ପୱନ ହଂସ ଲିମିଟେଡର ସିଏମଡି ହେଲେ ଉଷା ପାଢୀ
ଓଡିଶା କ୍ୟାଡରର ବରିଷ୍ଠ ଆଇ.ଏସ.ଏସ ଅଧିକାରୀ ପବନ ହଂସ ଲିମିଟେଡର ଚେୟାରମ୍ୟାନ ଓ ମ୍ୟାନେଜିଙ୍ଗ ଡାଇରେକ୍ଟର ଭାବେ ନିଯୁକ୍ତ ପାଇଛନ୍ତି । କେନ୍ଦ୍ରସରକାରଙ୍କ ବେସମାରିକ ବିମାନ ଚଳାଚଳ ବିଭାଗରେ ଯୁଗ୍ମ ସଚିବ ଥିବା ଉଷା ପାଢୀଙ୍କୁ ଏହି ଅତିରିକ୍ତ ଦାୟିତ୍ୱ...
ହାତ ଧରିଲେ ବିଜେପିର ବିଦ୍ରୋହୀ ନେତା
ବିଜେପି ନେତା ତଥା ବଲିଉଡ଼୍ ଅଭିନେତା ଶତ୍ରୁଘ୍ନ ସିହ୍ନା ଆଜି ପଦ୍ମ ଛାଡି ହାତ ଧରିଛନ୍ତି । ଭାରତୀୟ ଜନତା ପାର୍ଟି ଟିକେଟ ନ ଦେବା ପରେ ଶତ୍ରୁଘ୍ନ ସିହ୍ନା କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । ଆଜି...
ଭୋଟରଙ୍କୁ ଆକୃଷ୍ଟ କରିବାକୁ ହେମାଙ୍କ ନୂଆ ତରିକା
ପାଖେଇ ଆସିଲାଣି ନିର୍ବାଚନ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଦଳର ନେତା ନୂଆ ନୂଆ କୌଶଳ ଆରମ୍ଭ କରିଦେଇଛନ୍ତି । ମଥୁରାରୁ ବିଜେପି ଟିକେଟ ରେ ଲଢୁଥୁବା ବଲିଉଡ ଷ୍ଟାର ହେମାମାଳିନି ନିକଟରେ କ୍ଷେତରେ ଧାନ କାଟୁଥିବା ଏବଂ...
ରାହୁଲଙ୍କୁ ଛାତ୍ରଙ୍କ ପ୍ରଶ୍ନ : ପ୍ରତିଶ୍ରୁତି ପୁରା କରିବାକୁ କୋଉଠୁ ଆସିବ ଟଙ୍କା
ରାହୁଲ ଗାନ୍ଧିଙ୍କୁ ଛାତ୍ରଙ୍କ ପ୍ରଶ୍ନ – ଗରିବ ଲୋକଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ଦେବା ପାଇଁ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ କେଉଁଠୁ ଆସିବ ପାଣ୍ଠି ?
ଲୋକସଭା ନିର୍ବାଚନରେ ଜିତିବା ପାଇଁ ସମସ୍ତଙ୍କ ନଜର ଯୁବ...
ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ଉନ୍ମତ୍ତ କାଣ୍ଡ, ଛତିଶଗଡରେ ୪ ଯବାନ ଶହୀଦ
ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ଲାଲବାହିନୀର ତାଣ୍ଡବ ଆରମ୍ଭ ହୋଇଯାଇଛି । ଛତିଶଗଡ଼ କାଙ୍କେର ଜିଲ୍ଲାର ପଙ୍ଖାଜୁରରେ ମାଓ ହିଂସା ଦେଖିବାକୁ ମିଳିଛି । ମାଓବାଦୀଙ୍କ ଗୁଳିରେ ବିଏସ୍ଏଫ୍ର ୪ ଜଣ ଯବାନ ଶହୀଦ ହୋଇଛନ୍ତି...
ଟିକ୍ ଟକ୍ ଉପରେ ଲାଗିବ ପ୍ରତିବନ୍ଧକ !
ଚୀନର ଲୋକପ୍ରିୟ ଭିଡିଓ ଆପ୍ ଟିକ୍ ଟକ୍ ଉପରେ ଲାଗିବ ପ୍ରତିବନ୍ଧକ. ଏହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମାଡ୍ରାସ ହାଇକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି. କୋର୍ଟ କହିଛନ୍ତି ଯେ, ଏହି ଆପ୍ ପୋନୋଗ୍ରାଫିକୁ ପ୍ରୋତ୍ସାହନ ଦେଉଛି. ସେଥିପାଇଁ ଏହା...
ରାହୁଲଙ୍କ ନାମାଙ୍କନ ଦାଖଲ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେରଳର ୱାୟନାଡ ଆସନରୁ ନିର୍ବାଚନ ଲଢିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହାକୁ ନେଇ କଂଗ୍ରେସର କାର୍ଯ୍ୟକର୍ତ୍ତା ମଧ୍ୟରେ ଉତ୍ସାହ ଦେଖାଯାଇଛି । ରାହୁଲ ନିଜ ଭଉଣୀ ଏବଂ ଦଳ ମହାସଚିବ...
ପୁଣି ଚର୍ଚ୍ଚାରେ ଜନସନ୍ସ ଆଣ୍ଡ ଜନସନ୍ସ ବେବି
ଛୋଟପିଲାଙ୍କ ପାଇଁ ଉଦ୍ଦିଷ୍ଟ ସବୁଠୁ ଲୋକପ୍ରିୟ ବ୍ରାଣ୍ଡ ଜନସନ୍ସ ଆଣ୍ଡ ଜନସନ୍ସ ବେବି ଏବେ ପୁଣି ଚର୍ଚ୍ଚାରେ. ଜନସନ୍ସ ଆଣ୍ଡ ଜନସନ୍ସ ବେବି ସାମ୍ପୁରେ କ୍ୟାନସର ରୋଗର କାରକ ଚିହ୍ନଟ କରାଯାଇଛି. ପୂର୍ବରୁ ଏଭଳି ଏକ ଖବର ବେଶ ଚର୍ଚ୍ଚାରେ...
ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢିବେ ରାହୁଲ
ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ. ଉତ୍ତରପ୍ରଦେଶର ଆମେଠୀ ଓ କେରଳର ୱାୟେନାଡରୁ ସେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି. ଗତ କିଛି ସପ୍ତାହ ଧରି ଦକ୍ଷିଣ ଭାରତରୁ ରାହୁଲ ନିର୍ବାଚନ ଲଢନ୍ତୁ...
ବଡଗାମରେ ଏନକାଉଣ୍ଟର, 2 ଆତଙ୍କବାଦୀ ନିହତ
ପୁଣି ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି. ଜମ୍ମୁ କଶ୍ମୀରର ବଡଗାମ ଜିଲ୍ଲାରେ ସର୍ଚ୍ଚ ଅପରେସନ ସମୟରେ ଏହି ଗୁଳି ବିନିମୟ ହୋଇଛି. ଫଳରେ 2 ଆତଙ୍କବାଦୀ ନିହତ ହୋଇଥିବା ବେଳେ 4...













