ଥରୁଛି ଓଡିଶା, ରେକଡ଼ ଭାଙ୍ଗିଲା ଚଳିତ ବର୍ଷ ରାଜଧାନୀ ଦିଲ୍ଲୀର ତାପମାତ୍ରା
ଶୀତରେ ଥରୁଛି ପୁରା ଓଡିଶା. ରାଜ୍ୟର ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସୋନପୁରରେ ସବୁଠାରୁ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ଥିବା ବେଳେ, ଏହାର ପରେ ପରେ କେନ୍ଦୁଝର ୫.୬ ଡିଗ୍ରୀ, ଝାରସୁଗୁଡା ୬.୮...
ମାଲକାନଗିରି ଜିଲ୍ଲାପାଳ ପିଏଙ୍କ ମୃତଦେହ ଉଦ୍ଧାର
ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମିଳିଲା ମୃତଦେହ । ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଉଦ୍ଧାର ହୋଇଛି । ଶତୀଗୁଡା ଡ୍ୟାମରୁ ଏହି ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଅଫିସରୁ ଘରକୁ ଫେରିନଥିବାରୁ ପରିବାର ଲୋକେ...
ଜାଳିଦେଲେ ମାଓବାଦୀ
ମୁନିଗୁଡାରେ ରାସ୍ତାକାମକୁ ବିରୋଧ କରି ମାଓବାଦୀଙ୍କ ଲଙ୍କାକାଣ୍ଡ । ଜେସିବି ସମେତ ରାସ୍ତା କାମରେ ନିୟୋଜିତ ତିନୋଟି ଗାଡିକୁ ଜାଳିଦେଲେ ମାଓବାଦୀ । ।ଶରଧାପୁରରୁ ଥୁଆପାଡି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକକୁ ବିରୋଧ କରି ମାଓବାଦୀମାନେ ଏଭଳି ଲଙ୍କାକାଣ୍ଡ ଘଟାଇଥିବା କୁହାଯାଇଛି...
ଆରମ୍ଭ ହେଲା ରାୟଗଡାର ଗଣପର୍ବ ଚଇତି ୨୦୧୯
ମହାଆଡମ୍ବରରେ ଆରମ୍ଭ ହୋଇଛି ରାୟଗଡା ଜିଲ୍ଲାର ଗଣପର୍ବ ଚଇତି । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ରିତୀନୀତି ଅନୁସାରେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ...
ପ୍ରଦୀପ ମାଝୀଙ୍କ ନାଁରେ ଏତଲା
କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ଏତଲା । ହିଂସାକୁ ଉସକାଇବା ନେଇ ନବରଙ୍ଗପୁର ଟାଉନ ଥାନାରେ ପ୍ରଦୀପ ମାଝୀଙ୍କ ନାଁରେ ଏତଲା ଦାଏର ହୋଇଛି । ଥାନାରେ ନିଜ ତରଫରୁ ଏତଲା କରିଛି ନବରଙ୍ଗପୁର ପୋଲିସ...
ଗଞ୍ଜେଇ ଚାଲାଣରେ ବିହାରୀ ମହିଳା
ରାଜ୍ୟରେ ବେଧଡକ ଚାଲିଛି ଚୋରା ଗଞ୍ଜେଇ ଚାଲାଣ କାରବାର । ଗତକାଲି ମାଲକାନଗିରି ଚିତ୍ରକୋଣ୍ଡାରେ ଅବକାରୀ ବିଭାଗର ଚଢଉବେଳେ ଗଞ୍ଜେଇ ର୍ୟାକେଟର ପର୍ଦାଫାସ କରିଛି ପୋଲିସ । ।ଏହି ଗଞ୍ଜେଇ ଚୋରା ଚାଲାଣ ପଛରେ ଜଣେ ବିହାରୀ ମହିଳା...
ମହାଜାଗତିକ ଦୃଶ୍ୟର ମଜାନେଲେ ମୋଦି
ଦେଶବ୍ୟାପୀ ଆଜି ଦେଖାଯାଇଛି ସୂର୍ଯ୍ୟପରାଗ । ଏହି ବିରଳ ଦୃଶ୍ୟକୁ ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଦେଖିଛନ୍ତି । ଅନ୍ୟ ଦେଶବାସୀଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସୂର୍ଯ୍ୟପରାଗ ଦେଖିଛନ୍ତି । ସେହି ସମୟର ଫଟୋ ଟୁଇଟ୍ କରିଛନ୍ତି...
ପିକନିକ୍ ସ୍ପଟରେ ବବୁଲୁର ତାଣ୍ଡବ
ଶିମିଳିପାଳକୁ ପିକ୍ନିକ୍ କରିବାକୁ ଆସୁଛନ୍ତି କି । ଆସନ୍ତୁ, କିନ୍ତୁ ଟିକେ ସତର୍କ ଥିବେ । ଯେକୌଣସି ସମୟରେ ଆପଣଙ୍କ ପିକନିକ ପାର୍ଟିରେ ବବଲୁ ସାମିଲ ହେବାର ସମ୍ଭାବନା ରହିଛି । ହେଇ ଦେଖନ୍ତୁ, ବବଲୁ କଥା କହୁ କହୁ...
ଝଲସୁଛି ପୁରା ପରିବେଶ, ସମସ୍ତେ ଉତ୍ସବମୁଖର
ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ସେ ପୃଥିବି ପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଶାନ୍ତିର ବାର୍ତ୍ତାର ନେଇ , ପ୍ରେମର ବାର୍ତ୍ତା ନେଇ । ସେ ହେଉଛନ୍ତି ତ୍ରାଣ କର୍ତ୍ତା, ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଏବଂ ସାରା ବିଶ୍ୱରେ...
ଆସବୁଲିଯିବା ବାରିପଦାର ଭୀମକୁଣ୍ଡ
ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ । ଜଙ୍ଗଲର ସବୁଜିମା ଭିତରେ ନଦୀର କୁଳୁ କୁଳୁ ଶବ୍ଦ । କେନ୍ଦୁଝରର ଗନାସିକାରୁ ବାହାରି ପାହାଡ ଜଙ୍ଗଲ ଡେଇଁ ଡେଇଁ ପୁଣ୍ୟତୋୟା ବୈତରଣୀ ମୟୁରଭଂଜ ଜିଲ୍ଲାର ଠାକୁରମୁଣ୍ଡା ଅଂଚଳରେ ଯେଉଁଠି ନୈସର୍ଗିକ ରୂପ ଧାରଣ...
















