24.1 C
Bhubaneswar
Monday, November 16, 2026
-Advertisement-

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନୀଙ୍କ ପୁଅ ବିଜେପିରେ ମିଶିଲେ

କଂଗ୍ରେସର ଭେଟେରାନ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ. ଆଣ୍ଟୋନୀଙ୍କ ପୁଅ ଅନିଲ ଆଣ୍ଟୋନୀ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିବା ପରେ ସେ ଜାନୁଆରୀରେ କଂଗ୍ରେସର ସମସ୍ତ...

ପ୍ରେମିକାର ବାହାଘରରେ ବୋମା ଉପହାର

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ପୁଣି ରିପିଟ । ସମାନ ଷ୍ଟାଇଲରେ ଛତିଶଗଡରେ ହୋଇଛି ବୋମା ବିସ୍ଫୋରଣ । ପ୍ରେମିକା ପାଖକୁ ଗିଫ୍ଟରେ ବୋମା ପଠାଇଥିଲା ପୂର୍ବତନ ପ୍ରେମିକ । ପ୍ରେମକୁ ନପାଇବାରୁ ଭୟଙ୍କର ପ୍ରତିଷୋଧ ନେଲା ପ୍ରେମିକ ।...

ମଶା ଧୂପରୁ ୬ ଜଣଙ୍କ ମୃତ୍ୟୁ

ମଶା ଧୂପରେ ଚାଲିଗଲା ୬ ଜୀବନ । ଦିଲ୍ଲୀରେ ମଶାଧୂପ ଲଗାଇ ରାତିରେ ଶୋଇଥିବାବେଳେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀ ଶାସ୍ତ୍ରୀ ନଗରଅଞ୍ଚଳରେ ଏହି ପରିବାର ମଶା ଦାଉରୁ ରକ୍ଷା ପାଇବା ପାଇଁ ରାତିରେ...

ରାମ ନବମୀରେ ଅଘଟଣ

ରାମ ନବମୀରେ ଅଘଟଣ । ଧସିଲା ମନ୍ଦିର ଭିତରର ଭୂତଳ କୁଅ । ମଧ୍ୟପ୍ରଦେଶ ଇନ୍ଦୋରରେ ଥିବା ବେଲେଶ୍ୱର ମନ୍ଦିରରେ ଏହି ଅଘଟଣ ଘଟିଛି । ଏଠାରେ ଥିବା ଏକ ବଡ କୂଅ ଉପରେ ଚଢି ଭକ୍ତମାନେ ଶ୍ରୀରାମଙ୍କ ଦର୍ଶନ...

ଏକାଥରକେ 36 ସାଟେଲାଇଟ ପଠାଇଲା ଇସ୍ରୋ

ଏକାସାଙ୍ଗେ ମହାକାଶକୁ 36 ସାଟେଲାଇଟ ପଠାଇ ଇତିହାସ ସୃଷ୍ଟି କରିଛି ଇସ୍ରୋ । ଆଜି ସକାଳ 9 ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ବନ ମହାକାଶ କେନ୍ଦ୍ରରୁ ଇସ୍ରୋ ଓ୍ବାନ ଓ୍ବେବ - 2 ମିଶନରେ 36ଟି ସାଟେଲାଇଟ ପଠାଇଛି ।...

ଖଲିସ୍ଥାନୀ ନେତା ଅମ୍ରିତପାଲ୍ ସିଂଙ୍କୁ ପଳାତକ ଘୋଷଣା କଲା ପୋଲିସ

ଖଲିସ୍ଥାନୀ ନେତା ଅମ୍ରିତପାଲ ସିଂଙ୍କୁ ଗିରଫ କରିବାକୁ ଅପରେସନ ମୋଡରେ ପଞ୍ଜାବ ପୋଲିସ । ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି । ଇଣ୍ଟରନେଟ ସେବା ବନ୍ଦକରିଦିଆଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ରେଡ୍ କରିବା ସତ୍ତ୍ବେ ଖଲିସ୍ଥାନୀ ନେତା...

ଭାଇରସ୍ ଭୟ, ୧୧ ଦିନ ସ୍କୁଲ ଛୁଟି

ପୁଡୁଚେରୀରେ ୧୧ ଦିନ ସ୍କୁଲ ଛୁଟି । H3N2 ଭାଇରସ ସଙ୍କ୍ରମଣ ସ୍ଥିତିକୁ ନେଇ ଆସନ୍ତାକାଲିଠାରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ପୁଡୁଚେରୀ ଶିକ୍ଷାମନ୍ତ୍ରୀ । ତେବେ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ...

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ଭାରତ

ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡଠାରୁ ଶ୍ରୀଲଙ୍କାର ପରାଜୟ ପରେ ଭାରତକୁ ଫାଇନାଲ ଖେଳିବା ପାଇଁ ଟିକେଟ ମିଳିଛି ।...

ହୋଲିରେ ଦୁର୍ବ୍ୟବହାରର ଶୀକାର ଜାପାନ ଯୁବତୀ ଭାରତ ଛାଡିଲେ

ହୋଲିରେ ଦୁର୍ବ୍ୟବହାରର ଶୀକାର ହେଲେ ଜାପାନୀ ପର୍ଯ୍ୟଟକ । ନୂଆଦିଲ୍ଲୀରେ ତିନିଜଣ ଯୁବକଙ୍କ ଦ୍ବାରା ଦୁର୍ବ୍ୟବହାରର ଶୀକାର ହେବା ପରେ ଉକ୍ତ ଜାପାନୀ ପର୍ଯ୍ୟଟକ ଭାରତ ଛାଡି ବାଂଲାଦେଶ ଚାଲି ଯାଇଛନ୍ତି । ସୂଚନା ଅନୁଯାୟୀ, ଦିଲ୍ଲୀ ପାହାଡିଗଞ୍ଜରେ ରହୁଥିବା ଜଣେ...

ଭାଇରସ୍ ଏଚ୍3ଏନ୍2ରେ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ

ଭାରତରେ ପ୍ରଥମ ଏଚ3ଏନ2 ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକ ଓ ହରିୟାଣାରେ ଏହି ଭାଇରସରେ ଆକ୍ରାନ୍ତ ଦୁଇଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ କିଛିମାସ ଧରି...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...