାୟୀ ଯୁବତୀ ଜଣଙ୍କ ପ୍ରେମିକଙ୍କୁ କାନ୍ଧରେ ବୋହି ଚାଲିଛନ୍ତି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ୩୪୦ କିଲୋମିଟର ଦୂରରେ ଥିବା ଝାବୁଆ...

‘ପିଏମ ନରେନ୍ଦ୍ର ମୋଦି’ ଉପରେ ଲାଗିଲା ରୋକ୍

ରିଲିଜ୍ ପାଇଁ ପୁରା ପ୍ରସ୍ତୁତ ଥିଲା ବହୁ ଚର୍ଚ୍ଚିତ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦୀ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନି ଉପରେ ଆଧାରିତ ହୋଇଥିଲା ଏହି ଫିଲ୍ମ । ସେନସର ବୋର୍ଡ ଗ୍ରୀନ ସିଗନାଲ ପରେ ମଧ୍ୟ ରିଲିଜ...
- Advertisement -

Latest article

Mostbet Cashback Cap: Maximum Pay-Out

ContentsWhat is the Mostbet Cashback Bonus?How the Mostbet Cashback Cap Works: A Practical ExampleStep-by-Step Guide to Claiming Your CashbackCashback Cap Compared to Other Mostbet...

SlotsGem Limites de Saque como Ferramenta de Jogo Responsável

ÍndiceO Que São Limites de Levantamento e Por Que Existem?Limites Típicos de Levantamento no SlotsGemComo os Limites Protegem o JogadorO Processo de Levantamento Passo...

Mostbet Payment Page Blank: Fixes

Contents1. Initial Quick Checks and Browser Refreshes2. Clearing Cache and Cookies for Mostbet3. Disabling Browser Extensions and Ad Blockers4. Trying an Alternative Device or...