କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ
କ୍ୟାପିଟାଲ ହସ୍ପିଟାଲରେ ପହଁଞ୍ଚି ନିଜ ଦାନ୍ତ ଚିକିତ୍ସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୀର୍ଘ ୧ ଘଣ୍ଟା କାଳ ଦାନ୍ତ ଚିକିତ୍ସା ପରେ ହସ୍ପିଟାଲ ଛାଡିଲେ ମୁଖ୍ୟମନ୍ତ୍ରୀ । ଗତ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀଙ୍କ ଦାନ୍ତରେ ରୁଟ୍ କେନାଲ୍ ହୋଇଥିଲା। ଆଜି ଫିଲିଂ...
ବିଶ୍ୱ ପରିବେଶ ଦିବସ
ରାୟଗଡା ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବିଶ୍ୱ ପରିବେଶ ଦିବସ ମହାଆଡମ୍ବରେ ପାଳିତ ହୋଇଛି । ଆଜି ସକାଳୁ ସଂଘର ଉପଦେଷ୍ଟା ନୃସିଂହନାଥ ପାଢୀଙ୍କ ନେତୃତ୍ୱରେ ଶତାଧିକ ନାଗରିକ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ...
ଫାଟିଲା ମୋବାଇଲ
ମୋବାଇଲ ଫାଟି ନାବାଳକ ଆହତ । ନବରଙ୍ଗପୁର ଝରିଗାଁ ବଡପାଲିଆ ଗାଁରେ ଘଟିଛି ଅଘଟଣ । ଗୁରତର ଅବସ୍ଥାରେ ନାବାଳକକୁ ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତାଙ୍କ ହାତ, ମୁହଁ ଓ ପେଟରେ ଆଘାତ ଲାଗିଛି।...
FIH ସିରିଜ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ: ଜୁନ୍ ୬ରୁ ମ୍ୟାଚ୍
ଆସନ୍ତା ଜୁନ୍ ୬ରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି FIH ସିରିଜ୍ ର ଫାଇନାଲ ମ୍ୟାଚ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି...
ସହାୟତାର ହାତ ବଢାଇଲା ଓଏନଜିସି
ସାମୁଦ୍ରିକ ଝଡ ଫନିର ପ୍ରଭାବରେ ଏବେବି ବିପନ୍ନ ପରିବାର ସ୍ୱାଭାବିକ ଅବସ୍ଥାରେ ଫେରି ପାରି ନାହାଁନ୍ତି । ନିମାପଡା ବ୍ଲକର ସାଇଁସ ଗ୍ରାମପଞ୍ଚାୟତର ଦକ୍ଷିଣ ରାଢସ ଗାଁର ୭୦ଟି ପରିବାରର ଘର ବାତ୍ୟାରେ ମାଟିରେ ମିଶିଯାଇଥିଲା । ଏହି ଗାଁର...
ସମାରୋହରେ ୮୦ଟି ସଗଂଠନ ସାମିଲ
ପୁରୀ ଜିଲ୍ଲା ନିମାପଡା ଓ କାକଟପୁର ନିର୍ବାଚନ ମଣ୍ଡଳୀର ଦୁଇ ଯୁବ ବିଧାୟକ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ନୂତନ ସ୍ଥାନ ପାଇଥିବାରୁ ସୋମବାର ସନ୍ଧ୍ୟାରେ କୋଣାର୍କ ନାଗରିକ ମଞ୍ଚ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା । ଦୁଇ ଯୁବ...
ରୋଗୀ ହୋଇ ଲୁଟିଲେ
ଦିନକୁ ଦିନ ଲୁଟେରା ମାନେ ଆପଣାଉଛନ୍ତି ନୂଆ ନୂଆ କୌଶଳ । ତେବେ ଗତ ରବିବାର ଦିନ ରାତିରେ ବର୍ଷା ପବନ ହୋଇଥିବାରୁ ଇଲେକ୍ଟ୍ରି ସଂଯୋଗ କଟି ଯାଇଥିଲା । ଡାକ୍ତରଖାନା ପରିସର ଅନ୍ଧାର ହୋଇଯାଇଥିଲା । ଏହି ସମୟରେ...
ଦୁଇଜଣ ନିଖୋଜ
ମାଲକାନଗିରି ଜିଲ୍ଲା କୁରୁମାନୁର ପଞ୍ଚାୟତ ସିଲେରୁ ନଦୀରେ ଡଙ୍ଗା ବୁଡ଼ି ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ନିଖୋଜ ଥିବା ସୂଚନା ମିଳିଛି ।ସୁଚନାଅନୁସାରେ, ଉକ୍ତ ଡ଼ଙ୍ଗାରେ ଓଡ଼ିଶାର କୁର୍ମାନୁର ପଞ୍ଚାୟତର ବଙ୍ଗଳା କ୍ୟାମ୍ପରୁ ପାଂଚଜଣ ପାଙ୍ଗମପୋଡ଼ୁ ହାଟକୁ...
ହାତ ଯୋଡି କ୍ଷମା ପ୍ରାର୍ଥନା
ଘରେ ଘରେ ବେଶ୍ ପରିଚିତ ଜିତୁ ଦାସ । ସକାଳ ହେଲେ ଟିଭି ଖୋଲି ତାଙ୍କ ପ୍ରବଚନ ଶୁଣିବାକୁ ବେଶ୍ ଉକôଣ୍ଠାର ସହ ଅପେକ୍ଷା କରିଥାନ୍ତି ଲୋକେ । ମୋବାଇଲକୁ ମୋବାଇଲ ଘୁରି ବୁଲେ ଜିତୁ ଦାସଙ୍କ ଆଜିର ଅନୁଚିନ୍ତା...
ଓଲଟିଲା ଯାତ୍ରୀବାହି ବସ୍
କଳାହାଣ୍ଡିରେ ଓଲଟିଲା ଯାତ୍ରୀବାହି ବସ୍ । ଏଥିରେ ୨୦ ଜଣ ଯାତ୍ରୀ ଥିଲେ । ଅଧିକାଂଶ ଯାତ୍ରୀ ଆହତ ହୋଇଥିବା ସୁଚନା ମିଳିଛି । ସମସ୍ତ ଆହତ ମାନଙ୍କୁ ଜୟପାଟଣା ଚିକିସôାଳୟରେ ଭର୍ତ୍ତି କରାଯାଇଛି । ସୁଚନାଅନୁସାରେ, ଜୟପାଟଣା ଥାନା...


















