28.1 C
Bhubaneswar
Saturday, November 14, 2026
-Advertisement-

କର୍ଣ୍ଣାଟକ ରାଜନୀତିରେ ହଟଚମଟ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେପି ଶୀର୍ଷ ନେତୃତ୍ୱ । କର୍ଣ୍ଣାଟକ ରାଜନୈତିକ ଅସ୍ଥିରତା ଦୂର କରିବାକୁ ଧର୍ମେନ୍ଦ୍ରଙ୍କୁ ଏହି ଦାୟିତ୍ୱ ମିଳିଛି । ଖୁବଶୀଘ୍ର ବେଙ୍ଗଲୁରୁ ଯାତ୍ରା କରିବେ ଧର୍ମେନ୍ଦ୍ର ଓ ଅରୁଣ ସିଂହ...

ମାଷ୍ଟରକ୍ୟାଣ୍ଟିନ୍ ଛକରେ ଗୋଡାଇ ଗୋଡାଇ ହାଣିଲେ

ଦିନ ଦ୍ୱିପହରରେ ରାଜଧାନୀ ଛାତି ଉପରେ ବୁଲିଲା ହତିଆର । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ମରଣାନ୍ତକ ଆକ୍ରମଣ । ଗୋଟିଏ ଗୋଷ୍ଠୀ ଗୋଡାଇ ଗୋଡାଇ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି...

ତହସିଲ ଅଫିସ ଘେରାଉ କଲେ ୨୫ ଗାଁର ଲୋକେ

ଜିଲ୍ଲାପାଳ ଓ ରାଜସ୍ୱ କମିଶନରଙ୍କ ପାଖକୁ ଦଉଡି ଦଉଡି ଶେଷରେ କଣ୍ଟାମାଳ ତହସିଲ ଅଫିସ ଘେରାଉ କରିଛନ୍ତି ୨୫ରୁ ଅଧିକ ଗ୍ରାମବାସୀ । ପ୍ରସ୍ଥାବିତ ଆର୍ ଆଇ ଅଫିସ୍ ଲମ୍ବସେରରୁ ଦପଲାକୁ ସ୍ଥାନାନ୍ତର ପ୍ରତିବାଦରେ ଆଜି ୨୫ ରୁ...

କରୋନା କଟକଣା ଭିତରେ ଆଜିଠାରୁ ଖୋଲୁଛି ସ୍କୁଲ

ଆଜିଠୁ ଖୋଲିବ ସ୍କୁଲ । ଅଫଲାଇନରେ ପାଠ ପଢିବା ପାଇଁ ସ୍କୁଲ ଆସିବେ କେବଳ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ । ଏନେଇ ସମସ୍ତ ପ୍ରସ୍ତୁତ ଶେଷ । ବିଦ୍ୟାଳୟ ଏବଂ ଗଣଶିକ୍ଷା ପକ୍ଷରୁ ଜାରି ହୋଇଥିବା...

କେନ୍ଦ୍ରାପଡାରେ କଡା ସୁରକ୍ଷା

ହାଇଦର ଦେହରୁ ବାହାରିଲା ଚାରିଟା ଗୁଳି । ପେଟରୁ ଦିଇଟା, ଜଙ୍ଘରୁ ଦିଇଟା । ତେବେ ଏନକାଉଣ୍ଟରରେ ତିନୋଟି ଗୁଳି ମରାଯାଇଥିବା ବେଳେ ହାଇଦର ଦେହରେ ପୂର୍ବରୁ ଆଉ ଗୋଟିଏ ଗୁଳି ରହିଥିଲା ବୋଲି କୁହାଯାଇଛି । ହାଇଦରର ମୃତଦେହ...

ଅଶ୍ଳୀଳ ଭିଡିଓ କରିବା ଯୁବକକୁ ମହଙ୍ଗା ପଡିଲା

ଚାରଭାଟି ଗ୍ରାମର ଏକ ନାଳରେ ଗାଁର ଝିଅ ବୋହୁମାନେ ଗାଧଉଥିବା ଦୃଶ୍ୟକୁ ମୋବାଇଲରେ ରେକର୍ଡ କରିଥିଲେ ଜଣେ ଯୁବକ । ଗଛତଳେ ଲୁଚି ରହି ମୋବାଇଲରେ ଭିଡିଓ ସୁଟିଂ କରି ମଜା ନେଉଥିଲେ । ମାତ୍ର ତାଙ୍କର ଏ ମଜା...

ବିଭିନ୍ନ ନିର୍ମାଣଧୀନ ପ୍ରକଳ୍ପ କାମର ସମୀକ୍ଷା

ଭୁବନେଶ୍ୱରର ବିଭିନ୍ନ ନିର୍ମାଣଧୀନ ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍ । ଇନଫୋସିଟି ଅଞ୍ଚଳରେ ଚାଲିଥିବା ଇଡ୍‌କୋ ଇନକ୍ୟୁବେସନ କନଷ୍ଟ୍ରକ୍ସନ ସାଇଟରେ କାମ ତଦାରଖ କରିଛନ୍ତି ଭି.କେ ପାଣ୍ଡିଆନ୍ । ପୂର୍ବରୁ ବରମୁଣ୍ଡାରେ ଆଇଏସବିଟି ପ୍ରକଳ୍ପ...

ଡନ୍ ଡ୍ରାମାରେ ଯବନିକା

ବାରମ୍ବାର ଫେରାର ହେବାକୁ ଚେଷ୍ଟା କରୁଥିଲା କୁଖ୍ୟାତ ଗ୍ୟାଙ୍ଗ ହାଇଦର । ଶେଷରେ ଏନକାଉଣ୍ଟରରେ ପ୍ରାଣ ହରାଇଲା । ପରିସ୍ରା କରିବା ବାହାନାରେ ଖସି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ବାରିପଦା ସିମୁଳିଆ ନିକଟରେ ଏନକାଉଣ୍ଟର କରିଥିଲା ପୋଲିସ ।...

୧୭ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଏଁ ସହାୟତା

କଥା ଦେଇ କଥା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡରେ ପ୍ରାଣ ହରାଇଥିବା ୧୭ ଲକ୍ଷ ସାମ୍ବାଦିକ ପରିବାରଙ୍କୁ ୧୫ ଲେଖାଏଁ ସହାୟତା ମଞ୍ଜୁର ହୋଇଛି । ଏହି ସାମ୍ବାଦିକଙ୍କ ମଧ୍ୟରେ ଭୁବନେଶ୍ୱରରୁ ୪ ଜଣ, ଗଞ୍ଜାମରୁ ୭,...

ଘର ଭିତରେ ଘଟିଛି ଘଟଣା

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିିସିପି ବିଜୟ କୁମାର ମଲ୍ଲିକ । ଏସିଏଫ ସୌମ୍ୟ ରଞ୍ଜନଙ୍କ କ୍ୱାର୍ଟର୍ସ ଯାଞ୍ଚ କରାଯାଇଛି । ଘର ଭିତରେ ହିଁ ସୌମ୍ୟ ପୋଡି ହୋଇଛନ୍ତି...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...