27.8 C
Bhubaneswar
Monday, August 3, 2026
-Advertisement-
video

ନିର୍ବାହୀ ଯନ୍ତ୍ରୀଙ୍କୁ ବିଧାୟକଙ୍କ ନିସ୍ତୁକ ମାଡ

ବାରିପଦାର ବିଜେପି ବିଧାୟକଙ୍କ ଦାଦାଗିରି ଦବଦବା ଦେଖାଇବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ । ବିଧାୟକ ନିଜ ସମର୍ଥକଙ୍କୁ କାମ ଦେବା ପାଇଁ ଧମକ ସହ ମାଡ ମାରିଛନ୍ତି । ବାରିପଦା ଆଇଟିଡିଏ ସହକାରୀ ନିର୍ବାହି ଯନ୍ତ୍ରୀ...

୯ ମୃତ, ୩୦ ଜିଲ୍ଲାରୁ ୩୨୬୭ ପଜିଟିଭ୍ ଚିହ୍ନଟ

ଆଜି ରାଜ୍ୟର ସମସ୍ତ ଜିଲ୍ଲାରୁ ୩୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୨୬୭ ମଧ୍ୟରୁ କ୍ୱାରେଣ୍ଟିନରୁ ୧୯୬୧ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୩୦୬ । ରାଜ୍ୟରେ ମେବାଟ୍ ପଜିଟିଭ୍‌ଙ୍କ ସଂଖ୍ୟା ୧ ଲକ୍ଷ...

କରୋନାକୁ ମାତ୍ ଦେବ ଷ୍ଟେରଏଡ

ମହାମାରୀ କରୋନା ଚିକିତ୍ସା ନେଇ ନୂଆ ଆଶା । ଷ୍ଟେରଏଡ ବ୍ୟବହାର କରି ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇହେବ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହି ଉତ୍ସାହଜନକ ତତ୍ୟ କରୋନା ମହାମାରୀ ଲଢେଇରେ ବେଶ୍ ଫଳପ୍ରଦ ହୋଇପାରେ । ଅନ୍ତର୍ଜାତୀୟ...

ଆଜିଠୁ ଖୋଲିବ ରେସ୍ତୋରାଁ ଓ ବାର୍

ଦୀର୍ଘଦିନ ପରେ ରାଜ୍ୟରେ ପୁଣି ଖୋଲିଛି ରେସ୍ତୋରାଁ ଓ ବାର । ଏଥିପାଇଁ ଆଜିଠୁ ମିଳିଛି ରାଜ୍ୟ ସରକାରଙ୍କ ଅନୁମତି । ଏଥର ରେସ୍ତୋରାଁରେ ବସି ଆପଣ ଖାଇବାର ମଜା ନେଇପାରିବେ । ସେହିପରି ବାର୍‌...

୮ମୃତ, ୩୬୩୧ ପଜିଟିଭ୍ ଚିହ୍ନଟ

ଆଜି ରାଜ୍ୟର ସମସ୍ତ ଜିଲ୍ଲାରୁ ୩୬୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୩୬୩୧ ମଧ୍ୟରୁ କ୍ୱାରେଣ୍ଟିନରୁ ୨୨୧୪ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୪୧୭ । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧ ଲକ୍ଷ...

ବଢିଲା ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା

ପଶ୍ଚିମବଙ୍ଗ ଏବଂ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ଦେବଗଡ, ସୁନ୍ଦରଗଡ, ଅନୁଗୁଳ ଓ ବାଲେଶ୍ୱରର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର...

ସାଇକୋ ଲେଡିକୁ ନେଇ ବିକାଶଙ୍କ ଖୁଲାସା

ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ରହସ୍ୟମୟୀ ମହିଳାଙ୍କୁ ନେଇ ବନ୍ଧୁ ବିକାଶଙ୍କର ଚାଞ୍ଚଲ୍ୟକର ଖୁଲାସା । ସେ କହିଛନ୍ତି ଉଭକୟଙ୍କ ଭିତରେ ସେମାନଙ୍କ ସହମତିରେ ସମ୍ପର୍କ ଥିଲା । ମୁଁ ତାଙ୍କ ସହ ୬/୭ ମାସ ତଳେ କଥା...

୧୧ ମୃତ, ୩୨୧୯ ପଜିଟିଭ୍ ଚିହ୍ନଟ

ଆଜି ରାଜ୍ୟରେ ୨୯ ଜିଲ୍ଲାରୁ ୩୨୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୩୨୧୯ ମଧ୍ୟରୁ କ୍ୱାରେଣ୍ଟିନରୁ ୧୯୩୧ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୨୮୮ । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୯...

ଆଉ ମାସେ ବଢ଼ିଲା ପୁରୀ ସ୍ୱର୍ଗଦ୍ୱାର କଟକଣା

ମାସେ ବଢ଼ିଲା ପୁରୀ ସ୍ୱର୍ଗଦ୍ୱାର କଟକଣା । ସ୍ଵର୍ଗଦ୍ଵାରରେ ବାହାର ଜିଲ୍ଲାର ଲୋକଙ୍କ ଲାଗି ଶବ ସତ୍କାର ଏବଂ ମହୋଦଧୀରେ ଚିତାଭସ୍ମ ବିସର୍ଜନ ଉପରେ ଲଗା ଯାଇଥିବା କଟକଣା ଆଉ ଏକ ମାସ ପାଇଁ ବୃଦ୍ଧି କରାଯାଇଛି। ସେପଟେମ୍ବର ଶେଷ...

ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

ଖୋଲିଲା ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର । କରୋନା ଓ ଲକଡାଉନ୍ ଯୋଗୁ ୬ ମାସ ହେବ ବନ୍ଦ ଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜିଠୁ ଖୋଲିଛି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...