24.4 C
Bhubaneswar
Friday, August 7, 2026
-Advertisement-

ନୂଆଦିଲ୍ଲୀ ଅଭିମୁଖେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ ଅଭିମୁଖେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ସହଯୋଗର କାମନା କରି କଡା ସୁରକ୍ଷା ଭିତରେ ଭୁବନେଶ୍ୱରରୁ ଦିଲ୍ଲୀକୁ ଯାତ୍ରା କରିଛନ୍ତି ଦ୍ରୌପଦୀ । ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁବନେଶ୍ୱର ବିମାନ ବନ୍ଦରରେ...

କଂଗ୍ରେସ ୯ ବିଧାୟକଙ୍କୁ ଦିଲ୍ଲୀ ଡାକରା

ଆଜି ସଂଧ୍ୟାରେ ଦିଲ୍ଲୀରେ ପହଁଞ୍ଚିବେ ରାଜ୍ୟ କଂଗ୍ରେସର ସମସ୍ତ ୯ ବିଧାୟକ । ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧିଙ୍କୁ ଇଡି ନୋଟିସକୁ ନେଇ ରଣନୀତି ପ୍ରସ୍ତୁତି ପାଇଁ ଡାକରା ହୋଇଥିବା ଚର୍ଚ୍ଚା ହେଉଛି । ଏହାସହିତ ସଙ୍ଗଠନକୁ କିପରି...

ଯୋଗରୁ ଫେରିବାବେଳେ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ

କୋଣାର୍କରେ କେନ୍ଦ୍ରମନ୍ତ୍ରୀ ଅଶ୍ପିନୀ ବେଷ୍ଣବ ଯୋଗ ଦିବସ କାର୍ଯ୍ୟକ୍ରମ ସାରି ଫେରିବାବେଳେ ଅଘଟଣ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି କେନ୍ଦ୍ରମନ୍ତ୍ରୀ । ଯେଉଁ ତୋରଣ ଯୋଗ ପାଇଁ ଲାଗିଥିଲା । ତୋରଣଟି ମନ୍ତ୍ରୀଙ୍କ ଗାଡି ଉପରକୁ ଖସି ପଡିଥିଲା ।...

ରଥଖଳାରେ ନନ୍ଦିଘୋଷକୁ ପିଟିଲା ପିକଅପ୍ ଭ୍ୟାନ

ପୁରୀ ରଥଖଳାରେ ଅଘଟଣ । ନନ୍ଦିଘୋଷ ରଥକୁ ଧକ୍କା ଦେଲା ପିକଅପ୍ ଭ୍ୟାନ । ରଥକୁ ଧକ୍କା ଦେବା ପୂର୍ବରୁ ଦୁଇ ଜଣ ପର୍ଯ୍ୟଟକଙ୍କୁ ବି ପିଟିଲା ଏହି ଭ୍ୟାନ । ଫଳରେ ଦୁଇ ପର୍ଯ୍ୟଟକଙ୍କ ଶରୀରରେ ଆଘାତ ଲାଗିଛି...

ଭାରତ ବନ୍ଦ ଡାକରା

ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା । ବିଭିନ୍ନ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ଦିଲ୍ଲୀ ସମେତ ବିଭିନ୍ନ ରାଡ୍ୟରେ ହାଇଆଲର୍ଟ ଜାରି କରାଯାଇଛି । ବିକ୍ଷୋଭକାରୀଙ୍କ ଟାର୍ଗେଟରେ ଟ୍ରେନ ଓ ଯାନବାହନ...

ତକ୍ଷକ ଟିଭି ପକ୍ଷରୁ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା 2022

ରଥଯାତ୍ରା ଅବସରରେ ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ଟିଭି ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆୟୋଜନ କରୁଛନ୍ତି ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ’ । 2019ରୁ ପ୍ରତିବର୍ଷ ରଥଯାତ୍ରା ସମୟରେ ଏହି ପ୍ରତିଯୋଗିତା ହୋଇଆସୁଛି । ଚଳିତବର୍ଷ ଏହି...

ପ୍ରତାରଣା ବିଧାୟକଙ୍କ ନାଁରେ ପ୍ରେମିକାଙ୍କ ଏତଲା

ପୁଣି ଥାନାର ଦ୍ୱାରସ୍ଥ ହେଲେ ବିଧାୟକଙ୍କ ପ୍ରେମିକା । ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ଥାନାରେ ଏତଲା । ଜଗତସିଂହପୁର ଥାନାରେ ଏତଲା କଲେ ପ୍ରେମିକା ସୋମାଲିକା ଦାସ । ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବାରୁ...

ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ

ସାରା ଦେଶରେ ଜାରି ରହିଛି ଅଗ୍ନିବୀରଙ୍କ ସଂଘର୍ଷ । ଗୃହମନ୍ତ୍ରାଳୟ ପକ୍ଷରୁ ବଡ ଘୋଷଣା କରାଯାଇଛି । ଅଗ୍ନିବୀରମାନେ ୪ ବର୍ଷ ପୂରଣ କରିବା ପରେ ସିଏପିଏଫ, ଆସାମ ରାଇଫଲ୍ସ ନିଯୁକ୍ତି ବେଳେ ୧୦ ପ୍ରତିଶତ ସଂରକ୍ଷଣ...

ବିଧାୟକଙ୍କ ବିରୋଧରେ ପ୍ରେମିକାଙ୍କ ସାଙ୍ଘାତିକ ଅଭିଯୋଗ

କଥା ଦେଇ କଥା ରଖିଲେନି ବିଧାୟକ । କୋର୍ଟ ମ୍ୟାରେଜ ପାଇଁ ଗତମାସ 17 ତାରିଖରେ ଆବେଦନ କରିଥିବା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ କୋର୍ଟକୁ ଆସିଲେନି । କୋର୍ଟରେ ଅପେକ୍ଷା କରି କରି ଫେରିଲେ ପ୍ରେମିକା ।...

ଅଗ୍ନିପଥ ପ୍ରବେଶ ବୟସ ସୀମା ବଢିଲା

ଅଗ୍ନିପଥ ପ୍ରବେଶ ବୟସ ସୀମା ବଢିଲା । ଅଗ୍ନିପଥ ପ୍ରବେଶ ବୟସ ସୀମା ୨୩ ବର୍ଷ ବୟସକୁ ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ବୟସ ସୀମା ୨୦୨୨ ପାଇଁ ଲାଗୁ ହେବ । ପୂର୍ବରୁ ଅଗ୍ନିପଥ ବୟସ ସୀମା...
- Advertisement -

Latest article

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...