ମରିୟାନଙ୍କ ସଂଘର୍ଷର କାହାଣୀ
ପଲିଥିନ୍ ଟଣା ଘରେ ବିତୁଛି ଜୀବନ । ବର୍ଷେ କି ଅଧେ ନୁହଁ ୧୦ ବର୍ଷ ହେବ ଏମିତି ଦୁର୍ବିସହ ଜୀବନ କଟୁଛି । ଏହା ସତ୍ତେ୍ୱ ବି ହାର ମାନିନାହାଁନ୍ତି ମରିୟାନ ବିବି । ଖାଇବାକୁ ନପାଇ...
ମହଙ୍ଗା ପଡିଲା ଏଟିଏମରେ ପରିସ୍ରା କରିବା
ଏଟିଏମ୍ କାଉଣ୍ଟର ଭିତରେ ନିଶାସକ୍ତ ଅବସ୍ଥାରେ ମେସିନ୍ ଉପରେ ପରିସ୍ରା କରିଥିବା କନଷ୍ଟେବଳଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କନେଷ୍ଟବଳ ସମୀର ସେଠୀଙ୍କୁ ମୟୁରଭଞ୍ଜ ଏସ୍ପି ନିଲମ୍ବିତ କରିଛନ୍ତି । ବାରିପଦା ମ୍ୟୁନିସିପାଲିଟି ଅଫିସ୍ ପାଖରେ ଥିବା ଏକ...
ଖବର ଦେଲେ ମିଳିବ ପୁରସ୍କାର
ବିଦ୍ୟୁତ୍ ଚୋରୀ ରୋକିବା ପାଇଁ ଅଭିନବ ପଦକ୍ଷେପ । ଏଣିକି ବିଦ୍ୟୁତ୍ ଚୋରୀ ନେଇ ଖବର ଦେଲେ ମିଳିବ ଅର୍ଥ ପୁରସ୍କାର । ଜରିମାନା ଆଦାୟର ଦଶ ପ୍ରତିଶତ ଖବରଦାତାଙ୍କୁ ଦିଆଯିବ । ଆଜି ଏନେଇ ସେସୁର ସିଇଓ...
ବିଜେବି କଲେଜ ସାମ୍ବାଦିକତା ବିଭାଗରେ ଗୁରୁଦିବସ ପାଳିତ
ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଆଜି ଗୁରୁଦିବସ ମହାଆଡମ୍ବରରେ ପାଳନ କରାଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ କଲେଜର ଅଧକ୍ଷା ଡ.ସୁପ୍ରଭା ପଟ୍ଟନାୟକ, ସାମ୍ବାଦିକତା ଗଣ...
କ୍ଷତବିକ୍ଷତ ଅବସ୍ଥାରେ ହେଟା ବାଘ ଉଦ୍ଧାର
କ୍ଷତବିକ୍ଷତ ଅବସ୍ଥାରେ ରାସ୍ତା କଡରୁ ଉଦ୍ଧାର ହେଲା ହେଟା ବାଘ । ସୂଚନା ଅନୁଯାୟୀ ମାଲକାନାଗିରି ଜିଲ୍ଲା କାଲିମେଳା ସଦର ଠାରୁ ମାତ୍ର ୩୦୦ ମିଟର ଦୂର ମୁଖ୍ୟ ରାସ୍ତାରେ ଘାଇଲା ହୋଇ ହେଟାବାଘ ପଡିରହିଥିବା ଦେଖିବାକୁ ମିଳିଥିଲା ।ବାଘର...
୪୭ ହଜାର ତଣ୍ଡ ଗଣିଲେ ଅଟୋଚାଳକ
ଅଟୋ ଚାଳକଙ୍କୁ ୫୨ ହଜାର ଟଙ୍କା ଫାଇନ । ରାଜଧାନୀ ଭୁବନେଶ୍ୱରରେ ନୂଆ ମୋଟର ଆକ୍ଟ ଅନୁସାରେ ଏହି ଫାଇନ ଲଗାଯାଇଛି ସୂଚନାନୁସାରେ, ନୂଆ ମୋଟର ଯାନ ଆକ୍ଟ ଲାଗୁ ହେବା ପରେ ସାରା ଦେଶରେ ଟ୍ରାଫିକ ପୋଲିସ...
ବାରମ୍ବାର ଦାବି ପରେ ବି ବିଫଳ ବହୁଭାଶୀ ଶିକ୍ଷା ସ୍ୱେଚ୍ଛାସେବୀ
ରାୟଗଡା ଜିଲ୍ଲାର ଚାନ୍ଦିଲି ପଞ୍ଚାୟତ କାର୍ଯ୍ୟାଳୟରେ ବହୁଭାଶୀ ଶିକ୍ଷା ସ୍ୱେଚ୍ଛାସେବୀ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସମ୍ପାଦକ ପୁରନ୍ଦିର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସାତୋଟି ଜିଲ୍ଲାରୁ ବହୁଭାଶୀ ଶିକ୍ଷକ ମାନେ ଯୋଗ ଦେଇଥିଲେ ।...
ଇଲେକ୍ଟ୍ରି ତାର ଛିଡି ଜଣେ ମୃତ, ଜଣେ ଆହତ
ଇଲେକ୍ଟ୍ରି ତାର ଛିଡି ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏପରି ଦୁଃଖଦ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଉର୍ଲାଯୋଡି ଗାଁରେ । ମୃତକ ହେଲେ ଶୁଙ୍କପାଡି...
ବଜ୍ରାଘାତରେ ପରିବାରର ୫ ଗୁରୁତର
ବଜ୍ରାଘାତରେ ଗୋଟିଏ ପରିବାରର ୫ ଗୁରୁତର । ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ଥାନା ମୁଣ୍ଡୁରୀବେଡା ଗାଁର ଘଟଣା । ବଜ୍ରାଘାତରେ ଗୋଟିଏ ପରିବାରର ମା ସମେତ ୪ ଛୁଆ ଗୁରୁତର ହୋଇଛନ୍ତି । ସମସ୍ତେ ଘରେ ଥିବାବେଳେ...
ବାଇକ୍ ସହ ପାଣିରେ ଭାସିଗଲେ ୩ ଯୁବକ
କାଲି ରାତିରେ ରାଜଧାନୀରେ ଜାରି ରହିଥିଲା ବର୍ଷା । ରାସ୍ତା ଉପରେ ପ୍ରଚୁର ବର୍ଷା ଜଳରେ ବୁଡି ଯାଇଥିଲା ଡ୍ରେନ୍ । ଆଜି ସକାଳେ ଡ୍ରେନରେ ୩ଜଣ ଯୁବକ ଭାସିଯାଇଥିବା ଜଣାପଡ଼ିଛି । ରାସ୍ତା ଉପରେ ପ୍ରବଳ ପାଣି ଥିବାରୁ...


















