30 C
Bhubaneswar
Tuesday, August 11, 2026
-Advertisement-

ଏସପିଙ୍କୁ କରୋନା, ସ୍ବାସ୍ଥ୍ୟ ବିଭାଗର 10 କର୍ମଚାରୀ ବି

ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ବାଇଁ କରୋନା ସଂକ୍ରମିତ I ଜିଲ୍ଲା ପୋଲିସ ମୁଖ୍ୟାଳୟର ଜଣେ କର୍ମଚାରୀଙ୍କ କରୋନା ପଜିଟିଭ ବାହାରିବା ପରେ ଅଫିସର ସବୁ କର୍ମଚାରୀଙ୍କ ସ୍ବାବ ଟେଷ୍ଟ କରାଯାଇଥିଲା I ଏଥିରେ ଏସପିଙ୍କର ପଜିଟିଭ ରିପୋର୍ଟ...

ରୂପା ଇଟାରେ ଅଯୋଧ୍ୟା ରାମମନ୍ଦିରର ଶିଳାନ୍ୟାସ

ଦୀର୍ଘଦିନର ଅପେକ୍ଷା ପରେ ଭାରତୀୟ ହିନ୍ଦୁଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି I ଅଯୋଧ୍ୟାସ୍ଥିତ ଶ୍ରୀରାମ ଜନ୍ମଭୂମି ସ୍ଥଳରେ ଆଜି ଶ୍ରୀରାମ ମନ୍ଦିରର ଭୂମିପୂଜନ ଓ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବତନ୍ତ୍ର ଭାବେ...

ଆଠ ତାରିଖ ଯାଏଁ ବର୍ଷା

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି I ଭୁବନେଶ୍ବର ପାଣିପାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 8 ତାରିଖ ଯାଏଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା...

କରୋନା ଆକ୍ରାନ୍ତ ହେଲେ 9 ଡାକ୍ତର

ସମ୍ବଲପୁର ଭୀମସାର ଡାକ୍ତରଖାନାରେ 9 ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହେବା ପରେ ଆଜି ମେଡିସିନ ବିଭାଗର ଓପିଡିକୁ ବନ୍ଦ କରିଦିଆଯାଇଛି I ଭୀମସାର ନିର୍ଦ୍ଦେଶକ ଲଳିତ କୁମାର ମେହେର ଏହି ସୂଚନା ଦେଇଛନ୍ତି I ଓଡିଶାରେ ଆଜିସୁଦ୍ଧା...

ରାକ୍ଷୀ ବାନ୍ଧିବା ପରେ ବଜ୍ରାଘାତ

ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ମଣ୍ଡଗାଁରେ ବଜ୍ରାଘାତରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ରାକ୍ଷୀ ପୂର୍ଣ୍ଣମୀ ଥିବାରୁ ଭାସ୍କର ବେହେରାଙ୍କ ବାରବର୍ଷର ଝିଅ ଆଶା ବେହେରା ସେହି ଗ୍ରାମର ନିରଞ୍ଜନ ଦଳେଇଙ୍କ ୧୫ବର୍ଷର ପୁଅ ସୁଶାନ୍ତ ହାତରେ...

ଆଇଏଏସ ପରୀକ୍ଷା ଫଳ, ପ୍ରଥମ ଦଶ ଭିତରେ ଦୁଇ ଓଡିଆ

ପ୍ରକାଶ ପାଇଥିବା ୟୁପିଏସସି ପରୀକ୍ଷା ଫଳରେ ପ୍ରଦୀପ ସିଂହ ଟପ୍ପର ହୋଇଥିବା ବେଳେ ପ୍ରଥମ ଦଶଜଣଙ୍କ ଭିତରେ ଦୁଇଜଣ ଓଡିଆ ସ୍ଥାନ ପାଇଛନ୍ତି I ଅଷ୍ଟମ ସ୍ଥାନରେ ଅଭିଷେକ ସରାଫ ରହିଥିବା ବେଳେ ଦଶମ ସ୍ଥାନରେ ରହିଛନ୍ତି ସଂଜିତା ମହାପାତ୍ର...

ଦେବାଶିଷଙ୍କ କରୋନା ଅସ୍ତ୍ର

କରୋନା ନିୟମ ଉଲ୍ଲଂଘନ କଲେ କଂଗ୍ରେସ ନେତାଙ୍କୁ ଫାଇନ ହେଉଛି, ବିଜେପି ନେତାଙ୍କ ବିରୋଧରେ ବି ଆକ୍ସନ ହେଉଛି, କିନ୍ତୁ ବିଜେଡି ନେତାଙ୍କ ବିରୋଧରେ କିଛି ଆକ୍ସନ ହେଉନି I କଂଗ୍ରେସର ପୂର୍ବତନ ବାଙ୍କୀ ବିଧାୟକ ଦେବାଶିଷ ପଟ୍ଟନାୟକ ଆଜି...

କରୋନାରେ ଆଖି ବୁଜିଲେ ଆଉ 10, ଓଡିଶାରେ ମୃତକଙ୍କ ସଂଖ୍ୟା 197

ଯେତେ ଲକଡାଉନ, ସଟଡାଉନ ହେଲେ ବି ଓଡିଶାରେ କରୋନା ବୋଲ ମାନିବା ସ୍ଥିତିରେ ନାହିଁ I ଆଜି ରାଜ୍ୟରେ କରୋନା ଆକ୍ରାନ୍ତରେ ଆଉ 10 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାରୁ 4 ଜଣଙ୍କର ମୃତ୍ୟୁ ହୋଇଛି...

ବେଲଗାମ୍ କରୋନା, ଆଖି ବୁଜିଲେ ମନ୍ତ୍ରୀ

ସମଗ୍ର ଦେଶରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡିଥିବା ବେଳେ ଆଜି ଉତ୍ତର ପ୍ରଦେଶର କ୍ୟାବିନେଟ ମନ୍ତ୍ରୀ କମଳାରାଣୀ ବରୁଣଙ୍କର ମୃତ୍ୟୁ ଘଟିଛି I ଗତ 18 ତାରିଖରୁ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ ଆଜି ତାଙ୍କର...
video

ମହୁମାଛି ମଣିଷ

ମହୁମାଛି ଦେଖିଲେ ଲୋକେ ଡରି ଯାଆନ୍ତି I ମହୁମାଛି କାମୁଡିଦେଲେ ଭୟଙ୍କର ଯନ୍ତ୍ରଣା ହୁଏ I ମାତ୍ର ଏ ଦୃଶ୍ୟ ଦେଖନ୍ତୁ, ଏ ବ୍ୟକ୍ତିଙ୍କ ଦେହରେ ମହୁମାଛି ବସିଛନ୍ତି, ଆଉ ସେ ଭୟଭୀତ ନ ହୋଇ ମହୁମାଛିଙ୍କର ମଜା...
- Advertisement -

Latest article

VipLuck Virtuelle Sportwetten-Optionen

InhaltWas sind Virtual Sports und wie funktionieren sie?Verfügbare Virtual-Sports-Disziplinen und WettmärkteSchritt-für-Schritt-Anleitung zum Platzieren einer WetteBonusangebote und deren Nutzung für Virtual SportsWichtige Tipps und häufige...

Configuration de la Carte AstroPay Amunbet

SommaireQu'est-ce qu'une Carte AstroPay et Pourquoi l'Utiliser sur Amunbet ?Où et Comment Obtenir Votre Carte AstroPayGuide Étape par Étape pour un Dépôt Réussi sur...

Processus de Résolution des Litiges Spinmillion

Sommaire1. Définition et Types de Litiges Courants2. Premières Actions : Contacter le Service Client3. Préparer un Dossier de Réclamation Formel4. Recours auprès d'un Médiateur...