ବୌଦ୍ଧ ବିଧାୟକ ମହୀଧରଣା କରୋନା ପଜିଟିଭ୍
ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କହିବାକୁ ଗଲେ ଏବେ ଘରେ ଘରେ କରୋନା ପ୍ରବେଶ କରିସାରିଲାଣି । ସେହିପରି ବିଧାନସଭାକୁ କରୋନା କବଳରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଲେ ।...
କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ
ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ । କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି ଅଧିବେଶନ । ନବୀନ ନିବାସରୁ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି କୋଭିଡ ଆକ୍ରାନ୍ତ ୬ ବିଧାୟକ ଲୋକସେବା ଭବନରୁ...
୧୫ମୃତ, ୩୦୬୭ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଜି ୩୦୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୦୬୭ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୮୦୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୨୫୮ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ...
ଓଡିଶାର ଟେକ ରଖିଲେ ଓଡିଆ ଝିଅ
ପୁଣି ଓଡିଶାର ଟେକ ରଖିଲେ ଓଡିଆ ଝିଅ । ଓଡିଆ ବୈଜ୍ଞାନିକ ଜ୍ୟୋର୍ତିିମୟୀ ଦାଶଙ୍କୁ ମିଳିବ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର । ରସାୟନ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ପ୍ରଦାନ...
ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ଶିଳାନ୍ୟାସ
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପୂର୍ବରୁ ମହାନଦୀ ଉପରେ ଦୁଇଟି ହାଇ ଲେବଲ ବ୍ରିଜର ଶିଳାନ୍ୟାସ କରାଯାଇଛି । ଭିଡିଓ କନଫରନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ବୃହତ ପୋଲର ଶିଳାନ୍ୟାସ କରିଛନ୍ତି...
୧୪ ମନ୍ତ୍ରୀ, ବିଧାୟକ ଯିବେନି ବିଧାନସଭା
ରାଜ୍ୟର ୧୪ ଜଣ ମନ୍ତ୍ରୀ , ବିଧାୟକ କରୋନା ପଜିଟିଭ୍ ଚିହ୍ନଟ । କାଲି ୨ ଚିହ୍ନଟ ହୋଇଥିଲେ । ଆଜି ଆଉ ୧୨ ଜଣ କରୋନା ଚିହ୍ନଟ ହୋଇଛନ୍ତି । ଉପବାଚସ୍ପତି ରଜନୀକାନ୍ତ ସିଂହ, ମନ୍ତ୍ରୀ ସମୀର ଦାଶ...
ଚିମେରିକା ସମୟ ସରିଛି, ଏବେ ଶୀତଳ ଯୁଦ୍ଧ
'ଚିମେରିକା' ସମୟ ସରିଯାଇଛି । ଅର୍ଥାତ ଚୀନ ଓ ଆମେରିକା ଭିତରେ ଥିବା ସଂପର୍କ ଏବେ ଶେଷ ହୋଇଯାଇଛି । 2008 ଆର୍ଥିକ ସଂକଟ ସମୟରେ ଆରମ୍ଭ ହୋଇଥିବା ଦୁଇ ରାଷ୍ଟ୍ର ଭିତରେ ସଂପର୍କର ମୃତ୍ୟୁ ହୋଇଯାଇଛି । 2015...
ନାବାଳିକା ଗଣଦୁଷ୍କର୍ମ ଘଟଣା : ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ
କମିଶନରେଟ ପୋଲିସକୁ ନାବାଳିକା ଗଣଦୁଷ୍କର୍ମ ଘଟଣାର ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ । ପୋଲିସ ଏହି ଘଟଣାର ତଦନ୍ତ କରୁଥିଲେ ହେଁ ଏପର୍ଯ୍ୟନ୍ତ ତଦନ୍ତରେ କେତେ ଅଗ୍ରଗତି ହୋଇଛି, ତାହାର ସବିଶେଶ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି...
୯୧ ବର୍ଷ ବୟସରେ ସ୍ୱର ସାମ୍ରାଜ୍ଞୀ
ସ୍ୱର ସାମ୍ରାଜ୍ଞୀ , ମେଲୋଡି କୁଇନ, ଭଏସ ଅଫ ଇଣ୍ଡିଆ ଲତା ମଙ୍ଗେସକର ଆଜି ୯୧ ବର୍ଷ ବୟସରେ ପାଦ ଦେଇଛନ୍ତି । ଭାରତ ରତ୍ନ ସ୍ୱର ସାମ୍ରାଜ୍ଞୀଙ୍କ ପାଖରେ ଯେମିତି ବୟସ ହାର ମାନିଛି । ଦେଶରେ...
୧୬ ମୃତ, ୩୨୩୫ ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଜି ୩୨୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୨୩୫ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୯୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୩୨୦ । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୨...
















