ଦିଦିଙ୍କ ଅବସ୍ଥା ଏମିତି କିଏ କଲା ?
କେଉଁ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହେଲା, ତାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ଏବେ ସରଗରମ । ନନ୍ଦିଗ୍ରାମ ନିର୍ବାଚନ ପ୍ରଚାର ବେଳେ ଦିଦିଙ୍କ ଉପରେ ଆକ୍ରମଣ ହୋଇଥିଲା ଏବଂ ଗୋଡରେ ଆଘାତ ପାଇବା ଯୋଗୁ ଏବେ...
ଫେରିଲା ଲକ୍ ଡାଉନ
ମହାରାଷ୍ଟ୍ର ନାଗପୁରରେ ଆସନ୍ତା 15 ରୁ 21 ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । କରୋନା ସଂକ୍ରମଣ ବଢୁଥିବାରୁ ନାଗପୁରରେ ସପ୍ତାହେ ପାଇଁ ସମ୍ପୂର୍ଣ୍ଣ ଲକ୍ ଡାଉନ ଘୋଷଣା କରାଯାଇଛି । ଏହି ସମୟ ଭିତରେ...
ଓଡିଶାରେ କେନ୍ଦ୍ରୀୟ ଟିମ୍
ଶିମିଳିପାଳରେ ଗତ ଦଶଦିନ ଧରି ନିଆଁ ଲାଗିବା କାରଣରୁ ବହୁ ବୃକ୍ଷଲତା ପୋଡି ପାଉଁଶ ହୋଇଯିବା ଏବଂ ବନ ବିଭାଗ ନିଆଁ ଲିଭାଇବାରେ ବିଫଳ ହେବା ନେଇ ବିରୋଧୀ ଉଦବେଗ ପ୍ରକାଶ କରିଥିଲେ । ଏପରିକି ନିଆଁ ଲାଗିବା ପଛରେ...
ଓଡିଶା ଆସିବ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍
ଜଙ୍ଗଲ ନିଆଁ ସ୍ଥିତି ଅନୁଧ୍ୟାନ ପାଇଁ ଖୁବଶୀଘ୍ର ଓଡିଶା ଆସିବ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର ଟୁଇଟ କରି ଏହି ସୂଚନା ଦେଇଛନ୍ତି । ଓଡିଶା ବିଜେପି ସାଂସଦମାନେ ଭେଟିବା...
ଶ୍ରୀମନ୍ଦିର ପାଇଁ ପାଣ୍ଠି ଟାର୍ଗେଟ ଏକ ହଜାର କୋଟି
ଶ୍ରୀମନ୍ଦିର ପାଣ୍ଠି ବୃଦ୍ଧି ପାଇଁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବ୍ୟାଙ୍କ ସୁଧରୁ ଶ୍ରୀମନ୍ଦିର ପାଇଁ ଯଥେଷ୍ଟ ଆୟ ହେଉ ନଥିବାରୁ ବିକଳ୍ପ ବ୍ୟବସ୍ଖା ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ବ ଦିଆଯାଇଛି ।...
୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ
ଆଜି ୯ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା । ଶିମିଳିପାଳରେ ନିଆଁ ଲାଗିବା ଘଟଣାକୁ ନେଇ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଯୁବ ଛାତ୍ର ସଙ୍ଗଠନ ୯ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ...
ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ଇସ୍ତଫା । ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାୱତ ରାଜଭବନରେ ପହଁଞ୍ଚି ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କୁ ଭେଟି ଇସ୍ତଫା ପତ୍ର । ଦେଇଛନ୍ତି । । ଇସ୍ତଫା ନେଇ ତ୍ରିବେନ୍ଦ୍ର କହିଛନ୍ତି ୪...
ଦାୟିତ୍ୱ ଗ୍ରହଣ କରିବେ ନବ ନିଯୁକ୍ତ ସିପି
ଟ୍ୱିନ୍ ସିଟିର ପୋଲିସ କମିଶନର ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିବେ ସୌମେନ୍ଦ୍ର ପ୍ରିୟଦର୍ଶୀ । କ୍ରାଇମବ୍ରାଞ୍ଚର ଏଡିଜେ ଥିବା ୧୯୯୫ ବ୍ୟାଚର ଏହି ଆଇପିଏସ ଅଫିସରଙ୍କୁ ରାଜ୍ୟ ସରକାର ଗତକାଲି କଟକ-ଭୁବନେଶ୍ୱର କମିଶନରେଟ ପୋଲିସର ନୂଆ କମିଶନର ଭାବେ...
ଭୟାବହ ଅଗ୍ନିକାଣ୍ଡରେ ୯ ମୃତ
କୋଲକାତା ବଡବଜାରଷ୍ଟାଣ୍ଡ ରୋଡ ନିକଟ ରେଳବାଇ ବିଲଡିଙ୍ଗ୍ ରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ୪ ଅଗ୍ନିଶମ କର୍ମଚାରୀ ନିଆଁରେ ଜଳିଯାଇଛନ୍ତି । ଗତକାଲି ରାତିରେ କୋଠାର ୧୨ ଏବଂ ୧୩ ତମ...
କାହିଁକି ବଦଳିଲେ ପୋଲିସ କମିଶନର ?
ଟ୍ବିନସିଟି କଟକ-ଭୁବନେଶ୍ବର ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି । ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଭାବେ ତାଙ୍କୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ନୂଆ ପୋଲିସ କମିଶନର ଭାବେ 1995 ବ୍ୟାଚର...
















