ଭାରତରେ ୫ଜିର ସଫଳ ପରୀକ୍ଷଣ
ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ ଭାରତର ୫ଜି କଲର ସଫଳ ପରୀକ୍ଷଣ । ଗତକାଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଥମ ୫ଜି କଲ କରିଛନ୍ତି । ଚେନ୍ନାଇ ସ୍ଥିିତ ଆଇଆଇଟି ମାଡ୍ରାସ ପ୍ରତିଷ୍ଠା ହୋଇଥିବା ୫ଜି ଟ୍ରାଏଲ...
ଲାଲୁଙ୍କ ପିଚ୍ଛା ଛାଡୁନି ସିବିଆଇ
ପୁଣି ଲାଲୁ ଯାଦବଙ୍କ ଘରେ ପଶିଲା ସିବିଆଇ । ଏଥର ଗୋଖାଦ୍ୟ ନୁହେଁ, ରେଳମନ୍ତ୍ରୀ ଥିବା ବେଳେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବାର ସୁରାକ୍ ପାଇଛି ସିବିଆଇ । ଲାଲୁ ନିଯୁକ୍ତି ବଦଳରେ ଜମି ହାତେଇଥିବା ଅଭିଯୋଗ ହୋଇଛି ।...
ବାଣୀବିହାରରେ ବନ୍ଦ ହେଲା ୮ କୋର୍ସ
ଉତ୍କଳ ବିଶ୍ୱବିଦ୍ୟାଳୟର କିଛି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଉପରେ ଲାଗିଛି କଟକଣା । ବାଣୀବିହାରରେ ୮ଟି ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ଯେଉଁଥିରେ ପିଜି, ୟୁଜି, ସାର୍ଟିଫିକେଟ ପୋଷ୍ଟ ରହିଛି । ଏହାସହିତ କିଛି...
୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିଲାଗି ୧୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସତର୍କ ଜାରି...
୩୨ଟି ପ୍ରସ୍ତାବରେ କ୍ୟାବିନେଟ ମୋହର
ରାଜଧାନୀବାସୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ପାଣ୍ଡରାରେ ନିର୍ମାଣ ହେବ ବ୍ୟାରେଜ୍ । ଏଥିପାଇଁ ଖର୍ଚ୍ଚ ହେବ ୧୨୮ କୋଟି ଟଙ୍କା । ବ୍ୟାରେଜ ନିର୍ମାଣ ପ୍ରସ୍ତାବକୁ ଗତକାଲି ମଞ୍ଜୁରୀ ଦେଇଛନ୍ତି ରାଜ୍ୟ କ୍ୟାବିନେଟ୍ । ବୈଠକରେ ମୋଟ ୩୨ଟି...
ଦିଲ୍ଲୀ ଉପରାଜ୍ୟପାଳଙ୍କ ଇସ୍ତଫା
ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ନିଜ ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇଛନ୍ତି । ପୂର୍ବ ଆଇଏଏସ ଅଧିକାରୀ ବୈଜଲ ୩୧ ଡିସେମ୍ବର ୨୦୧୬ରେ ଉପରାଜ୍ୟପାଳ ଭାବେ ଦାୟିତ୍ୱ...
‘ମୁଁ ସାହସର ସହ କଂଗ୍ରେସରୁ ଇସ୍ତଫା ଦେଉଛି‘
ଗୁଜୁରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟ୍କା । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ହାର୍ଦ୍ଦିକ ପଟେଲ । ବିଜେପିରେ ହାର୍ଦ୍ଦିକ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । ମିଳିଥିବା ସୂଚନାଅନୁସାରେ, ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ...
ପ୍ରଚାର ମୈଦାନକୁ ଓହ୍ଲାଇବେ ସୁପ୍ରିମୋ
ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୀତି ସରଗରମ । ବିଜେଡି ପକ୍ଷରୁ ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ ପାଇଛି । ଦଳ ପକ୍ଷରୁ କ୍ୟାମ୍ପେନିଂ ମଇଦାନକୁ ଓହ୍ଲାଇବେ ସୁପ୍ରିମୋ ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର,...
ଆଉ ଦିନକ ପାଇଁ ଅଛି ପେଟ୍ରୋଲ
ଶ୍ରୀଲଙ୍କାରେ ସରିବାକୁ ବସିଲାଣି ପେଟ୍ରୋଲ ଷ୍ଟକ । ଦେଶରେ ଆଉ ମାତ୍ର ଦିନକ ପାଇଁ ରହିଛି ପେଟ୍ରୋଲ । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ନିଲ ବିକ୍ରମାସିଙ୍ଘେ ଏହା କହିଛନ୍ତି । ଦେଶରେ ଆଉ ମାତ୍ର ଦିନକ ପାଇଁ ପେଟ୍ରୋଲ ଗଚ୍ଛିତ ରହିଛି...
ଷ୍ଟକ ବଜାରକୁ ଆସିଲା ଏଲଆଇସି ସେୟାର
ଆଜି ସେୟାର ବଜାରକୁ ପ୍ରବେଶ କଲା ଏଲଆଇସିର । ଆଜି ବିଦ୍ଧିବଦ୍ଧ ଭାବେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ତାଲିକା ଭୁକ୍ତ ହୋଇଛି । ଭାରତର ସବୁଠୁ ବଡ ଓ ବିଶ୍ୱସ୍ତ ବିମା...
















