ନାମ୍ବିଆରୁ ଭାରତ ଆସୁଛି ଚିତାବାଘ
ଆଫ୍ରିକା ଅନ୍ତର୍ଗତ ନାମ୍ବିଆରୁ ଚିତାବାଘ ଅଣାଯିବା ଲାଗି ପ୍ରସ୍ତୁତି ଶେଷ । ଆସନ୍ତା ୧୭ରେ ନାମ୍ବିଆ ରାଜଧାନୀ ୱିଣ୍ଡହୋକରୁ ଏକ ଚାଟାର୍ଡ ଫ୍ଲାଇଟରେ ଆସିବେ ଚିତାବାଘ । ବାଘ ଆଣିବା ଲାଗି ଜୁମ୍ବୋ ଜେଟର ବ୍ୟବସ୍ଥା କରାଯାଇଛି ।...
କାହିଁକି ବ୍ଲାଷ୍ଟ ହୁଏ ମୋବାଇଲ, କେମିତି କରିବେ ବ୍ୟବହାର
ଏବେ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ହେଲେ କେତେବେଳେ ବି ସ୍ମାର୍ଟଫୋନ କାହା ପାଇଁ କାଳ ସାଜିପାରେ । କିଛିଦିନ ତଳେ ମୋବାଇଲ ବ୍ଲାଷ୍ଟରେ ଉତ୍ତର ପ୍ରଦେଶ ବରେଲିରେ ୮ ବର୍ଷର ଶିଶୁର ମୃତ୍ୟୁ ହୋଇଥିଲା । ପରିବାର ଲୋକଙ୍କ...
ବସିଲା ମଟନ୍ ହଣ୍ଡା, କାଲି ହୋଇଥିଲା ସିଲ୍
ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା ଲୋକପ୍ରିୟ କିଶୋର ଭାଇନା ହୋଟେଲକୁ ବୁଧବାର ବିଏମସି ସିଲ୍ କରିଥିଲା । ଏକ୍ସପାଏର ସସ୍ , ଅସ୍ୱାସ୍ଥ୍ୟକର ପରିବେଶ ତଥା ନିମ୍ନ ମାନର ଖାଦ୍ୟ ଦେଖି ଫୁଡ୍ ରେଜିଷ୍ଟ୍ରେସନ ବାତିଲ କରିଦେଇଥିଲା...
ଫ୍ରି ବିଜୁଳି କେମିତି ପାଇବେ? ସବସିଡ ପାଇବା ପାଇଁ କଣ କରିବେ
ବିଜୁଳି ବିଲରେ ସବସିଡ ପାଇବାକୁ ହେଲେ ବିଦ୍ୟୁତ୍ ଗ୍ରାହକଙ୍କୁ ଆବେଦନ କରିବାକୁ ପଡିବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏହା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କିଛି ଲୋକ ବିଜୁଳି ବିଲ୍ ଉପରୁ...
ହାଜରେ ହେଲେ ବର୍ଷା-ଅନୁଭବ
ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା । କଟକ ପରିବାର ଅଦାଲତରେ ହାଜର ହେଲେ ଅନୁଭବ, ବର୍ଷା । ଅଦାଲତରେ ହାଜର ପରେ ନିଜ ନିଜ ଚ୍ୟାମ୍ବରକୁ ପଠାଇଲେ ଜଜ୍ । ଉଭୟ ବର୍ଷା ଓ...
ଆଜିଠୁ କମିବ, ୧୮ରୁ ବଢିବ ବର୍ଷା
ଆସୁଛି ଲଘୁଚାପ, ପୁଣି ବର୍ଷିବ । ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳ ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଲଘୁଚାପ ରୂପ ନେଇପାରେ । ଏହାର ପ୍ରଭାବରେ ରାଜ୍ୟରେ...
ଜଳିଗଲେ ଓଡିଆ ଦମ୍ପତ୍ତି
ତେଲେଙ୍ଗାନାର ସିକନ୍ଦରାବାଦ ଲଜ ଅଗ୍ନିକାଣ୍ଡରେ ଦୁଇ ଓଡିଆଙ୍କ ମୃତ୍ୟୁ । ଦୁଇ ଓଡିଆ ହେଲେ କଟକ କାଫଲାବଜାର ମହାନ୍ତିପଡାର ଚନ୍ଦନ ଜେଠି ପତ୍ନୀ ମିତାଲି ମହାପାତ୍ର ଜେଠି । ଚନ୍ଦନ ଓ ମିତାଲି ଏକ ଟ୍ରେନିଂରେ ଯୋଗଦେବାକୁ ସିକନ୍ଦରାବାଦ...
ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ
ଲାଇନଚ୍ୟୁତ ହେଲା ବିଶାଖାପାଟଣା-ଜବଦଲପୁର ପାସେଞ୍ଜର ଟ୍ରେନ୍ । ଜୟପୁର ଛତ୍ରିପୁଟ ନିକଟରେ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଛି । ତେବେ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇଛି କି ନାହିଁ ସ୍ୱଷ୍ଟ ସୂଚନା ମିଳିପାରିନାହିଁ । ଘଟଣାସ୍ଥଳରେ...
ପୁରୀ ଲଜରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପୁରୀ ଲଜରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କୁମ୍ଭାରପଡା ଥାନା ବଡଛକ ସ୍ଥିତ ଏକ ଲଜରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ନିକଟରୁ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି । ‘ମୃତ୍ୟୁ...
ଚାର୍ଲସ ତୃତୀୟ ହେଲେ ବ୍ରିଟେନର ରାଜା
ରାଣୀ ଏଲିଜାବେଥଙ୍କ ଦେହାନ୍ତ ପରେ ଆଜି ବିଧିବଦ୍ଧ ଭାବେ ବ୍ରିଚେନର ରାଜା ଭାବେ ଦାୟିତ୍ବ ନେଇଛନ୍ତି ତାର୍ଲସ ତୃତୀୟ । ରାଣୀ ଏଲିଜାବେଥଙ୍କ ପୁଅ ଚାର୍ଲସ ତୃତୀୟଙ୍କୁ ବ୍ରିଟେନର ରାଜା ଭାବେ ଘୋଷଣା କରିବା ପରେ ପରେ ଦେଶବାସୀଙ୍କୁ ଅତି...



















