ମୁଖ୍ୟମନ୍ତ୍ରୀଙ୍କ ଘୋଷଣା:ସୁରଜ ଯୋଜନାରେ ସମ୍ମାନିତ ହେବେ ପ୍ରିୟଙ୍କା ରାଣୀଙ୍କ ପରିବାର
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାରର ତ୍ୟାଗକୁ ଓଡିଶାର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ ପ୍ରଂଶସା କରିଛନ୍ତି ।ଅଙ୍ଗଦାନର ମହାନ ତ୍ୟାଗ ପାଇଁ ପ୍ରିୟଙ୍କାଙ୍କ ପରିବାରକୁ ସୁରଜ ଯୋଜନାରେ ସମ୍ମାନିତ କରିବେ...
ଅବ୍ୟବସ୍ଥାରେ କ୍ୟାନ୍ସର ହସ୍ପିଟାଲ
ହସ୍ପିଟାଲରେ ଖୋଲିଛି କର୍କଟ ରୋଗ ଉପଶମ କେନ୍ଦ୍ର ହେଲେ ଉପଯୁକ୍ତ ଚିକିତ୍ସା ପାଇଁ ଡାକ୍ତର ନାହାନ୍ତି । ଅନ୍ୟ ବିଭାଗର ଡାକ୍ତର ଓ ନର୍ସଙ୍କ ସହାୟତାରେ ଚାଲିଛି କାମଚଳା ଚିକିତ୍ସା । ଫଳରେ ଏଠାରୁ ଆସୁଥିବା କର୍କଟ ରୋଗୀ ଉପଯୁକ୍ତ...
ନୂଆଦିଲ୍ଲୀରେ କବି ଅଭିମନ୍ୟୁ ସାମନ୍ତସିଂହାର ଜୟନ୍ତୀ
ନୂଆଦିଲ୍ଲୀ: ବିଶିଷ୍ଟ ଓଡିଆ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୬୦ତମ ଜନ୍ମଦିବସ ନୂଆଦିଲ୍ଲୀରେ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଜବାହରଲାଲ୍ ନେହରୁ ୟୁନିଭରସିଟିର ଓଡିଆ ବିଭାଗ ପ୍ରଫେସର ଉଦୟନାଥ ସାହୁ ଶ୍ରୀ ସାମନ୍ତ ସିଂହାରଙ୍କ ସ୍ମୃତିଚାରଣ କରିବା ସହ ଓଡିଆ ସାହିତ୍ୟକୁ...
ବିରଳ ଅସ୍ତ୍ରୋପଚାର କରି ଇତିହାସ ରଚିଲା କଟକ ଏସ୍ସିବି
କଟକ: କଟକ ଏସସିବିରେ ସୋମବାର ବିଳମ୍ବିତ ରାତିରେ ପୁଣି ହୋଇଛି ଏକ ବିରଳ ଅସ୍ତ୍ରୋପଚାର । ଓଡିଶାରେ ପ୍ରଥମଥର ପାଇଁ କାଡାଭେରିଜ ଟ୍ରାନ୍ସପ୍ଲାଣ୍ଟ ପାଇଁ କରାଯାଇଥିବା ପ୍ରଚେଷ୍ଟାରେ ଏସ୍ସିବିକୁ ମିଳିଛି ବଡ ସଫଳତା । ମୃତକଙ୍କ କିଡନୀ ଜୀବିତଙ୍କ...
କେମିତି ଜାଣିବେ କର୍କଟ ରୋଗର ଲକ୍ଷଣ
ଆଜି ବିଶ୍ୱ କର୍କଟ ରୋଗ ଦିବସ । କର୍କଟ ଏଭଳି ଏକ ରୋଗ ଯାହା ଶରୀରରେ ଯେ କୌଣସି କୋଶିକାରେ ଅନିୟନ୍ତ୍ରୀତ ଭାବେ ହୋଇଥାଏ । ଓଡିଶାରେ ପ୍ରତିଦିନ କର୍କଟ ରୋଗ ନେଉଛି ପ୍ରାୟ ୭୦ ଜୀବନ । ...
ଆରମ୍ଭ ହେଲା ବେଆଇନ କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ
ଭୁବନେଶ୍ୱର : ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ବେଆଇନ କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ । ସିଲ୍ ଅଭିଯାନ ଆଜି ସାଢେ ଦଶଟାରୁ ଆରମ୍ଭ ହୋଇଛି । ବିଏମ୍ସି ଓ ବିଡିଏର ଏକ ସ୍ୱତନ୍ତ୍ର ଟିମ୍...
ଦୁର୍ଦ୍ଦିନରେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ସାରଥୀ
ଜୀବନର କାହାଣୀ ଏମିତି ବି ହୁଏ । ଯାହା ନିଜେ ନପରଖିଲେ ଜାଣି ପାରିବେନି । ଦିନ ଥିଲା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ସାରଥୀ ସାଜିଥିଲେ । ହେଲେ ଆଜି ବେଡରେ ପଡି ପଡି ଦିନ କଟୁଛି ।...
ବସନ୍ତ ପଞ୍ଚମୀରେ ଶ୍ରୀକ୍ଷେତ୍ରରେ ରଥକାଠ ପୂଜାର୍ଚ୍ଚନା
ଆଜି ପବିତ୍ର ଶ୍ରୀପଞ୍ଚମୀ ତିଥିରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ରଥକାଠ ପୂଜାର୍ଚନା କରାଯାଇଛି | ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ 12 ଫୁଟିଆ ଧଉରା କାଠକୁ ରଥଖଳାରେ...
ପାଠ ଆରମ୍ଭରୁ ଇଂରାଜୀ କହିବେ
ରାଜ୍ୟର ସବୁ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଦିଆଯିବ ସ୍ପୋକନ ଇଂଲିସ ଶିକ୍ଷା । ୩୦ ଜିଲ୍ଲାର ୧୦୧ ସ୍କୁଲରେ ହେବ ଉତ୍କର୍ଷ କେନ୍ଦ୍ର । ଏଭଳି ନର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହି ସବୁ ୧୦୧ ସ୍କୁଲରେ...
୪ଦିନ ବ୍ୟାଙ୍କ ବନ୍ଦ
ଆଜିଠୁ ୪ଦିନ ବନ୍ଦ ରହିବ ବ୍ୟାଙ୍କ । ଆଜି ସରସ୍ୱତୀ ପୂଜା ପାଇଁ ବ୍ୟାଙ୍କ ଛୁଟିଥିବାବେଳେ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବ୍ୟାଙ୍କ ଧର୍ମଘଟ । ୟୁନାଇଟି ଫୋରମ ଅଫ ବ୍ୟାଙ୍କ ୟୁନିୟନ ଦୁଇଦିନିଆ ବନ୍ଦ ଡାକରା ଦେଇଛି । ଏଥିରେ...















