ପଶୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା
ଗୁରୁ ଦିବସ ଅବସରରେ ପଶୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ଆରମ୍ଭ କରାଯାଉଥିବା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସେସ୍ ଆଣ୍ଡ ଆନିମଲ୍ ହଜ୍ବ୍ୟାଣ୍ଡରୀ ପକ୍ଷରୁ...
ଜାତିସଂଘ ପକ୍ଷରୁ କିସ୍କୁ ବିଶ୍ୱର ଶ୍ରେଷ୍ଠ ସାକ୍ଷରତା ପୁରସ୍କାର
ଆନ୍ତର୍ଜାତିକ ସାକ୍ଷରତା ଦିବସ ଅବସରରେ କିସ୍କୁ ମଳିଛି ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ କିସ୍କୁ ମିଳିଛି ସମ୍ମାନଜନକ ୟୁନେସ୍କୋ ଇଣ୍ଟରନ୍ୟାସ୍ନାଲ୍ ଲିଟେରାସି ପୁରସ୍କାର- ୨୦୨୨ । ଆଫିକ୍ରାର ଡି ଆଇଭୋର କୋଷ୍ଟଠାରେ...
ମୃତ୍ୟୁ ଏମିତି ବି ଆସେ
ମୃତ୍ୟୁ ସତ୍ୟ । କିନ୍ତୁ ମୃତ୍ୟୁ କେଉଁଠି କେତେବେଳେ କାହା ପାଖରେ ହାଜର ହୋଇଯାଏ ତାହା କେହି କେବେ କଳ୍ପନା କରିନଥାଏ । ଯେମିତି ଜମ୍ମୁରେ ଜଣେ ଯୁବକ ପାର୍ବତୀ ବେଶରେ ଷ୍ଟେଜ୍ରେ ନୃତ୍ୟ ପରିବେଷଣ କରୁଥିଲେ ।...
କେନ୍ଦ୍ର କରିବ ପିଏମ୍-ଶ୍ରୀ ସ୍କୁଲ
କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହେବ ପିଏମ୍-ଶ୍ରୀ ସ୍କୁଲ । ଏନେଇ ଆଜି କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ପିଏମ୍-ଶ୍ରୀ ବା ପ୍ରଧାନମନ୍ତ୍ରୀ ସ୍କୁଲସ ଫର ରାଇଜିଂ ଇଣ୍ଡିଆ ଯୋଜନାରେ ଦେଶର ୧୪ ହଜାର କେନ୍ଦ୍ରୀୟ ବିଦ୍ୟାଳୟ...
କୋଶଳ ରାଜ୍ୟ ଦାବିରେ ବନ୍ଦ ଡାକରା
ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ୧୨ ଘଣ୍ଟିଆ ବନ୍ଦ । ପଶ୍ଚିମଓଡିଶାର ୧୧ ଜିଲ୍ଲାରେ ବନ୍ଦ ପାଳନ କରାଯାଉଛି । କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ...
୯ ତାରିଖରୁ ରାଜ୍ୟରେ ବଢିବ ବର୍ଷା ପରିମାଣ
ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଉତ୍ତର...
ଟ୍ରାକ୍ଟରରେ ଅଫିସ ଯାଉଛନ୍ତି କର୍ମଚାରୀ
ଲଗାଣ ବର୍ଷାରେ ଉବୁଟୁବୁ ବାଙ୍ଗାଲୋର । ପ୍ରବଳ ବର୍ଷାରେ ବେହାଲ ହୋଇପଡିଛି ପୁରା ସହର । କେତେକ ଅଞ୍ଚଳରେ ରାସ୍ତା ପାଣିରେ ବୁଡି ରହିଥିବାରୁ ଯିବା ଆସିବା କରିବାକୁ ନାନା ଅସୁବିଧା ଭୋଗୁଛନ୍ତି ଲୋକେ । ବିଶେଷକରି ଆଇଟି ଇଞ୍ଜିନିୟରମାନେ...
ଦୁଇ ଦିନ ଓଡିଶାରେ ରହିବେ
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା । ଆସନ୍ତା ୨୯ ତାରିଖରେ ଓଡିଶାରେ ପହଁଞ୍ଚିବେ ଜେ.ପି ନଡ୍ଡା । ୨୯ ଏବଂ ୩୦ ତାରିଖ ଦୁଇ ଦିନ ଓଡିଶାରେ ରହିବେ ନଡ୍ଡା । ବିଜେପି ସାଧାରଣ ସମ୍ପାଦକ...
ମାଆ କୋଳରୁ ଭାସିଗଲା ଶିଶୁକନ୍ୟା
ମା କୋଳରୁ ଭାସିଗଲା 22 ମାସର ଶିଶୁକନ୍ୟା । ଏଭଳି ଅଘଟଣ ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୌଡ଼ପୁଟ ଗାଁରେ ।
ଗୌଡପୁଟ ଗାଁ ଜଗନ୍ନାଥ ସାହିର ଶାନ୍ତିଲତା ବାରିକ ନିଜ 22 ମାସର ଝିଅକୁ ଧରି ଆଜି...
ପୁଣି ବିଦ୍ୟୁତ୍ ତାର ଆଘାତରେ ହାତୀ ମୃତ
ବିଦ୍ୟୁତ ଆଘାତରେ ହାତୀ ମୃତ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନବିଭାଗ ଅନ୍ତର୍ଗତ ବାଘଘରିଆ ଗ୍ରାମାଞ୍ଚଳରେ ଘଟିଛି ଏହି ଘଟଣା । ଶୀକାରି ବିଛେଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟି ମୃତ୍ୟୁବରଣ କରିଥିବା ଜଣାପଡିଛି । ବନବିଭାଗ ଅଧିକାରୀ...



















