28.5 C
Bhubaneswar
Saturday, August 1, 2026
-Advertisement-

ସରପଞ୍ଚଙ୍କ ସ୍ୱାମୀ ଗିରଫ

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ଗିରଫ ହେଲେ ସରପଞ୍ଚଙ୍କ ସ୍ୱାମୀ । ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ଗିରଫ ହୋଇଛନ୍ତି । ମାମଲାର ତଦନ୍ତ କରୁଥିବା ଧର୍ମଶାଳା ପୋଲିସ ରୂପେଶଙ୍କୁ ଗିରଫ...
video

ସିଥିରେ ଝଟକୁଥାଉ ସିନ୍ଦୁର

ହୁଳହୁଳିରେ ଉଛୁଳୁଛି ସୁବର୍ଣ୍ଣପୁର ଢେରାପଡାର ସବୁ ସାହି । ସାହିରେ ବୁଲୁଛି ହରଗୌରିଙ୍କ ପ୍ରତିକାତ୍ମକ ପ୍ରତିମା । ଦୁଆରେ ଚାଲିଛି ବନ୍ଦାପନା । ସେପଟେ ସବୁ ବ୍ରତଧାରୀ ମହିଳାଙ୍କ ଆଗରେ ପୂଜା ଥାଳି ଆଉ ପାତ୍ରରେ ହଳଦି ନିର୍ମିିତ ସିଦ୍ଧି...

ଗାଁରେ ବି ପ୍ଲାଷ୍ଟିକ୍ ବ୍ୟାନ୍

ଆସନ୍ତାବର୍ଷ ୨୦୨୦ ଅକ୍ଟୋବର ୨ତାରିଖ ସୁଦ୍ଧା ରାଜ୍ୟରେ ପ୍ଲାଷ୍ଟିକ୍ ପୁରା ବ୍ୟାନ୍ ହେବ । ବର୍ତ୍ତମାନ ରାଜ୍ୟରେ ସବୁ ପୌରାଞ୍ଚଳରେ ପ୍ଲାଷ୍ଟିକ ବ୍ୟାନ କରାଯାଇଛି । ହେଲେ ଏବେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ୍ ବ୍ୟବହାର କମ କରାଯିବା ସହିତ ଉପଯୁକ୍ତ...

ପିଚାରେ ରହିଗଲା ଭଙ୍ଗା ଛୁଞ୍ଚି

ପୁଣି ଚିକିତ୍ସାରେ ସାଂଘାତିକ ଅବହେଳା ଅଭିଯୋଗ । ୩ ବର୍ଷର ଛୁଆକୁ ଇଞ୍ଜେକ୍ସନ ଦେବାବେଳେ ନର୍ସଙ୍କ ଦାୟିତ୍ୱହୀନତାରୁ ପିଚାରେ ରହିଗଲା ସିରିଞ୍ଜର ଭଙ୍ଗା ଛୁଞ୍ଚି । ଅନୁଗୋଳ ଆଠମଲ୍ଲିକ ବ୍ଲକ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିରୋଧରେ ଆସିଛି ଏଭଳି ସଙ୍ଗୀନ...

ଚକା ଫାଟିଗଲା, ରୋଗୀ ଆଖି ବୁଜିଲା

ଅଧାବାଟରେ ଆମ୍ବୁଲାନ୍ସ ଚକ ପମ୍ପଚର ହୋଇଯିବାରୁ ଚାଲିଗଲା ରୋଗୀଙ୍କ ଜୀବନ । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ । ମୃତ ମହିଳା ହେଉଛି କର୍ପା ଗାଁର କଲ୍ୟାଣି ବିଡିକା । ଅଭିଯୋଗ ଅନୁସାରେ...
video

ବିଜେଡିର ଜୀବନ ବିନ୍ଦୁ

ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ସାରା ରାଜ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଜୁ ଜନତା ଦଳ କାର୍ଯ୍ୟାଳୟ ସମେତ ୫୯ଟି ସ୍ଥାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି...
video

ରାୟଗଡାରେ ଲାଗିଲା ମାଓ ପୋଷ୍ଟର

ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଗ୍ରାମ ନିକଟରେ ମାଓ ପୋଷ୍ଟର । ବିଭିନ୍ନ ପ୍ରସଙ୍ଗକୁ ନେଇ ମାଓବାଦୀମାନେ ଦୁଇଟି ବ୍ୟାନର ଓ ୬ଟି ଭିନ୍ନ ଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି । ସିପିଆଇ , ମାଓବାଦୀ ,...

ମାଲକାନଗିରି ପୋଲିସକୁ ସଫଳତା

ମାଲକାନଗିରି ପୋଲିସକୁ ବଡ ସଫଳତା । ଚିତ୍ରକୋଣ୍ଡାରେ ଗଞ୍ଜେଇ ବୋଝେଇ ସିମେଣ୍ଟ ଜବତ କରିଛି ପୋଲିସ । ଏକ ଟ୍ରକରେ ପାଖାପାଖି ୧୫ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଏହି ରାକେଟରେ ୨ ଜଣଙ୍କୁ ପୋଲିସ ଗିରଫ...

ଶ୍ରୀମନ୍ଦିର ପରେ ଏବେ ଲିଙ୍ଗରାଜ ପାଳି

ପୁରୀ ଜଗନ୍ନାଥ ମନ୍ଦିର ପରେ ଏବେ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରର ସୌନ୍ଦର‌୍ୟ୍ୟକରଣ ପାଇଁ ରାଜୟ ସରକାର ଅଂଟା ଭିଡିଛନ୍ତି। ସରକାର ଆଜିଠାରୁ ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ବିଡିଏ ଓ ବିଏମସିର...

ନାହିଁ ବିଦ୍ୟୁତ, ଆସିଛି ବିଲ୍

ନା ଅଛି ବିଦ୍ୟୁତ ଖୁଣ୍ଟ ନା ଅଛି ବିଦ୍ୟୁତ ତାର, ଘରେ ଲାଗିଛି କେବଳ ମିଟର ଓ ଖଣ୍ଡେ ତାର । ବିନା ବିଜୁଳି ସଂଯୋଗରେ ଆସିଛି ବିଜୁଳି ବିଲ୍ । ଏଭଳି ଏକ ଅଭିଯୋଗ ଆଣିଛନ୍ତି କଳାହାଣ୍ଡି ଜିଲ୍ଲାର...
- Advertisement -

Latest article

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...