ଓଡିଶାକୁ ନାହିଁ ତିତଲି ସହାୟତା
ଭୟଙ୍କର ବାତ୍ୟା ତିତଲିର ପ୍ରଚଣ୍ଡ ତାଣ୍ଡବ ଫଳରେ ଓଡିଶାର ବିଭିନ୍ନ ଜିଲ୍ଲା ବିଶେଷ କରି ଗଞ୍ଜାମ ଜିଲ୍ଲା ଅତି ମାତ୍ରାରେ ପ୍ରଭାବିତ ହୋଇଥିଲା. ତେବେ କ୍ଷତିଗ୍ରସ୍ତ ପରିବାରକୁ ସରକାର ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ. ଏହି ପରିପ୍ରେକ୍ଷୀରେ କେନ୍ଦ୍ର...
ଟେଷ୍ଟି ଟେଷ୍ଟି ଖାନା ଖଜାନା
ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଚାଲିଛି ଷ୍ଟ୍ରିଟ ଫୁଡ୍ ଫେଷ୍ଟିଭାଲ । ଦେଶୀ ଓ ବିଦେଶୀ ଭେଜ୍ ନନଭେଜ ଆଇଟମର ମଜା ନେଉଛନ୍ତି ରାଜଧାନୀବାସି । ଶୀତୁଆ ସନ୍ଧ୍ୟାରେ ଟେଷ୍ଟି ଟେଷ୍ଟି ଖାଦ୍ୟ ସାଙ୍ଗକୁ ରକବ୍ୟାଣ୍ଡରେ ମତୁଆଲା ହେଉଛନ୍ତି ଯୁବପିଢୀ ।...
ଶ୍ରୀଜିଉଙ୍କୁ ଦର୍ଶନ କଲେ ଅନୀଲ କୁମ୍ବଲେ
ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ ଶୁକ୍ରବାର ଶ୍ରୀମନ୍ଦିରରେ ପହଁଞ୍ଚି ଶ୍ରୀ ଜିଉଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ଝିଅ ଜନ୍ମ ଦିନ ଅବସରରେ ଜଗନ୍ନାଥଙ୍କୁ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଛନ୍ତି । ମଙ୍ଗଳ ଆଳତି ସମୟରେ ମହାପ୍ରଭୁଙ୍କୁ ଦର୍ଶନ...
ଉଚ୍ଚଶିକ୍ଷାରେ ବଦଳିବ ପାଠ ପଢାର ଶୈଳୀ
ବଦଳିବ ପାଠପଢାର ଶୈଳୀ, ଛାତ୍ରଛାତ୍ରୀ ହେବେ ଆହୁରି ଦକ୍ଷ । ଉଚ୍ଚଶିକ୍ଷାରେ ଆସିବ ସଂସ୍କାର । ପ୍ରତି ବିଶ୍ୱବିଦ୍ୟାଳୟରେ ହେବ ସମାନ ପାଠ୍ୟଖସଡା । ସମସ୍ତ ବିଶ୍ୱବିଦ୍ୟାଳୟରେ ଗୋଟିଏ ଦିନରେ ପରୀକ୍ଷା ହେବ । ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ...
ପଦ୍ମ ଧରିବେ ଧକ୍ ଧକ୍ ଗାର୍ଲ
2019 ନିର୍ବାଚନ ପାଇଁ ସବୁ ଦଳର ରାଜନୀତି ସରଗରମ ଥିବା ବେଳେ ବିଜେପିରେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଯୋଗ ଦେବେ ବୋଲି ସୂଚନା ମିଳିଛି. ତେବେ ଚଳିତ ବର୍ଷ ଜୁନ୍ ରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ମାଧୁରୀଙ୍କୁ...
ଅଜଣା ବାଇକ୍ ଧକ୍କାରେ ବୃଦ୍ଧା ମୃତ
ଅଜଣା ବାଇକ୍ ଧକ୍କାରେ ଜଣେ 70 ବର୍ଷର ବୃଦ୍ଧାଙ୍କର ମୃତ୍ୟୁ ଘଟିଛି. ସୂଚନା ଅନୁସାରେ, ଜଗତସିଂହପୁର ଥାନା ଅନ୍ତର୍ଗତ ସାଁପୁର ପଞ୍ଚାୟତ ଧୂଆଁପାରି ଗ୍ରାମର ପୁଷ୍ପଲତା ଦାସ ଟଙ୍କା ଉଠାଇବା ନିମନ୍ତେ ସାଁପୁର ନିକଟସ୍ଥ ଏସବିଆଇ ବ୍ୟାଙ୍କକୁ ଯାଇଥିଲେ. ପରେ...
ରଙ୍ଗବତୀ ଗୀତରେ ଝୁମିଲେ ହକି ତାରକା
ସ୍କୁଲ ପିଲାଙ୍କ ଭିତରେ ହକି ତାରକା । ବିଶ୍ୱକପ ହକି ଚାଲିଥିବାବେଳେ ଖେଳରୁ ଟିକେ ଫୁରସତ ନେଇ ପିଲାଙ୍କ ସହ କିଛି ସମୟ ଅତିବାହିତ କରିଛନ୍ତି ବେଲଜିୟମ ଟିମ୍ । ଗୁରୁବାର ସକାଳୁ ସକାଳୁ ଚନ୍ଦ୍ରଶେଖରପୁର ଡିଏଭି ପବ୍ଲିକ୍ ସ୍କୁଲରେ...
ଗାଡି ପାଇଁ ଇ-ଚାଲାଣ
ଗାଡି ମୁକୁଳାଇବା କିମ୍ବା ବିଭିନ୍ନ ପ୍ରକାର କର ଦେବା ପାଇଁ ଆରମ୍ଭ ହେଲା ଇ-ଚାଲାଣ ବ୍ୟବସ୍ଥା. ଆଜ୍ଞା ହଁ, ଯେତେବେଳେ ଜଣେ ବ୍ୟକ୍ତି ଟ୍ରାଫିକ୍ ନିୟମ ଉଲ୍ଲଘଂନ କରେ ତା ଠାରୁ ଫାଇନ ଆଦାୟ କରାଯାଉଥିଲା ଏବଂ ଫାଇନ ନ...
ପିସି, ବେରୋଜଗାରୀକୁ ନେଇ ରାସ୍ତାକୁ ଓହ୍ଲାଇବ ବିଜେପି
ରାଜ୍ୟରେ ବେରୋଜଗାର ଏକ ବଡ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ପିସି କାରବାର ମଧ୍ୟ ବଢିବାରେ ଲାଗିଛି। ଯୁବକଙ୍କ ରୋଜଗାର ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଯୁବକମାନେ ରାଜ୍ୟ ତଥା ଦେଶ ବାହାରକୁ ଖଟିବାକୁ ଯାଉଛନ୍ତି।...
ଟ୍ରେନ୍ ରେ ଲାଗିବ ସିସିଟିଭି
ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଣିକି ପ୍ରମୁଖ ଟ୍ରେନ୍ ରେ ସିସିଟିଭି ଲଗାଇବାକୁ ନିଷ୍ପତି ନେଇଛି ରେଳ ବିଭାଗ. ବୁଧବାର ଡିଜିପି ଆର୍. ପି ଶର୍ମାଙ୍କ ନେତୃତ୍ୱରେ ରେଳ ସୁରକ୍ଷାକୁ ନେଇ ବସିଥିବା ରାଜ୍ୟ ସ୍ତରୀୟ କମିଟି ବୈଠକରେ ଏହି...

















