21.1 C
Bhubaneswar
Monday, November 16, 2026
-Advertisement-

ସଇତାନ୍ ବାପା-ମାଆ ! ଝିଅକୁ ଜିଅନ୍ତା ପୋତିଦେଲେ

ଉତ୍ତରପ୍ରଦେଶର ମୁରାଦାବାଦ୍ ରେ ଏଭଳି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଚକିତ କରାଇ ଦେବ.  ହଁ ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟା ସତ..ନିଜେ ଜନ୍ମ ଦେଇଥିବା ବାପା ମା 7 ବର୍ଷ ର ଝିଅକୁ ଘର ଅଗଣାରେ...

ଗର୍ଭାଶୟ ପ୍ରତିରୋପଣ ପରେ ସନ୍ତାନ ଜନ୍ମ ଦେବେ ମହିଳା

ଗର୍ଭାଶୟ ପ୍ରତିରୋପଣ ହେବାପରେ ଗୁଜରାଟର ଜଣେ ମହିଳା ଖୁବଶୀଘ୍ର ସନ୍ତାନ ପ୍ରସବ କରିବେ ବୋଲି ଜଣାପଡିଛି। ପ୍ରଥମ ଭାରତୀୟ ମହିଳାଭାବେ ଗର୍ଭାଶୟ ପ୍ରତିରୋପଣ ପରେ ସେ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି । ପୁନେର ଗାଲାକ୍ସି କେୟାର ହସ୍ପିଟାଲରେ ୨୭...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ଜିତିଲେ ହରି, ହାରିଲେ ବି ହରି

ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ବି.କେ ହରିପ୍ରସାଦଙ୍କୁ ପରାସ୍ତ କରିଛନ୍ତି ହରିବଂଶ । ନିର୍ବାଚନରେ ହରିବଂଶଙ୍କୁ ୧୨୫ଟି ଭୋଟ ମିଳିଥିବାବେଳେ ହରିପ୍ରସାଦଙ୍କୁ ମିଳିଛି ୧୦୫ଟି ଭୋଟ. ବିଜୟୀ ହେବା...

ଏଥର ଫିଟ୍ ରହିବେ ଯବାନଙ୍କଠାରୁ ଅଧିକାରୀ, ଭାରତୀୟ ସେନାର କଡ଼ା ନିଷ୍ପତ୍ତି

ଫିଟ୍ ନରହିଲେ ଅଟକିବ ପଦୋନ୍ନତି । ଏଣିକି ଭାରତୀୟ ସେନାର ଯବାନଙ୍କ ଠାରୁ ଆରମ୍ଭ କରି ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ରହିବାକୁ ପଡ଼ିବ ସ୍ଲିମ୍ । ଏଭଳି କଡ଼ା ନିଷ୍ପତ୍ତି ନେଇଛି ଭାରତୀୟ ସେନା । ସେନାବାହିନୀରେ ଥିବା ଅଧିକାରୀମାନଙ୍କର...

ସ୍ୱାମୀଙ୍କ କଳା କାରନାମା ପାଇଁ ଇସ୍ତଫା ଦେଲେ ମନ୍ତ୍ରୀ

ବିହାରର ସମାଜ କଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସ୍ୱାମୀଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆସିବାରୁ ବିହାର ରାଜନୀତି ସରଗରମ ହୋଇଥିଲା । ଏହି ଘଟଣା ପରେ ଇସ୍ତଫା ଦେଇଛନ୍ତି ମନ୍ତ୍ରୀ ବର୍ମା ।...

କିକି ପରେ ଏବେ ଡ୍ରାଗନ୍ : ଖେଳ ସାଜିଛି କାଳ

କିକି ଚ୍ୟାଲେଜରେ ନିଜ ଜୀବନକୁ ବାଜି ଲଗାଇ ଖେଳିବାର ଝଡ଼ ଥମିନଥିବା ବେଳେ ଏବେ ଟ୍ରେଣ୍ଡକୁ ଆସିଛି ଆଉ ଏକ ନୂଆ ଖେଳ । କେତେକ ସ୍ଥାନରେ କିକି ଉପରେ ରୋକ ଲଗାଇ ଦିଆଯାଇଥିବା ବେଳେ ଏବେ ଭାଇରାଲ ହେଉଛି...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ବି.କେ. ହରିପ୍ରସାଦ କଂଗ୍ରେସ ପ୍ରାର୍ଥୀ

ଅଗଷ୍ଟ ୯ରେ ହେବାକୁ ଥିବା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି । ଏନଡିଏ, ଜେଡିୟୁ ସାଂସଦ ହରିବଂଶଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିକେ ହରିପ୍ରସାଦଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ହରିପ୍ରସାଦ...

କରୁଣାନିଧିଙ୍କ ଶେଷଦର୍ଶନ ବେଳେ ଦଳାଚକଟା, 2 ମୃତ, 44 ଗୁରୁତର

କରୁଣାନିଧିଙ୍କ ଶେଷ ଦର୍ଶନ ବେଳେ ଅଘଟଣ। ପ୍ରିୟ ନେତାଙ୍କୁ ଶେଷ ଦର୍ଶନ କରିବା ପାଇଁ  ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ବ୍ୟାକୁଳତା ଦେଖିବାକୁ ମିଳିଥିଲା ।ଫଳରେ ଦଳାଚକଟା ଯୋଗୁ ଭିଡ ଭିତରେ ୨ଜଣ ପ୍ରାଣ ହରାଇଥିବାବେଳେ ୪୪ ଗୁରୁତର ହୋଇଛନ୍ତି।...

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ପରଲୋକ, ରାଜ୍ୟରେ ଶୋକାକୁଳ ପରିବେଶ, ସୁରକ୍ଷା ବ୍ୟବସ୍ଥା କଡାକଡି

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସୁପ୍ରିମୋ ଏମ୍. କରୁଣାନିଧିଙ୍କ ପରଲୋକ. ମୃତ୍ୟୁବେଳକୁ ତାଙ୍କୁ 94 ବର୍ଷ ବୟସ ହୋଇଥିଲା. ଗତ ଏଗାର ଦିନ ଧରି କାବେରୀ ହସପିଟାଲରେ ସେ ଚିକିତ୍ସାଧୀନ ଥିଲେ. ତାଙ୍କ ମୃତ୍ୟୁ ଖବର ପାଇବାମାତ୍ରେ ଗୋପାଳପୁରମ୍...

ପରିବହନ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ ଡାକରା, ଲୋକେ ହନ୍ତସନ୍ତ

ଜୁଲାଇ 7 ତାରିଖରେ ଦେଶସାରା ଧର୍ମଘଟର ଡାକରା ଦେଇଛି ପରିବହନ କର୍ମଚାରୀ ମହାସଂଘ । ବନ୍ଦ ଡାକରା ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଜନସାଧାରଣ । ସକାଳୁ ପ୍ରାୟ ସବୁ ଅଟୋ, କାର, ବସ ଓ ଟ୍ରକ...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...