ବଢିବନି ବିଦ୍ୟୁତ ଦର
ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ରିହାତି ଘୋଷଣା କଲେ ଓଇଆରସି । ପୂର୍ବବର୍ଷ ଭଶି ଶୂନରୁ 50 ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଦେୟ ୟୁନିଟ ପିଚ୍ଛା 3 ଟଙ୍କା ରହିବ । ସେହିପରି 50 ରୁ 200 ୟୁନିଟ ପର୍ଯ୍ୟନ୍ତ 4...
ନୂଆ କ୍ୟାପଟେନ ଜାଡେଜା
ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡିଲେ ଧୋନୀ । ଆଇପିଏଲ ଆରମ୍ଭରୁ ମହେନ୍ଦ୍ର ସିଂ ଧୋନୀ ସିଏସକେର ଅଧିନାୟକ ଭାବେ ରହି ଆସିଥିଲେ । ତେବେ ଧୋନୀ ପଦ ଛାଡିବା ପରେ ରବୀନ୍ଦ୍ର ଜାଡେଜାଙ୍କୁ ସିଏସକେର କ୍ୟାପଟେନ ଭାବେ...
ଦମ୍ ଅଛି ତ ଜିତିକି ଦେଖାଅ, ରାଜନୀତି ଛାଡିଦେବି
ବିଜେପିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଖୋଲା ଚ୍ୟାଲେଞ୍ଜ । ଦମ୍ ଅଛି ତ, ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଜିତିକି ଦେଖାଅ । ଦିଲ୍ଲୀ ମହାନଗର ନିର୍ବାଚନ ଯଦି ବିଜେପି ଜିତିଯାଏ, ତେବେ ମୁଁ ରାଜନୀତି ଛାଡିଦେବି ବୋଲି...
ମଞ୍ଚେଶ୍ବର ଅଞ୍ଚଳରୁ ମିଳିଲା ମଣିଷ ଖପୁରୀ
ଅଳିଆ ଆବର୍ଜନା ମଧ୍ୟରୁ ମିଳିଲା ମଣିଷ ଖପୁରୀ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କଳାରାହାଙ୍ଗର ଇଂଜଣା ପୋଲ ତଳେ ଥିବା ଅଳିଆ ଆବର୍ଜନା ମଧ୍ୟରୁ ମିଳିଛି ଖପୁରୀ ।
ପାଞ୍ଚଟିରୁ ଅଧିକ ମଣିଷ ଖପୁରୀ ଓ କଙ୍କାଳକୁ ମଞ୍ଚେଶ୍ୱର...
ମିଳିଲା ଶର୍ମିଷ୍ଠାଙ୍କ କାର୍
ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ କାର୍ ଠାବ ହୋଇଛି । ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟ ଗ୍ୟାରେଜରୁ ଠାବ ହୋଇଛି କାର୍ । ଏହି...
୨ଦିନ ସ୍କୁଲ ଛୁଟି
ଆଜି ଓ ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ୨ଦିନ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପୌର ନିର୍ବାଚନ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ଦୁଇ ଦିନ...
ହସ୍ପିଟାଲରୁ ବାହାରି ଜେଲ ଗଲେ ଜଗଦ୍ଦେବ
ଗିରଫ ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରଶାନ୍ତଙ୍କୁ ଗିରଫ କରିଛି ବାଣପୁର ପୋଲିସ । ହସ୍ପିଟାଲରୁ ସୁସ୍ଥ ହୋଇ ବାହାରିବା ପରେ ତାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା ।...
ଏପ୍ରିଲ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ
ଆଉ କିଛି ଦିନ ପରେ ଆରମ୍ଭ ହେବ ଏପ୍ରିଲ ମାସ । ଏପ୍ରିଲ ମାସରେ ପ୍ରାୟ ବନ୍ଦ ରହିବ ବ୍ୟାଙ୍କ । ଏପ୍ରିଲ ମାସରେ ଦ୍ୱିତୀୟ ଶନିବାର, ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏହାପରେ ଆମ୍ବେଦକର...
ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କରଙ୍କ ସଂପୃକ୍ତି ନେଇ ସଙ୍ଗୀନ ଅଭିଯୋଗ
କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ବହୁ ପ୍ରଭାବଶାଳୀ ନେତା ଓ ମନ୍ତ୍ରୀ ସଂପୃକ୍ତ । ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ଅଭିଯୋଗ କରିଛନ୍ତି ମାନସଙ୍କ ପରିବାର । ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା...
ସ୍ୱାମୀଙ୍କ ଦଶାହରେ ସ୍ତ୍ରୀର ମୃତ୍ୟୁ
ପରାଜିତ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଟାହିଟାପରା କରିବା ପରର ଦୁଃଖଦ ଘଟଣା । ଆଜି ସ୍ୱାମୀଙ୍କ ଦଶାହ ଥିଲାବେଳେ ଆଖି ବୁଜିଛନ୍ତି ପତ୍ନୀ ସୁମିତ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ପଦ୍ମପୁର ଗାଁରେ ଶୋକାକୁଳ ପରିବେଶ । କଟକରେ ଚିକିତ୍ସାଧୀନ...















