ମୃତ୍ୟୁ ପୂର୍ବରୁ ଦଶବର୍ଷର ଝିଅକୁ ବାହାଦେଲେ ବାପାମାଆ
ଦଶବର୍ଷର ଝିଅ ଇମା ଏଡଓ୍ବାଡ୍ । ଲ୍ୟୁକୋମିଆ ରୋଗରେ ଆକ୍ରାନ୍ତ ଝିଅକୁ ଆରୋଗ୍ୟ କରିବା ପାଇଁ ଆମେରିକୀୟ ଦମ୍ପତ୍ତି ଆଲିନା ଓ ଆରୋନ ଏଡଓ୍ବାଡ ହସପିଟାଲରେ ଚିକିତ୍ସା କରୁଥିଲେ । ବିଶ୍ବାସ ଥିଲା ତାଙ୍କ ଝିଅ ଭଲ ଙୋଇଯିବ ।...
ରତ୍ନଭଣ୍ଡାର ସ୍ଥିତି ଭଲ ନାହିଁ : ଏଏସଆଇ
ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଭଲ ନାହିଁ । ମରାମତି ଆବଶ୍ୟକ । ଯେତେଶୀଘ୍ର ରତ୍ନଭଣ୍ଡାର ମରାମତି ପାଇଁ କୋର୍ଟ ନିର୍ଦ୍ଦେଶ ଦେବେ, ସେତେଶୀଘ୍ର ମରାମତି କରାଯିବ । ହାଇକୋର୍ଟରେ ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ଏମିତି ସତ୍ୟପାଠ ଦେଇଛି ଏଏସଆଇ ।...
ରତ୍ନଭଣ୍ଡାର ଖୋଲିବାକୁ ସୁପାରିଶ
ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି । ଆଜି ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଏସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଆସନ୍ତା ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ...
ମୃତ୍ୟୁ ପରେ ବି ୮ଟି ଜୀବନ ରକ୍ଷା କରିପାରିବ ମଣିଷ
ଭୁବନେଶ୍ୱର: ୧୫ ବର୍ଷର ଝିଅର ମୃତ୍ୟୁ ସୁନିଶ୍ଚିତ ଜାଣିବା ପରେ ଯଦିଓ ବାପା-ମା’ଙ୍କର ପାଦ ତଳୁ ମାଟି ଖସି ଯାଇଥିଲା ତଥାପି ସେମାନେ ଧୈର୍ଯ୍ୟ ହରାଇ ନଥିଲେ ବରଂ ସେହି ମୂହୁର୍ତରେ ଅନ୍ୟ କାହାର ଜୀବନ ବଂଚାଇବା ନେଇ...
ଗବେଷଣା ପ୍ରସ୍ତୁତିକୁ ନେଇ ଏନ୍ଆର୍ଡିସି ଟିମ୍ର ସୋଆ ପରିଦର୍ଶନ
ଭୁବନେଶ୍ୱର: ନିକଟରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଫାର୍ମାସ୍ୟୁଟିକାଲ୍ ପ୍ରସ୍ତୁତିକୁ ନେଇ ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ରିସର୍ଚ୍ଚ ଡେଭଲପ୍ମେଂଟ କର୍ପୋରେସନ୍ (ଏନ୍ଆର୍ଡିସି) ସହ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏକ ଟେକ୍ନୋଲୋଜି ଲାଇସେନ୍ସିଂ ଏଗ୍ରିମେଂଟ ସ୍ୱାକ୍ଷରିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଏନ୍ଆର୍ଡିସି...
ଏନସିସି କ୍ୟାଡେଟଙ୍କୁ ଅକଥନୀୟ ନିର୍ଯାତନା
ଆଠଜଣ ଏନସିସି କ୍ୟାଡେଟ ଆଣ୍ଠୁଏ ବର୍ଷାପାଣିରେ ଆଣ୍ଠେଇକି ବସିଛନ୍ତି । ବର୍ଷା ପାଣି ଭିତରେ ମୁଣ୍ଡକୁ ବୁଡେଇ ରଖିଛନ୍ତି । ଆଉ ଜଣେ ସିନିଅର ଛାତ୍ର ଏକ ଲାଠିରେ ଏନିସିସି ଛାତ୍ରଙ୍କୁ ମନଇଚ୍ଛା ପିଟିବାରେ ଲାଗିଛନ୍ତି । ଏନିସିସି ଛାତ୍ରଙ୍କ...
14 ବର୍ଷ ତଳୁ ଅପହରଣ କରି ଦୁଷ୍କର୍ମ କରୁଥିଲା
ତାକୁ ଯେତେବେଳେ 19 ବର୍ଷ ବୟସ ହୋଇଥିଲା, ସେତେବେଳେ ତାକୁ ଅପହରଣ କରାଯାଇଥିଲା । ଅପହରଣକାରୀ ତାକୁ ଘର ଭିତରେ ବନ୍ଦୀ ରଖି ଦେହର ଭୋକ ମେଣ୍ଟାଉଥିଲା । ସବୁବେଳେ ଘରେ ବନ୍ଦୀ ରଖି ଘର କାମ କରାଉଥିଲା ।...
ମେଣ୍ଟ ହେବନି
ରାଜ୍ୟରେ ବିଜେଡି ସାଙ୍ଗେ ବିଜେପି ମେଣ୍ଟ ଗଠନ କରିବ ନାହିଁ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ମେଣ୍ଟ କରିବାର ପ୍ରଶ୍ନ ଉଠୁନି । ରାଜ୍ୟରେ ବିଜେଡି ସରକାରରେ ଚାଲିଥିବା ଭ୍ରଷ୍ଟାଚାର, ଦୁର୍ନୀତି ବିରୋଧରେ ବିଜେପି ଲଢେଇ...
ସରକାର ଦେଲେ ତଥ୍ୟ, ରତ୍ନ ଭଣ୍ଡାରରେ ରହିଛି ଦେଢ କ୍ବିଣ୍ଟାଲ ସୁନା
ଶ୍ରୀମନ୍ଦିର ରତ୍ନବଣ୍ଡାରରେ ରହିଛି ପାଖାପାଖି ଦେଢ କ୍ବିଣ୍ଟାଲ ସୁନା ଓ 184 କିଲୋ ରୂପା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ ଏହା ଦର୍ଶାଯାଇଛି । 1978ରେ ଶେଷଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇଥିଲା ଏବଂ ସେତେବେଳେ...
ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କିସ୍ର ୩ ଛାତ୍ର କୃତକାର୍ଯ୍ୟ
ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଅନୁଷ୍ଠିତ ୨୦୨୧-୨୨ ପ୍ରଶାସନିକ ସେବା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ଏଥିରେ କିସ୍ର ୩ଜଣ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ହେଲେ ସୁନ୍ଦରଗଡ଼ର ବିଶ୍ୱନାଥ ରଞ୍ଜନ କିଷାନ, ନୂଆପଡ଼ାର...
















