ଆମେରିକାକୁ ରପ୍ତାନୀ ବନ୍ଦ
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅନ୍ୟଦେଶକୁ କୋଭିଡ୍ ପ୍ରତିଷେଧକ ରପ୍ତାନୀ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପୁଣେ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ ଆଷ୍ଟ୍ରାଜେନିକା ପ୍ରତିଷେଧକ ଟିକାର ରପ୍ତାନୀ ଉପରେ ସାମୟିକ ଭାବେ ରୋକ...
ବିସ୍ଫୋରଣରେ ୩ ଯବାନ ସହିଦ୍
ଛତିଶଗଡ ନାରାୟଣପୁର ଜିଲ୍ଲା କୋଡେନାର ଜଙ୍ଗଲରେ ବିସ୍ଫୋରଣ । ଡିଆରଜି ଯବାନଙ୍କୁ ବସରେ ନେଇ ଯାଉଥିବାବେଳେ ବିସ୍ଫୋରଣ ଘଟିଛି । ଏଥିରେ ୩ ଯବାନ ସହିତ ହୋଇଛନ୍ତି । ଏବଂ ୨୦ରୁ ଅଧିକ ଯବାନ ଆହତ ହୋଇଛନ୍ତି । ୮...
45ରୁ ଅଧିକ ବୟସର ଲୋକ ନେଇପାରିବେ ଟିକା
କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଟିକା ନେବା ବୟସରେ ପରିବର୍ତ୍ତନ ଆଣିଛନ୍ତି । ଏଣିକି 45 ବର୍ଷରୁ ଅଧିକ ବୟସର ଲୋକମାନେ ଟିକା ନେଇପାରିବେ । ଆଜି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକର ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି...
ଏପ୍ରିଲ ୧୮ ଯାଏଁ ବଢିଲା ଲକଡାଉନ୍
କରୋନା ସଙ୍କ୍ରମଣକୁ ଦେଖି ଜର୍ମାନୀରେ ବଢିଲା ଲକଡାଉନ୍ । ନୂଆ ସଙ୍କ୍ରମଣ ମାମଲା ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବାଦେଖି ଆହୁରୀ ୪ ସପ୍ତାହ ପାଇଁ ଲକଡାଉନକୁ ବଢାଇ ଦିଆଯାଇଛି । ଏପ୍ରିଲ ୧୮ ତାରିଖ ଯାଏ ସାରା ଦେଶରେ ଲକ ଡାଉନ୍...
ଶବ ଗୃହରେ ରୋମାନ୍ସ
ଶବ ଗୃହରେ ରୋମାନ୍ସ । ସ୍ଥାନ, କାଳ , ପାତ୍ର ଭୁଲିଗଲେ କମ୍ପାନୀର କର୍ମଚାରୀ । ଶବଗୃହରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଧରାପଡିଲେ ଯବୁତୀ ଓ ଦୁଇ ଯୁବକ । ତେବେ ଯୁବକ ଦୁଇ ଜଣ ମେଡିକାଲକୁ ଠିକାରେ ନେଇଥିବା...
ଓଡିଶା ଆସୁଛନ୍ତି ରାଷ୍ଟ୍ରପତି
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତକାଲି ଓଡିଶା ଗସ୍ତରେ ଆସୁଛନ୍ତି । ଆସନ୍ତାକାଲି ସଂଧ୍ୟା 6ଟାରେ ସେ ଭୁବନେଶ୍ବରରେ ପହଞ୍ଚିବେ । ମାର୍ଚ୍ଚ 21 ଓ 22 ଦୁଇଦିନିଆ ଗସ୍ତକାଳ ଭିତରେ ରାଷ୍ଟ୍ରପତି ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ଯିବାର କାର୍ଯ୍ୟକ୍ରମ...
ମାହିଙ୍କର ଏହି ଅବତାର କାହିଁକି? କଣ ଏହା ପଛର କାରଣ
ଟିମ୍ ଇଣ୍ଡିଆର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଆଇପିଏଲର ୧୪ ତମ ସିଜିନ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ଭିତରେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଧୋନୀଙ୍କର ନୂଆ ଅବତାର । ଚୁଟି ବିହୀନ ମୁଣ୍ଡକୁ...
ମନ୍ଦିର ଭିତରକୁ ପାଣି ପିଇବାକୁ ଯାଇଥିଲା ବୋଲି..
ପିଲାଟିକୁ ଭୀଷଣ ଶୋଷ ଲାଗୁଥିଲା । ଆଉ ଶୋଷ ମେଣ୍ଟାଇବା ପାଇଁ ପିଲାଟି ପାଖରେ ଥିବା ମନ୍ଦିର ପରିସରକୁ ଗଲା । ସେ ଭାବିଥିଲା ମନ୍ଦିର ପରିସରକୁ ଯାଇ ଟ୍ୟାପରୁ ପାଣି ପିଇବ । ମାତ୍ର ପାଣି ପିଇ ଶୋଷ...
ଦିଦିଙ୍କ ଅବସ୍ଥା ଏମିତି କିଏ କଲା ?
କେଉଁ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହେଲା, ତାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ଏବେ ସରଗରମ । ନନ୍ଦିଗ୍ରାମ ନିର୍ବାଚନ ପ୍ରଚାର ବେଳେ ଦିଦିଙ୍କ ଉପରେ ଆକ୍ରମଣ ହୋଇଥିଲା ଏବଂ ଗୋଡରେ ଆଘାତ ପାଇବା ଯୋଗୁ ଏବେ...
ଫେରିଲା ଲକ୍ ଡାଉନ
ମହାରାଷ୍ଟ୍ର ନାଗପୁରରେ ଆସନ୍ତା 15 ରୁ 21 ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । କରୋନା ସଂକ୍ରମଣ ବଢୁଥିବାରୁ ନାଗପୁରରେ ସପ୍ତାହେ ପାଇଁ ସମ୍ପୂର୍ଣ୍ଣ ଲକ୍ ଡାଉନ ଘୋଷଣା କରାଯାଇଛି । ଏହି ସମୟ ଭିତରେ...