୧୧ ମୃତ, ୩୦ ଜିଲ୍ଲାରୁ ୩୦୨୫ ପଜିଟିଭ୍
ଆଜି ରାଜ୍ୟରେ ୩୦ ଜିଲ୍ଲାରୁ ୩୦୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୩୦୨୫ ମଧ୍ୟରୁ କ୍ୱାରେଣ୍ଟିନରୁ ୧୮୪୪ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୧୧୮୧ ରହିଛି । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୬...
ଫୁଲୁଛି ମହାନଦୀ, କମୁଛି ବ୍ରାହ୍ମଣୀ
ଲଘୁଚାପ ବର୍ଷା ଛାଡ଼ିବାର ୨ ଦିନ ବିତି ଯାଇଥିଲେ ବି ମହାନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ଅପରପକ୍ଷେ ବ୍ରାହ୍ମଣୀ ନଦୀରୁ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ସେହିପରି ରାଜ୍ୟର ଅନ୍ୟ ନଦୀଗୁଡ଼ିକରେ ମଧ୍ୟ ବିପଦ ସଂକେତ ଦେଇ...
ଜାତୀୟ କ୍ରୀଡା ଦିବସରେ ଦୂତୀଙ୍କୁ ଅର୍ଜୁନ ପୁରସ୍କାର
ଜାତୀୟ କ୍ରୀଡ଼ା ଦିବସ ଅବସରରେ ବିଭିନ୍ନ କ୍ରୀଡ଼ାବିତମାନଙ୍କୁ ସମ୍ମାନିତ କରାଯାଇଛି । କରୋନା ପାଇଁ ଚଳିତବର୍ଷ ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନଲାଇନ କରାଯାଇଥିଲା । ପୁରସ୍କାର ବିଜେତାମାନେ ଭାରତ ଦ୍ୱାରା ନିର୍ମିତ ୯ଟି କ୍ରୀଡ଼ା ପ୍ରାଧିକରଣରୁ ରାଷ୍ଟ୍ରପତି...
୮ଟି ଜିଲ୍ଲାରେ ପ୍ରବଳ ବର୍ଷିବ
ସେପ୍ଟେମ୍ବର ୧ ତାରିଖରୁ ପୁଣି ପ୍ରବଳ ବର୍ଷିବ । ଏନେଇ ସତର୍କ ଜାରି କରିଛି ପାଣିପାଗ ବିଭାଗ । ବିଶେଷକରି ଏହି ସମୟରେ ଉତ୍ତର ଓଡିଶା-ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ଆଶଙ୍କା ରହିଛି । ତେବେ ୮ଟି ଜିଲ୍ଲା ପାଇଁ...
ଜେଲ ପରିସରରକୁ କୋଭିଡ କେୟାର ହୋମ ଘୋଷଣା
ରାୟଗଡା ଜିଲ୍ଲାରେ ଆଜି ୪୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାୟଗଡା ଉପ କାରାଗାରରେ ୫ ଜଣ କର୍ମଚାରୀ ଓ ୧୫୨ ଜଣ ବିଚାରାଧିନ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଜେଲ ପରିସରରକୁ ସରକାରଙ୍କ ନିୟମ...
ରାସ୍ତାକଡରେ ଶିଶୁପୁତ୍ରକୁ ଛାଡି ମା’ ଫେରାର
ଅଲୋଡ଼ା ହେଲା ଶିଶୁପୁତ୍ର । ରାସ୍ତା କଡରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର । ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଡାଲୋ ଗାଁରେ । ନବଜାତ ଶିଶୁ ଡାଲୋ ଗାଁ ଛକ...
୮ ମୃତ, ୩୬୮୨ ପଜିଟିଭ୍
ଆଜି ରାଜ୍ୟରେ ୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଗଞ୍ଜାମ ଓ ଖୋର୍ଦ୍ଧାରୁ ସର୍ବାଧିକ ୨ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ରାୟଗଡା, ବଲାଙ୍ଗୀର , ବରଗଡ ଓ ଭଦ୍ରକରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି ।...
କୁମ୍ଭୀର ବୁଲୁଛି ମଝି ନଈରେ
କୁମ୍ଭୀର ବୁଲୁଛି ମଝି ନଈରେ । ନଈକୂଳରେ ଳୁଚି ରହିଛି କୁମ୍ଭୀର । ପାଣିରେ ପହଁରୁଛି , ଛାତିରେ ଛନକା ପଶୁଛି । ନଈରେ କୁମ୍ଭୀର ଘୁରି ବୁଲୁଥିବାରୁ ଭୟରେ ବିତୁଛି ଲୋକଙ୍କ ଜୀବନ । କୁମ୍ଭୀର ଭାସୁଥିବାରୁ ଭୟରେ...
ରୂପାରେ ଝଟିକିବ ଶ୍ରୀମନ୍ଦିର ଦ୍ୱାର
ପୁରୀ ଶ୍ରୀମନ୍ଦିର ଦ୍ୱାରରେ ଥିବା କବାଟରେ ହେବ ରୂପା ଛାଉଣୀ । ଶ୍ରୀମନ୍ଦିରର ୩ଟି ମୁଖ୍ୟଦ୍ୱାର କବାଟରେ ଛାଉଣୀ ହେବ ରୂପା । ବେହରଣ, ଜୟବିଜୟ ଏବଂ କଳାହାଟ ଦ୍ୱାରରେ ଲାଗିବ ରୂପା । ଶ୍ରୀମନ୍ଦିରର ଏହିସବୁ ଦ୍ୱାରରେ...
ଦୁର୍ଗାପୂଜାକୁ ଅନୁମତି
କଟକରେ ଦୁର୍ଗାପୂଜା ଆୟୋଜନକୁ ନେଇ ଜିଲ୍ଲାପାଳଙ୍କ ସୂଚନା । ବିନା ଶ୍ରଦ୍ଧାଳୁରେ ମଣ୍ଡପରେ ଦୁର୍ଗାପୂଜା ଆୟୋଜନ ପାଇଁ ଅନୁମତି । ତେବେ ମଣ୍ଡପରେ ସାର୍ବଜନୀନ ଦୁର୍ଗାପୂଜାକୁ ଅନୁମତି ନାହିଁ । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାର୍ବଜନୀନ ପୂଜାକୁ ଅନୁମତି...


















