30.8 C
Bhubaneswar
Sunday, August 2, 2026
-Advertisement-

ଆଜିଠୁ ୩ ଦିନ ବର୍ଷା

ଭୁବନେଶ୍ୱର : ଆଜି ସକାଳୁ ପାଗ ମେଘୁଆ ରହିଛି । ଆସନ୍ତାକାଲିଠାରୁ ଓଡିଶାର ଅଧିକାଂଶ ସ୍ଥାନରେ ବର୍ଷାର ଆଶଙ୍କା ରହିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ...

ସିବିଆଇ ତଦନ୍ତ ଦାବି କଲେ ଅନୁପଙ୍କ ପରିବାର

ରାୟଗଡ ଚକ୍ରଧର ପୋଲିସ ଧମକ ଦେଉଛି I ବାରମ୍ବାର ନୋଟିସ ପଠାଉଛି I ପୁଅକୁ ଉଠାଇନେବ ବୋଲି କହୁଛି I ଏଭଳି ସ୍ଥିତିରେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପରିବାର I ...

ଏମ୍‌ସରେ ହିନ୍ଦୀ ଭାଷାକୁ ବିଜେଡିର ବିରୋଧ

ଭୁବନେଶ୍ୱର : ଭୁବନେଶ୍ୱର ଏମ୍‌ସରେ ହିନ୍ଦୀ ଭାଷା ବ୍ୟବହାରକୁ ବିରୋଧ କରିଛି ବିଜେଡି । ଏ ନେଇ ବିଜେଡିର ସଂସଦୀୟ ଦଳ ପିନାକୀ ମିଶ୍ରଙ୍କ ନେତୃତ୍ୱରେ ଏକ ୯ ଜଣିଆ ପ୍ରତିନିଧି ଦଳ ଏମ୍‌ସ କର୍ତ୍ତୁପକ୍ଷକୁ ଭେଟି ଏକ...

ମହିଳାଙ୍କ ହାତ ଭାଙ୍ଗି ନିଲମ୍ବିତ ହେଲେ ମହିଳା ଫରେଷ୍ଟ ଗାର୍ଡ

ଲେଡି ଫରେଷ୍ଟ ଗାର୍ଡଙ୍କୁ ମହଙ୍ଗା ପଡିଲା ଦବଙ୍ଗଗିରି I କାଠଚୋରୀ ଅଭିଯୋଗରେ ଜଣେ ବୃଦ୍ଧାଙ୍କୁ ମାଡମାରିବା ଏବଂ ବୃଦ୍ଧାଙ୍କ ଗର୍ଭବତୀ ନାତୁଣୀଙ୍କୁ ମାଡ ମାରି ହାତ ଭାଙ୍ଗିଦେବା ଘଟଣାରେ ତାଙ୍କୁ ନିଲମ୍ବିତ କରାଯାଇଛି I ନିଲମ୍ବିତ ମହିଳା ଫରେଷ୍ଟ ଗାର୍ଡ...

ସିିଲ୍ ହେଲା ବ୍ରହ୍ମାନଗର ଗୁରୁଦେବ ନର୍ସିଂହୋମ

ବ୍ରହ୍ମପୁର : ବ୍ରହ୍ମପୁର ବ୍ରହ୍ମାନଗର ନିକଟରେ ଥିବା ଗୁରୁଦେବ ହସ୍ପିଟାଲକୁ ଆଜି ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଗତ ୧୭ ତାରିଖରେ ମାର୍କଣ୍ଡେଶ୍ୱର ନିବାସୀ ଐଶ୍ଚର୍ଯ୍ୟା ସିଂହଦେଓ ନାମକ ଜଣେ ମହିଳାଙ୍କ ଆପେଣ୍ଡିସାଇଟିସ ଚିକିତ୍ସା ପାଇଁ ଗୁରୁଦେବ...

ଟ୍ରକ- ପିକ୍‌ଅପ ଭ୍ୟାନ ଧକ୍କାରେ ୪ ମୃତ ୬ ଗୁରୁତର

ସୁୁବର୍ଣ୍ଣପୁର : ସୁୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମେଟାକାନୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଶୁକ୍ରବାର ରାତି ୮ଟାରେ ଟ୍ରକ- ପିକ୍‌ଅପ ଭ୍ୟାନ ମୁହାଁ ମୁହିଁ ହୋଇ ଧକ୍କା ହୋଇଥିବା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା...

ଅବସର ଘୋଷଣା କଲେ ଓଡିଆ କ୍ରିକେଟର ପ୍ରଜ୍ଞାନ ଓଝା

ଭୁବନେଶ୍ୱର : ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ପ୍ରଜ୍ଞାନ ଓଝା । ସମସ୍ତ ପ୍ରକାର ଫର୍ମାଟରୁ ଶ୍ରୁକୁବାର ଅବସର ଘୋଷଣା କରିଛନ୍ତି ଓଡିଶାରେ ଜନ୍ମିତ କ୍ରିକେଟର ପ୍ରଜ୍ଞାନ ଓଝା । ଆଜି ହାଇଦ୍ରାବାଦ କ୍ରିକେଟ ଆସୋସିଏସନକୁ ଚିଠି ଲେଖି ...

ବିଜେଡି ଜିଲ୍ଲା ସଭାପତି ତାଲିକା ଘୋଷଣା

ଭୁବନେଶ୍ୱର-ଅନନ୍ତ ନାରାୟଣ ଜେନା ଖୋର୍ଦ୍ଧା- ବିଭୂତି ବଳବନ୍ତରାୟ ଅନୁଗୁଳ- ମହେନ୍ଦ୍ର ବସ୍ତିଆ ବାଲେଶ୍ୱର-ରବିନ୍ଦ୍ର ଜେନା ବରଗଡ-ବିଜୟ ରଞ୍ଜନ ସିଂ ବରିହା ଭଦ୍ରକ-ଜଗନ୍ନାଥ ସ୍ୱାଇଁ ବଲାଙ୍ଗିର-ଟୁକୁନି ସାହୁ ବୌଦ୍ଧ-ସହିଦର ରଣା କଟକ-ଦେବାଶିଷ ସାମନ୍ତରାୟ ଦେବଗଡ- ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଢେଙ୍କାନାଳ, ପ୍ରଫୁଲ୍ଲ ମଲ୍ଲିକ ଗଜପତି- ପ୍ରଦୀପ ନାୟକ ଗଞ୍ଜାମ- ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଜଗତସିଂହପୁର-...

ବଡ ଅଘଟଣ, ପାହାଡରୁ ପଥର ଖସି ୧୫ ଆହତ

ଶିବରାତ୍ରି ଅବସରରେ ବଡ ଅଘଟଣ । ପାହାଡରୁ ପଥର ଖସି ୧୫ ଆହତ । ପାହାଡ ଉପରେ ଥିବା ମନ୍ଦିରରେ ଦର୍ଶନ ବେଳେ ପଥର ଖସିଲା । ହାତୀବାରି ଥାନା କନ୍ଦରକେଲା ଜଟିଆ ବାବା ପାହାଡରୁ ଖସିଲା ପଥର ।...

ମହାଶିବରାତ୍ରିରେ ଉତ୍ସବ ମୁଖର ରାଜ୍ୟର ସମସ୍ତ ଶୈବପୀଠ

ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରି ବା ଜାଗର ଯାତ୍ରା । ସେଥିପାଇଁ ରାଜ୍ୟର ସମସ୍ତ ଶୈବପୀଠରେ ଭିଡ ଲାଗି ରହିଛି । ଭକ୍ତମାନେ ଧାଡି କରି ମନ୍ଦିର ଦର୍ଶନ କରୁଛନ୍ତି । ଭୋର ୪ ଟାରୁ ଭକ୍ତମାନେ ଦେବ...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...