କୁମ୍ଭମେଳାରେ କ୍ୟାବିନେଟ ବୈଠକ
କ୍ୟାବିନେଟ ବୈଠକକୁ ନେଇ ଉତ୍ତରପ୍ରଦେଶ ସରକାର ଏକ ଅଭିନବ ନିଷ୍ପତ୍ତି ନେଇଛନ୍ତି. ନିଷ୍ପତ୍ତି ଅନୁସାରେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର କ୍ୟାବିନେଟ ବୈଠକ ପ୍ରୟାଗରାଜ କୁମ୍ଭମେଳାରେ କରିବାକୁ ନିଷ୍ପତ୍ତି ନେଇଛନ୍ତି. 29 ଜାନୁୟାରୀ ଅର୍ଥାତ ମଙ୍ଗଳବାର ହେବାକୁ ଥିବା...
ଅକ୍ସଫୋର୍ଡ ଡିକ୍ସନାରୀରେ ‘ନାରୀ’
ବିଶ୍ୱର ବୃହତ୍ତମ ଶବ୍ଦକୋଷ କୁହାଯାଉଥିବା ଅକ୍ସଫୋର୍ଡ ଡିକ୍ସନାରୀରେ ଶବ୍ଦ 'ନାରୀ ଶକ୍ତି'କୁ ମିଳିଛି ସମ୍ମାନ. ମହିଳାଙ୍କୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି. ନାରୀ ଶକ୍ତିକୁ 2018ର ୱାର୍ଡ ଅଫ୍ ଦ ଇୟର ରୂପେ ଘୋଷଣା କରାଯାଇଛି....
ସନ୍ନ୍ୟାସୀଙ୍କୁ ଭାରତ ରତ୍ନ ମିଳିବା ଉଚିତ-ରାମଦେବ
ଚଳିତ ବର୍ଷ କେନ୍ଦ୍ର ସରକାର ଭାରତ ରତ୍ନ ସମ୍ମାନ ଘୋଷଣା କରିବା ପରେ ଏହା ଉପରେ ଯୋଗ ଗୁରୁ ବାବା ରାମଦେବ ପ୍ରଶ୍ନ ଉଠାଇଛନ୍ତି. ସ୍ୱାଧୀନତାର 70 ବର୍ଷ ପରେ କୌଣସି ସନ୍ନ୍ୟାସୀଙ୍କୁ ଏହି ସମ୍ମାନ ପ୍ରଦାନ କରା ନ...
31ରେ ଓଡିଶା ଆସିବେ କେଜରିୱାଲ
ଆଗକୁ ଲୋକସଭା ନିର୍ବାଚନ ଆସୁଥିବାରୁ ବର୍ତ୍ତମାନ ସବୁ ଦଳର ନେତାମାନଙ୍କ ଓଡିଶା ଆସିବାର ସୁଅ ଲାଗିଛି. ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଅଧ୍ୟକ୍ଷ ଅରବିନ୍ଦ କେଜରିୱାଲ ଜାନୁୟାରୀ 31ରେ ଓଡିଶା ଆସିବେ ବୋଲି ସୂଚନା...
2019 ‘ମନ୍ କି ବାତ୍’ ରେ ମୋଦିଙ୍କ ପ୍ରଥମ ସମ୍ବୋଧନ
ରବିବାର ହେଉଛି ମୋଦିଙ୍କ ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମର 52ତମ ଏପିସୋଡ୍. ଯାହାକୁ ମୋଦି 2019ରେ ପ୍ରଥମଥର ପାଇଁ ସମ୍ବୋଧିତ କରିବେ. ତେବେ 2019 ବର୍ଷରେ ଏହା ହେଉଛି ମୋଦିଙ୍କ ପ୍ରଥମ ପ୍ରୋଗ୍ରାମ. ‘ମନ୍ କି ବାତ୍’ ର...
ଗଣତନ୍ତ୍ର ଦିବସରେ ମାଓବାଦୀଙ୍କ ହାମଲା
ଶନିବାର ଦେଶବ୍ୟାପୀ ଗଣତନ୍ତ୍ର ଦିବସ ପାଳନ କରାଯାଉଥିବା ବେଳେ କାଶ୍ମୀର ଘାଟିରେ ଆତଙ୍କବାଦୀମାନେ ଆତଙ୍କ ଖେଳାଇଛନ୍ତି. କାଶ୍ମୀର ଘାଟି ପୁଲୱାମାର ପମ୍ପୋର ଓ ଖାନମୋ ଅଞ୍ଚଳରେ ମାଓବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ହାମଲା କରିଛନ୍ତି. ଫଳରେ 5 ଜଣ ସୁରକ୍ଷାକର୍ମୀ...
33 ବର୍ଷ ପର୍ଯ୍ୟନ୍ତ ମାଗଣା ରେଳ ଯାତ୍ରା
ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରୀ ଚାକିରିଆଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି. ମିଳିଥିବା ସୂଚନା ଅନୁସାରେ, ରେଳ କର୍ମଚାରୀଙ୍କ ପିଲା ଏବେ ବାହାରକୁ ଯାତ୍ରା କଲେ ମାଗଣାରେ ଯାତ୍ରା କରିପାରିବେ. ରେଳ ବିଭାଗରେ ଚାକିରୀ...
ବାବା ରାମଦେବଙ୍କ ବିବାଦୀୟ ମନ୍ତବ୍ୟ
ପୁଣିଥରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚା ଘେରକୁ ଆସିଛନ୍ତି ବାବା ରାମଦେବ. ଅଧିକ ଜନସଂଖ୍ୟା ଥିବା ଦେଶରେ ବଢୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ସମସ୍ତଙ୍କର ପ୍ରାଥମିକତା ହେବା ଉଚିତ ବୋଲି ସେ କହିଛନ୍ତି. ହିନ୍ଦୁ ହେଉ କି ମୁସଲମାନ, ଯଦି...
ଗଣତନ୍ତ୍ର ଦିବସରେ ପ୍ରଥମଥର ପାଇଁ ଦୃଶ୍ୟ ହେବ ‘ନାରୀ ଶକ୍ତି’
70 ତମ ଗଣତନ୍ତ୍ର ଦିବସରେ ପ୍ରଥମଥର ପାଇଁ ଦେଖିବାକୁ ମିଳିବ ଆସାମ ରାଇଫଲର ‘ନାରୀ ଶକ୍ତି’. ଏହାସହ ରାଜପଥରେ ଜଣେ ମହିଳା ଅଧିକାରୀ ଏକାକୀ ପ୍ରତିଷ୍ଠିତ ଟିମ ସହ ବାଇକ ଷ୍ଟଣ୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳିବ. ଅନ୍ୟପଟେ 90...
ଭୁଶୁଡିଲା ଚାରି ମହଲା କୋଠା
ହରିୟାଣାର ଗୁରୁଗ୍ରାମରେ ଏକ ଚାରି ମହଲା ବିଶିଷ୍ଟ କୋଠା ଭୁଶୁଡି ପଡିଛି. ଗୁରୁଗ୍ରାମର ଉଲବାସରେ ସକାଳ ସମୟରେ ଚାରି ମହଲା ବିଶିଷ୍ଟ କୋଠା ହଠାତ ଭୁଶୁଡି ପଡିଥିଲା. ଯେଉଁଥିରେ 8 ଜଣ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି. ବର୍ତ୍ତମାନ...






