28.1 C
Bhubaneswar
Friday, November 13, 2026
-Advertisement-

ସିଲ୍ ହେଲା ଟେକ୍ ମହେନ୍ଦ୍ରା ଅଫିସ

କୋଭିଡ୍ ନିୟମ ଉଲଙ୍ଘନ ଅଭିଯୋଗରେ ଭୂବନେଶ୍ୱର ସ୍ଥିତ ମୈତ୍ରୀ ବିହାରରେ ଥିବା ପ୍ରମୁଖ ସଫ୍ଟୱେୟାର କଂପାନୀ ଟେକ୍ ମହିନ୍ଦ୍ରା କୁ ଆଜି ସିଲ୍ କରିଛି ବି.ଏମ୍‌.ସି । ଗତ ୩ ତାରିଖରେ କଂପାନୀର ୭ ଜଣ କର୍ମଚାରୀ...

ଆଜି ଭୁବନେଶ୍ୱରରେ ୨୯ ପଜିଟିଭ୍

ଭୁବନେଶ୍ୱର ସହରରୁ ଆଜି ଆଉ ୨୯ କରୋନା ଆକ୍ରାନ୍ତ ଚିହ୍ନଟ । ୨୯ରୁ ଲୋକାଲ କଣ୍ଟାକ୍ଟ ୧୪ ,କ୍ୱାରେଣ୍ଟିନ୍ ୧୪, ଜଣେ କୋଭିଡ ଯୋଦ୍ଧା ପଜିଟିଭ ଚିହ୍ନଟ । ଡୁମଡୁମା ସୁବାସନଗର ବସ୍ତିରୁ ପୁଣି ଜଣେ ଲୋକାଲ କଣ୍ଟାକ୍ଟ...

ଆଦିତ୍ୟ ଦାସଙ୍କ ସନ୍ଦେହଜନକ ମୃତ୍ୟୁ

ରାଜଧାନୀରେ ସ୍ୱେଛାସେବୀ ମାନବ ଆଦିତ୍ୟ ଦାସଙ୍କ ସନ୍ଦେହ ଜନକ ମୃତ୍ୟୁ । ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ୍ କଡରୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି । ଗତମାସ ୯ ତାରିଖରେ କଟକ ଖପୁରୀଆରେ ତାଙ୍କର ବିବାହ ହୋଇଥିଲା ।...

ବେକାବୁ କରୋନା, ଆଜି ୨୧ ଜିଲ୍ଲାରୁ ୫୭୧ ପଜିଟିଭ୍

କମୁନି କରୋନାର ପ୍ରକୋପ । ରାଜ୍ୟରେ ଆଜି ପୁଣି କରୋନା ନେଇଛି ୪ ଜୀବନ । ଗଞ୍ଜାମରୁ ୩ ଜଣ ଓ କଟକରୁ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମର ୩ ମୃତକ ପୁରଷ ଏବଂ ସେମାନଙ୍କ ବୟସ ୭୦,...

ଭୁବନେଶ୍ୱରରୁ ୧୭ କରୋନା ପଜିଟିଭ୍

ଭୁବନେଶ୍ୱର ସହରରେ ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୭ରୁ ୫ କ୍ୱାରେଣ୍ଟିନ ରୁ ଚିହ୍ନଟ ହୋଇଥିବାବେଳେ ୧୦ ଲୋକାଲ କଣ୍ଟାକ୍ଟ କେସ୍ ରହିଛି । ଏବଂ ୨ କୋଭିଡ ଯୋଦ୍ଧା ମଧ୍ୟ ...

ଆଜି ୪୬୯ ଚିହ୍ନଟ, ୯ ହଜାର ପାର୍ କଲା ପଜିଟିଭଙ୍କ ସଂଖ୍ୟା

କରୋନାରେ ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ମୃତକ ଗଜପତି ଜିଲ୍ଲାର ହୋଇଥିବାବେଳେ ଆଉ ଜଣେ ସୁନ୍ଦରଗଡ ଜିଲ୍ଲାର । ଗଜପତିରେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡ ଜିଲ୍ଲାରେ ୬୪ ବର୍ଷୀୟ ବୃଦ୍ଧଙ୍କର...

ଭୁବନେଶ୍ୱରରୁ ୨୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱରରେ ଆଉ ୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୦ ଓ ଅନ୍ୟ ଲୋକାଲ ୪ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ଲୋକାଲ କଣ୍ଟାକ୍ଟରେ ଗୋଟିଏ ଘରୋଇ ହସ୍ପିଟାଲର ୩ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି...

ଆଜି ସର୍ବାଧିକ ୫୬୧ କରୋନା ପଜିଟିଭ୍ ଚିହ୍ନଟ

ଆଜି ରାଜ୍ୟରେ ଆଉ ଦୁଇ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ମୃତକ ଦୁଇ ଜଣ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି । ସେହିପରି ରାଜ୍ୟରେ ଗୋଟିଏ ଦିନରେ ୫୬୧...

ମଧୁବାବୁ ପେନସନ ଯୋଜନାରେ କିନ୍ନରଙ୍କୁ ମିଳିବ ଭତ୍ତା

ମଧୁବାବୁ ପେନସନ୍ ଯୋଜନା ହିତାଧିକାରୀଙ୍କୁ ମିଳିବ ଆଉ ୧ ହଜାର ଟଙ୍କା । ରାଜ୍ୟରେ ୪୮ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଆଉ ୧ ହଜାର ଲେଖାଏଁ । ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଏନେଇ ...

୧୩ରୁ ଅନଲାଇନ୍ କ୍ଲାସ୍

ୟୁଜି ଏବଂ ପିଜି ପିଲାଙ୍କ ପାଇଁ ଆରମ୍ଭ ହେବ ଅନଲାଇନ୍ କ୍ଲାସ । ଅନଲାଇନ କ୍ଲାସ ନେଇ ଗାଇଡଲାଇନ୍ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ଗାଇଡଲାଇନ୍ । ଜୁଲାଇ ୧୩ରୁ ଅନଲାଇନ୍...
- Advertisement -

Latest article

କାହିଁକି ଇସ୍ତଫା ଦେବାକୁ ଚାହୁଁଛନ୍ତି ମୋଦୀଙ୍କ ମନ୍ତ୍ରୀ ସୁରେଶ ଗୋପୀ ?

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର...

ଚାକିରି ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ଭିଡିଓ ଦେଖାଇ ବ୍ଲାକମେଲିଂ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାକିରି ସନ୍ଧାନରେ ଆସିଥିବା ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଷ୍କର୍ମ ବେଳର ଭିଡିଓ ଦେଖାଇ ବ୍ଲାକମେଲିଂ କରିଛି। ଗୌତମ ନଗର ଅଞ୍ଚଳରେ...

ରାଜ୍ୟରେ ବଢ଼ିଚାଲିଥିବା ଅପରାଧକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଗୁଳିକାଣ୍ଡ ଘଟଣା ପରେ ରାଜଧାନୀର ନିରାପତ୍ତାକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ଦଳ ଅଭିଯୋଗ କରିଛି ଯେ, ରାଜ୍ୟରେ ପ୍ରତିଦିନ କିଛି ନା କିଛି ଅଘଟଣ...