ସାଙ୍ଗର ନାବାଳିକା ଝିଅକୁ ଦୁଷ୍କର୍ମ କଲେ ଅଫିସର
ସାଙ୍ଗର ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମ କଲେ ଦିଲ୍ଲୀ ସରକାରରେ କାର୍ଯ୍ୟ କରୁଥିବା ଜଣେ ଅଫିସର । 14 ବର୍ଷର ନାବାଳିକା ଝିଅ ଯେତେବେଳେ ଗର୍ଭବତୀ ହେଲା, ସେତେବେଳେ ଅଫିସର ଜଣକ ତାଙ୍କ ପତ୍ନୀଙ୍କୁ କହିଲେ । ଆଉ ପତ୍ନୀ...
ଲାଦାଖରେ 9 ଯବାନ ସହିଦ
ଲାଦାଖରେ ନ ଜଣ ଯବାନ ସହିଦ ହୋଇଛନ୍ତି । ଯବାନଙ୍କ ଗାଡି ଲାଦାଖର ଏକ ନଦୀ ଭିତରକୁ ଖସି ପଡିବା ଯୋଗୁ ନ ଜଣ ଯବାନ ସହିଦ ହୋିଥିବା ଜଣାପଡିଛି । ଲାଦାଖ ଠାରୁ 150 କିଲୋମିଟର ଦୂର କିୟାରିରେ...
ଚିନ୍ତା ବଢାଉଛି ଡେଙ୍ଗୁ
ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଚିନ୍ତା ବଢାଇଛି । ବିଶେଷକରି ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଉଦବେଗଜନକ । ଏପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାରେ 51 ପ୍ରତିଶତ ରୋଗୀଙ୍କୁ ଚିହ୍ନଟ କରାଯାଇଛି...
ନବଜାତ ଶିଶୁଙ୍କୁ ହତ୍ୟା କରି ଆନନ୍ଦ ନେଉଥିଲା ସୈତାନ୍ ନର୍ସ
ସଦ୍ୟଜାତ ଶିଶୁଙ୍କୁ ହତ୍ୟା କରି ଖୁସି ହେଉଥିଲେ ନର୍ସ ଲୁସି ଲେଟବି । ଇଂଲଣ୍ଡର ଏକ ହସପିଟାଲରେ କାର୍ଯ୍ୟ କରୁଥିବା ଏହି ନର୍ସ ଜଣକ ସଦ୍ୟଜାତ ଶିଶୁଙ୍କୁ ହତ୍ୟା କରିବାରେ ଆନନ୍ଦିତ ହେଉଥିଲେ । ଜଣେ କି ଦି ଜଣ...
ଆଗାମୀ ଦୁଇ ମାସ ମଧ୍ୟରେ କ୍ରୁଟ ୨୦୦ଟି ଇ-ବସ୍ ଚଲେଇବ
ଭୁବନେଶ୍ୱର: ରାଜଧାନୀରେ ବସ୍ ଚଳାଚଳ କାର୍ଯ୍ୟରେ ନିୟୋଜିତ ଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (ସିଆର୍ୟୁଟି) ଆଗାମୀ ୨ ମାସ ମଧ୍ୟରେ ୨୦୦ଟି ଇଲେକ୍ଟ୍ରିକ୍ ବସ୍ ଚଳାଇବ ବୋଲି ଆଡିସ୍ନାଲ୍ ଡିଜି (କ୍ରାଇମ୍) ତଥା କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ...
ବିଜେପି ନେତ୍ରୀଙ୍କୁ ମାରି ନଦୀରେ ଫିଙ୍ଗି ଦେଲେ ସ୍ବାମୀ
ଗତ ଦଶଦିନ ଧରି ନିଖୋଜ ଥିବା ବିଜେପି ନେତ୍ରୀ ସାନା ଖାନଙ୍କୁ ହତ୍ୟା କରାଯାଇଛି । ତାଙ୍କ ସ୍ବାମୀ ଅମିତ ସାହୁ ପତ୍ନୀ ସାନା ଖାନଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି । ନାଗପୁର ବିଜେପିର ସଂଖ୍ୟାଲଘୁ...
ଜନଜାତି ଭାଷାଗୁଡିକର ସୁରକ୍ଷା ନେଇ ବିଶେଷଜ୍ଞଙ୍କ ମତ
ଭୁବନେଶ୍ୱର, ଅଗଷ୍ଟ ୧୦ : ଜନଜାତି ଭାଷାଗୁଡିକ ଲୋପ ପାଇଯାଉଥିବା ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଠାରେ ଚାଲିଥିବା ୨ ଦିନିଆ ସର୍ବଭାରତୀୟ ଜନଜାତି ଲେଖକ ସମ୍ମିଳନୀ ର ଉଦ୍ଯାପନୀ ଦିବସରେ ମଧ୍ୟ ଉଦ୍ବେଗ ପ୍ରକାଶ ପାଇଛି ।...
ପାକିସ୍ତାନ ସଂସଦ ଭଙ୍ଗ କଲେ ରାଷ୍ଟ୍ରପତି
ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ସଂସଦକୁ ଭଙ୍ଗ କରିଛନ୍ତି ରାଷ୍ଟ୍ରପତି ଆରିଫ ଅଲ୍ଲୀ । ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସୁପାରିଶକ୍ରମେ ରାଷ୍ଟ୍ରପତି ସଂସଦ ଭଙ୍ଗ କରିଥିବା ବେଳେ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ କିଏ ହେବେ, ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।...
ଆଇଟିଇଆର୍ ଓ ଟାଟା ପାୱାର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର, ଅଗଷ୍ଟ ୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଏବଂ ଟାଟା ପାୱାର କମ୍ପାନୀ ଲିମିଟେଡ ମଧ୍ୟରେ ପ୍ରଯୁକ୍ତି ବିଦ୍ୟା ଓ ସ୍ମାର୍ଟ ଗ୍ରିଡ କ୍ଷେତ୍ରରେ...
ଲୋପ ପାଇବାକୁ ପାଉଥିବା ମୂଳ ଅଧିବାସୀଙ୍କ ଭାଷାକୁ ନେଇ ଲେଖକମାନଙ୍କ ଉଦ୍ବେଗ
ଭୁବନେଶ୍ୱର, ଅଗଷ୍ଟ ୦୯ : ବିଶ୍ୱର ସ୍ଥାନୀୟ ଅଧିବାସୀମାନେ କଥା ହେଉଥିବା ୭୦୦୦ ଭାଷା ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ସଂପୂର୍ଣ୍ଣ ଲୋପ ପାଇସାରିଥିବା ବେଳେ ଅନେକ ଭାଷା ଲୁପ୍ତ ହେବାକୁ ବସିଛି ବୋଲି ବୁଧବାର ବିଶେଷଜ୍ଞମାନେ ମତ...
















