ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି
ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ଜୁନ୍ ୨ ଯାଏଁ ନାମାଙ୍କନ , ୩ରେ ଯାଞ୍ଚ । ବିଧାନସଭା ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ୍ ୧୩...
ସାଇବର ଥାନାରେ ବର୍ଷାଙ୍କ ଏତଲା
ପୁଣି ଆଉ ଏକ ଏତଲା ଦେଲେ ବର୍ଷା । କଟକ ସାଇବର ଥାନାରେ ବର୍ଷା ଦେଇଛନ୍ତି ଏତଲା । ସୋସିଆଲ ମିଡିଆରେ ତାଙ୍କ ଛବି ଖରାପ କରିବାକୁ ଉଦ୍ୟମ ହୋଇଥିବା ନେଇ ଏତଲାରେ ଉଲ୍ଲେଖ ରହିଛି । ଅଭିଯୁକ୍ତଙ୍କ ବିରୋଧରେ...
ଶସ୍ତା ହେବ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲ
ଶସ୍ତା ହେବ ଖାଇବା ତେଲ । ଭାରତୀୟ ବଜାରରେ ଶସ୍ତା ହେବ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲ । ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲର ଡ୍ୟୁଟି ମୁକ୍ତ ଆମଦାନୀକୁ କେନ୍ଦ୍ର ଅନୁମତି ଦେଇଛି । ବାର୍ଷିକ ୨୦ ଲକ୍ଷ ମେଟ୍ରିକ...
ସ୍କୁଲରେ ଗୁଳିକାଣ୍ଡ, ୧୯ ଛାତ୍ର ମୃତ
ଆମେରିକା ଟେକ୍ସାସରେ ଏକ ପ୍ରାଇମେରୀ ସ୍କୁଲରେ ଗୁଳିକାଣ୍ଡ । ଜଣେ ୧୮ ବର୍ଷର ଯୁବକ ହଠାତ ସ୍କୁଲ ଭିତରକୁ ବନ୍ଧୁକ ଧରି ପ୍ରବେଶ କରି ଗୁଳି ଚଳାଇଥିଲା । ଏଥିରେ ୧୯ ଜଣଙ୍କ ଛାତ୍ରଙ୍କ ସହ ୨୩ ଜଣଙ୍କର ମୃତ୍ୟୁ...
୭ ଡାକ୍ତରଙ୍କ ନାଁରେ ଚାର୍ଜସିଟ୍
ଏସସିିବିର ୭ ଡାକ୍ତରଙ୍କ ନାଁରେ ଚାର୍ଜସିଟ୍ । କଟକ ଏସସିିବି ମେଡିକାଲର ୭ ଜଣ ଡାକ୍ତରଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚାର୍ଜସିଟ୍ ଦାଖଲ କରାଯାଇଛି । ମଙ୍ଗଳାବାଗ ପୋଲିସ ଦାଖଲ କରିଛି ଏହି...
ଜାପାନ ଗସ୍ତରେ ମୋଦୀ
ଜାପାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୋକିଓରେ ପହଁଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଗସ୍ତବେଳେ କ୍ୱାଡ ବୈଠକରେ ସାମିଲ ହେବା ସହ ମୋଦି ଅନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ । ଆଜି ଜାପାନରେ...
ମଙ୍କିପକ୍ସର ଗୋଷ୍ଠୀ ସଙ୍କ୍ରମଣ
ମଙ୍କିପକ୍ସକୁ ନେଇ ବଢିଲାଣି ଚିନ୍ତା । ସାରା ବିଶ୍ୱରେ ୧୦୦ରୁ ଅଧିକ ମାମଲା ଚିହ୍ନଟ ହେଲେଣି । ଏଯାଏଁ ୧୨ଟି ଦେଶରେ ମଙ୍କିପକ୍ସ ଚିହ୍ନଟ ହୋଇଥିବା ବେଳେ ଏହା ଆଗକୁ ଅନ୍ୟ ଦେଶକୁ ବଢ଼ିବାର ଆଶଙ୍କା ରହିଥିବା ‘ହୁ’କହିଛି ।...
ଏବେ ରାଜ୍ୟ ସରକାରଙ୍କ ପାଳି
ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ରାଜ୍ୟ ସରକାର ତୈଳ ଉପରୁ ଭାଟ୍ କମାଇବେ କି ନାହିଁ ବିଚାର କରି ଦେଖୁଛନ୍ତି ବୋଲି କହିଛନ୍ତି । ଗତକାଲି କେନ୍ଦ୍ର ସରକାର ଉତ୍ପାଦ...
ବାରବାଟୀ ମ୍ୟାଚ ପାଇଁ ୯ରୁ ଅଫଲାଇନ୍ ଟିକେଟ୍
ଜୁନ୍ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ । ଏଥିପାଇଁ ରାଜ୍ୟ ସରକାର ଦର୍ଶକଙ୍କ ପ୍ରବେଶକୁ ଅନୁମତି ପ୍ରଦାନ କରିଛନ୍ତି । ମ୍ୟାଚ୍ ପାଇଁ ଜୁନ୍ ପହିଲାରୁ ଅନଲାଇନରେ...
ପଟିଆଲା କୋର୍ଟରେ ସରେଣ୍ଡର କଲେ ସିଦ୍ଧୁ
ପଞ୍ଜାବ କଂଗ୍ରେସର ପୂର୍ବ ଅଧକ୍ଷ୍ୟ ନବଜୋତ ସିଂ ସିଦ୍ଧୁ ଆଜି ପଟିଆଲା କୋର୍ଟରେ ସରେଣ୍ଡର କରିଛନ୍ତି । ସିଦ୍ଧୁଙ୍କୁ ଏବେ ଗୋଟିଏ ବର୍ଷ ଜେଲରେ ଦିନ କାଟିବାକୁ ପଡିବ । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପଟିଆଲାର ମାତା କୌଶଲ୍ୟା...
















