ଅଗଷ୍ଟ ପାଇଁ ଗାଇଡଲାଇନ୍ , ଚାରି ଜିଲ୍ଲାରେ ସପ୍ତାହାନ୍ତ ସଟ୍ ଡାଉନ
ଅଗଷ୍ଟ 31 ତାରିଖ ଯାଏଁ ଅବ୍ୟାହତ ରହିବ କଟକଣା I ତେବେ ପୂର୍ବରୁ ଭୁବନେଶ୍ବର ସମେତ ଚାରି ଜିଲ୍ଲାରେ ଥିବା ଲକଡାଉନ କଟକଣାକୁ ସରକାର ଉଠାଇ ଦେବା ସହ ପୂର୍ବଭଳି ସପ୍ତାହାନ୍ତ ସଟଡାଉନକୁ ବଳବତ୍ତର ରଖିଛନ୍ତି I ଗଞ୍ଜାମ, ଗଜପତି,...
ନିଶା ପାଇଁ ପିଇଲେ ସାନିଟାଇଜର
ଆନ୍ଧ୍ରପ୍ରଦେଶରେ ସାନିଟାଇଜର ପିଇ ୯ ଜଣଙ୍କର ମୃତ୍ୟୁ ହୋଇଛି । ମଦ ନମିଳିବାରୁ ସାନିଟାଇଜର ପିଇଦେଇଛନ୍ତି ଏମାନେ । ପ୍ରକାଶମ ଜିଲ୍ଲାର ଏସପି ସିଦ୍ଧାର୍ଥ କୌଶାଲ ଏହି ସୂଚନା ଦେଇଛନ୍ତି । ଏସପି କହିଛନ୍ତି ଯେ, ୧୦ ଦିନ...
ଟିକିଏ ଭୂଲ ନେଇପାରେ ଜୀବନ
ପେଟ୍ରୋଲ ପମ୍ପରେ ତେଲ ଭରୁଥିଲେ ସାବଧାନ୍ । ଆପଣଙ୍କର ଟିକିଏ ଭୁଲ ପାଇଁ ଆପଣଙ୍କ ଜୀବନ ଯାଇପାରେ । ଦେଖନ୍ତୁ ଏ ଦୃଶ୍ୟ । ବ୍ୟକ୍ତି ଜଣଙ୍କ ନିଜ ବାଇକରେ ପେଟ୍ରୋଲ ପକାଇଲାବେଳେ ହଠାତ୍ ଲାଗିଗଲା ନିଆଁ ।...
୨୪୧ ଜଣ ପୋଷ୍ଟ ପିଜି ଡାକ୍ତରଙ୍କୁ ନିଯୁକ୍ତି
ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ଟପିଥିବା ବେଳେ ପ୍ରତିଦିନ ସଂକ୍ରମଣ ବଢ଼ୁଛି । କୋଭିଡ୍ ଯୋଦ୍ଧା ମଧ୍ୟ କରୋନା ଆକ୍ରାନ୍ତ ହେଉଛନ୍ତି । ସଂକ୍ରମଣରୁ ବାଦ୍ ପଡ଼ୁନାହାଁନ୍ତି ଆଗ ଧାଡ଼ିର କୋଭିଡ୍ ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ । ଏଭଳି...
୮ ମୃତ, ୧୪୯୯ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ ଆଉ ୧୪୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୪୯୯ ମଧ୍ୟରୁ କ୍ୱାରେଣ୍ଟିନରୁ ୯୧୪ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୫୫୮ ରହିଛି । ରାଜ୍ୟରେ ମୋଟ ପଜିଟିଭ୍ ସଂଖ୍ୟା ୩୧ ହଜାର ୮୭୭କୁ...
ମୃତ ସାମ୍ବାଦିକଙ୍କ ପରିବାରକୁ ସହାୟତା
କରୋନା ଯୋଦ୍ଧାଙ୍କୁ ସହାୟତା । ମୃତ ଦୁଇ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା ହୋଇଛି । ଗଞ୍ଜାମ ଏବଂ ଗଜପିର ଦୁଇ ସାମ୍ବାଦିକଙ୍କ ପରିବାରକୁ ସହାୟତା ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ଗଣମାଧ୍ୟମ...
୧୦ ମୃତ, ୧୨୦୩ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ଆଉ ୧୨୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨୦୩ ମଧ୍ୟରୁ କ୍ୱାରେଣ୍ଟିନରୁ ୭୫୮ , ଲୋକାଲ କେସ୍ ରହିଛି ୪୪୫ । ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୩୦ ହଜାର ୩୭୮କୁ ବୃଦ୍ଧି ପାଇଛି...
ଭୁବନେଶ୍ୱରରେ ୨୧୫ କରୋନା ପଜିଟିଭ୍, ଲୋକାଲ କେଉଁଠୁ କେତେ
ଆଜି ଭୁବନେଶ୍ୱରରେ ଆଉ ୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୧୫୦ ଏବଂ ୬୫ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ବାୟାବାବା ମଠ ନିକଟ ୟୁନିଟ-୯ ବସ୍ତିରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସାଲିଆ...
ମୋବାଇଲରେ ପଢୁଥିଲେ ପାଠ, ହଠାତ୍ ହେଲା ବ୍ଲାଷ୍ଟ
ଅନଲାଇନ୍ କ୍ଲାସବେଳେ ଅଘଟଣ । କରୋନା କଟକଣାକୁ ଦୃଷ୍ଟିରେ ରଖି ସରକାର ସ୍କୁଲ, କଲେଜ ବନ୍ଦ କରିଛନ୍ତି । ଏବଂ ଅନ ଲାଇନ୍ ମାଧ୍ୟମରେ କ୍ଲାସ କରାଯାଉଛି । କିନ୍ତୁ ପାଠ ପଢୁଥିବାବେଳେ ବ୍ଲାଷ୍ଟ ହେଲା ମୋବାଇଲ । ଏଭଳି...
୭ ମୃତ, ୧୨୧୫ ପିଜିଟିଭ୍ ଚିହ୍ନଟ: ଭୁବନେଶ୍ୱରରେ ଆଖି ବୁଜିଲା ୫ ବର୍ଷର ପୁଅ
ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ଆଉ ୧୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୨୧୫ ମଧ୍ୟରୁ କ୍ୱାରେଣ୍ଟିନରୁ ୭୫୩ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୪୬୨ ରହିଛି । ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୨୮ ହଜାର ୧୦୭କୁ ବୃଦ୍ଧି...















