28.4 C
Bhubaneswar
Sunday, August 9, 2026
-Advertisement-

ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ

କରୋନା ସଂକ୍ରମଣକୁ ନେଇ ଲୋକଙ୍କ ଭିତରେ ଭୟ ଓ ଆଶଙ୍କା ଲାଗି ରହିଥିବା ବେଳେ ଆଜି ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି I ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ 72 ବର୍ଷ ଏବଂ ସେ ଭୁବନେଶ୍ବର ଝାରପଡା ଅଞ୍ଚଳର...

ଆମେରିକାର ଧମକ ପରେ କି ନିଷ୍ପତ୍ତି ନେଲା ଭାରତ..

ଆମେରିକାରେ ମୃତ୍ୟୁର ତାଣ୍ଡବଲୀଳା ରଚିଥିବା କରୋନାକୁ ନେଇ ମାନସିକ ସନ୍ତୁଳନ ହରାଇଲେଣି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ I କୋଭିଡ 19 ରୋଗୀଙ୍କ ପାଇଁ ହ୍ରାଇଡ୍ରକ୍ସିକ୍ଲୋରୋକ୍ବିନ ଔଷଧ ନ ପଠାଇଲେ ଆମେରିକା ଆକ୍ରମଣ କରିବାକୁ ପଛାଇବ ନାହିଁ ବୋଲି ଟ୍ରମ୍ପ କହିବା...

ବାଘକୁ କରୋନା !

ମଣିଷ ପରେ ପଶୁ ଶରୀରରେ ମଧ୍ୟ କରୋନା ଭାଇରସ ଚିହ୍ନଟ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଆମେରିକାର ନ୍ୟୁୟର୍କସ୍ଥିତ ବ୍ରୋନକ୍ସ ଚିଡିଆଖାନରେ ଏକ ବାଘ କରୋନା ଭାଇରସ ସଂକ୍ରମଣର ଶିକାର ହୋଇଛି । ଆମେରିକାର କୃଷି ବିଭାଗର...

ସାବଧାନ ! ପରିବା, ସଉଦା ସାଙ୍ଗରେ ଘରକୁ କରୋନା ନେଇକି ଯାଆନ୍ତୁନି

ଦୁଇଦିନ ସଟ୍ ଡାଉନ୍ ପରେ ରାତି ଆଠଟାରେ ଭୁବନେଶ୍ବର, କଟକ ଓ ଭଦ୍ରକରେ ପରିବା ଓ ସଉଦା ଦୋକାନ ଖୋଲିବ I ତେବେ ଲୋକେ ସାମାଜିକ ଦୂରତ୍ବ ରକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି I...

ତ୍ବରିତ ନିଷ୍ପତ୍ତି ନେବା ଓ କାର୍ଯ୍ୟକାରୀ କରିବାରେ ସମନ୍ବୟ ପ୍ରଶଂସନୀୟ

କରୋନା ମୁକାବିଲା ଦିଗରେ ଓଡିଶା ସରକାରଙ୍କ ରଣନୀତି ପ୍ରଶଂସନୀୟ I ଦେଶବ୍ୟାପୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ଅନ୍ୟରାଜ୍ୟରେ ବେଶ୍ ପ୍ରଶଂସା କରାଯାଉଛି I କେନ୍ଦ୍ର ସରକାର ଏବଂ ଅନ୍ୟ ରାଜ୍ୟ ସରକାରମାନେ କରୋନା...

ଗୋଟିଏ ଦିନରେ ଚାରି ସଂକ୍ରମଣ

ଓଡିଶାରେ ଗୋଟିଏ ଦିନରେ ଚାରୋଟି କରୋନା ସଂକ୍ରମଣ ରୋଗୀ ଚିହ୍ନଟ I ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 9କୁ ବୃଦ୍ଧି ପାଇଛି I ଏପର୍ଯ୍ୟନ୍ତ ଓଡିଶାରେ ଏଗାରଶହରୁ ଅଧିକ ସ୍ବାବ୍ ନମୂନା ପରୀକ୍ଷା କରିଥିବା ବେଳେ...

48 ଘଣ୍ଟା ଭୁବନେଶ୍ବର,ଭଦ୍ରକ ଓ କଟକ ସଟ୍ ଡାଉନ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 5କୁ ବୃଦ୍ଧି ପାଇବା ପରେ ସରକାର କୋଭିଡ 19 ବିରୋଧରେ ରଣକୌଶଳ ପରିବର୍ତ୍ତନ କରିଛନ୍ତି I ବିଶେଷକରି ପଞ୍ଚମ କରୋନା ଆକ୍ରାନ୍ତଙ୍କୁ ଠାବ କରାଯିବା ପରେ ଏବଂ ସେ କୌଣସି ବିଦେଶ ଅଥବା ବାହାର...

ଲକ୍ ଡାଉନ୍‌ରେ ମୋ ପ୍ରତିଭା, ଭାଗ ନିଅନ୍ତୁ , ପୁରସ୍କାର ଜିତନ୍ତୁ

ଲକ୍ ଡାଉନ ସମୟରେ ପିଲାମାନଙ୍କ ପ୍ରତିଭାର ବିକାଶ ପାଇଁ ରାଜ୍ୟ ସରକାର ମୋ ପ୍ରତିଭା ପ୍ରତିେଯୋଗିତା ଆରମ୍ଭ କରିଛନ୍ତି । ୫ ରୁ ୧୮ ବର୍ଷ ବୟସର ପିଲାମାନେ ଘରେ ବସି ଅନଲାଇନରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇପାରିବେ ।...

କରୋନା ପାଇଁ କୁମ୍ପି ଦେଇଦେଲା କୁନିଝିଅ

୬ ବର୍ଷର କୁନି ଝିଅ ସୌମ୍ୟାଶ୍ରୀ । ସୌମ୍ୟାଶ୍ରୀଙ୍କ ମହତ୍ତ୍ୱ କାମକୁ ନେଇ ଏବେ ସବୁଠି ଚର୍ଚ୍ଚା । ନିଶ୍ଚିନ୍ତକୋଇଲି ଜାଭିୟର ସ୍କୁଲରେ ମଣ୍ଟେଶ୍ବରୀ ୩ ରେ ପାଠ ପଢ଼ନ୍ତି ସୌମ୍ୟାଶ୍ରୀ । କଟକ ଜିଲ୍ଲା ନିଶ୍ଚିତ କୋଇଲି...

ଦୁଇଟି କୋଭିଡ 19 ହସପିଟାଲ ପ୍ରସ୍ତୁତ

କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ଦୁଇଟି କୋଭିଡ 19 ହସପିଟାଲ ପ୍ରସ୍ତୁତ କରିଛନ୍ତି I ଭୁବନେଶ୍ବରରେ କିମ୍ସ ହସପିଟାଲରେ ପାଂଚଶହ ବେଡ୍ ପ୍ରସ୍ତୁତ ହୋଇଥିବା ବେଳେ କଟକ ଅଶ୍ବିନୀ ହସପିଟାଲରେ ଦେଢଶହ ବେଡ୍ ପ୍ରସ୍ତୁତ ହୋଇଛି I...
- Advertisement -

Latest article

Promos d’Entrée au Tournoi Betriviera

SommaireGuide Pratique : Comment Profiter des Promos d'Entrée au Tournoi BetrivieraÉtape 1 : Inscription et Éligibilité au TournoiÉtape 2 : Choisir et Activer son...

Date limite du bonus de bienvenue Stake : ne le laissez pas expirer

SommaireComprendre la période de validité de votre bonus StakeLes conditions de mise (Wagering Requirements) et le compte à reboursGuide étape par étape pour éviter...

Estave Instant Cashback vs Weekly Cashback

ContentsHow Instant Cashback Works at EstaveUnderstanding the Weekly Cashback ModelKey Differences: A Side-by-Side ComparisonWhich Cashback Offer Should You Choose?Common Terms and How to Claim...