33.1 C
Bhubaneswar
Wednesday, March 11, 2026
-Advertisement-

ଦୀପାବଳୀ ପାଇଁ ସର୍କ୍ୟୁଲାର ଜାରି କଲା ଓଡିଶା ପୋଲିସ

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ. ଏହାକୁ ନେଇ ସାରା ଦେଶ ଉତ୍ସବମୁଖର ହୋଇ ଉଠିଥିବା ବେଳେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏକ ସର୍କ୍ୟୁଲାର ଜାରି କରିଛି ଓଡିଶା ପୋଲିସ. ଦୀପାବଳୀ ଦିନ ବାଣଫୁଟାଇବା...
video

ରାଜ୍ୟ ସରକାର ଖେଳରେ ମାତିଛନ୍ତି: ବିଜେପି

ରାଜ୍ୟରେ ବୃଦ୍ଧି ପାଉଥିବା ଚାଷୀଙ୍କ ଆତ୍ମହତ୍ୟାକୁ ନେଇ ବିଜେପିର ଅଭିଯୋଗ । ଦଳର ଉପସଭାପତି ସମୀର ମହାନ୍ତି ଚାଷୀ ସମସ୍ୟା ଉତ୍କଟ ଥିବା ବେଳେ ସରକାର ଖେଳରେ ମାତିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହା ସହ ଚାଷୀଙ୍କ ଋଣ...

ଓଡିଶାର ଚା’ ବିକ୍ରେତାଙ୍କୁ କ୍ରିକେଟର ଭି.ଭି.ଏସ ଲକ୍ଷ୍ମଣଙ୍କ ପ୍ରଶଂସା 

କଟକର ଚା ବିକ୍ରେତା ଡି.ପ୍ରକାଶ ରାଓଙ୍କୁ ଅନେକ ପ୍ରଶଂସା କରିଛନ୍ତି କ୍ରିକେଟର ଭି.ଭି.ଏସ ଲକ୍ଷ୍ମଣ. ଡି.ପ୍ରକାଶ ରାଓ ହେଉଛନ୍ତି କଟକର ଜଣେ ଚା ବିକାଳୀ. ଅର୍ଥ ଅଭାବରୁ ସେ ବେଶି ପଢିନପାରି ଗତ 54 ବର୍ଷ ହେବ କଟକରେ ଚା...

ରାଜଧାନୀର କାନ୍ଥ କହିବ କଥା

ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱ କପ୍. ଏହି ଇଭେଣ୍ଟକୁ ଅଧିକ ଆକର୍ଷିତ କରିବା ପାଇଁ ରାଜଧାନୀର ଧଳା କାନ୍ଥକୁ ଚିତ୍ରିତ କରିବା ପାଇଁ ଲାଗିପଡିଛନ୍ତି ଚିତ୍ରଶିଳ୍ପୀ. ତେବେ ପୂର୍ବବର୍ଷ ଏସିଆନ ଆଥଲେଟିକ୍ସ ଚାମମ୍ପିୟନସିପ ସମୟରେ ରାଜଧାନୀର କାନ୍ଥରେ କରାଯାଇଥିବା...

ବିଜେପିର ୧୨ ଘଣ୍ଟିଆ କୋଣାର୍କ ବନ୍ଦ ଡାକରା

ଗତ କିଛିଦିନ ହେବ କୋଣାର୍କରେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ଘଟଣା ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ଶୁକ୍ରବାର ୧୨ ଘଂଟିଆ କୋଣାର୍କ ବନ୍ଦ ଡାକରା ଦେଇଛି । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ...

ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଏନକାଉଣ୍ଟର

ଗଂଜାମ ଜିଲ୍ଲା ପୋଲିସକୁ ପୁଣି ଏକ ସଫଳତା ମିଳିଛି । ଏକକାଳୀନ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ପୋଲିସ ଧରିଛି । ଗଞ୍ଜାମ ଜିଲ୍ଲା ପୋଲିସର ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ଚମାଖାଣ୍ଡି ଥାନା ଅନ୍ତର୍ଗତ କଣମଣା...
video

ଓପିଏସସି ବିରୋଧରେ ଜାଲିଆତି ଅଭିଯୋଗ, ଆମରଣ ଅନଶନରେ ପରୀକ୍ଷାର୍ଥି

ଓଡିଶା ପବ୍ଲିକ ସର୍ଭିସ କମିଶନ ବିରୋଧରେ ଜାଲିଆତି ଅଭିଯୋଗ. ଅଭିଯୋଗ ଆଣିଛନ୍ତି ସୁଦର୍ଶନ ମହାରଣା ନାମକ ଜଣେ ଓପିଏସସି ପରୀକ୍ଷାର୍ଥୀ. ପ୍ରତିବାଦରେ ସେ ଓପିଏସସି କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି. ତାଙ୍କ କହିବା ମୁତାବକ, ସେ ଓଡିଶା ଲୋକ...

ଆସନ୍ତା 72 ଘଣ୍ଟା ମଧ୍ୟରେ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ଘନିଭୂତ ହେଉଥିବା ଘୂର୍ଣ୍ଣିଝଡ ଫଳରେ ଆସନ୍ତା 72 ଘଣ୍ଟା ମଧ୍ୟରେ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି. ପାଣିପାଗ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର...

ଯୁକ୍ତ ଦୁଇ ପରୀକ୍ଷା; ଏକ୍ସ ରେଗୁଲାର୍‌ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରକାଶ ପାଇଲା ଫର୍ମ ପୂରଣ ତାରିଖ

2019 ମାର୍ଚ୍ଚ ମାସରେ ହେବାକୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି. ତେବେ ଏହି ବିଜ୍ଞପ୍ତିରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ଅଧ୍ୟୟନ କରୁଥିବା ଏକ୍ସ...

ପରିବେଶ ସୁରକ୍ଷା ପାଇଁ ଓଡିଶାରେ ବୌଦ୍ଧ ସନ୍ନ୍ୟାସୀ

ବୌଦ୍ଧ ପର୍ଯ୍ୟଟକଙ୍କୁ ପ୍ରୋତ୍ସାହିତ କରିବା ଓ ପରିବେଶକୁ ସୁରକ୍ଷା କରିବା ପାଇଁ ଓଡିଶାରେ ପହଞ୍ଚିଛନ୍ତି ବୌଦ୍ଧଧର୍ମର ସନ୍ନ୍ୟାସୀମାନେ. ପରିବେଶ ସୁରକ୍ଷା ଉପରେ ବାର୍ତ୍ତା ଦେବା ଓ ଲୋକମାନଙ୍କୁ ଜାଗୃତ କରାଇବା ପାଇଁ ସେମାନେ ଆରମ୍ଭ କରିଛନ୍ତି ଏକ ଆଠ ଦିବସୀୟ...
- Advertisement -

Latest article

Dexscreener Guide: Best Dex Scanner Practices 2026

Dexscreener Guide: Best Dex Scanner Practices 2026 Содержание Dexscreener as a Practical Dex Scanner dex screener download: what to expect Why Choose Dexscreener for DEX Trading dexscreener review: charts,...

Dexscreener: The Ultimate DEX Scanner for Crypto Traders

Dexscreener: The Ultimate DEX Scanner for Crypto Traders Содержание Introduction to Dexscreener Key Features of Dexscreener How to Download Dexscreener Comparing Dexscreener with Other DEX Tools Conclusion and Future Insights Dexscreener...

Как использовать кракен в даркнете: пошаговое руководство

Как использовать кракен в даркнете: пошаговое руководство Содержание Что такое кракен и как он работает? Доступ к кракен онион: первый шаг Безопасность при использовании кракен тор Преимущества кракен в...