26.7 C
Bhubaneswar
Sunday, July 26, 2026
-Advertisement-

ଆମେରିକାରେ ଭାରତୀୟଙ୍କ ନାଗରିକତା ସଂଖ୍ୟା ବଢୁଛି

ପ୍ରଶାସନର କଠିନ ନିୟମ ମଧ୍ୟରେ ଆମେରିକାର ନାଗରିକତା ପ୍ରାପ୍ତ କରିବା ବହୁ ଭାରତୀୟଙ୍କ ପାଇଁ ସ୍ୱପ୍ନ. ତେବେ 2017 ରେ ଆମେରିକାରେ ଭାରତୀୟ ନାଗରିକଙ୍କ ସଂଖ୍ୟା 10 ପ୍ରତିଶତ ବୃଦ୍ଧି ପାଇଛି. 50802 ଜଣ ଭାରତୀୟ ଆମେରିକାର ନାଗରିକତ୍ବ ଗ୍ରହଣ...

କୁଜଙ୍ଗ କୋର୍ଟରେ ସରେଣ୍ଡର କଲେ ମହିମା ମିଶ୍ର

କୁଜଙ୍ଗ ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କଲେ ମହିମା ମିଶ୍ର । ଗତକାଲି ସୁପ୍ରିମକୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ ଆତ୍ମସମର୍ପଣ କରିଛନ୍ତି ମହିମା । ପାରାଦୀପ ସିୱେଜ ସିପିଙ୍ଗ ଆଣ୍ଡ ଲଜିଷ୍ଟିକ ପ୍ରାଇଭେଟ ଲିମିଟେଡର ଜେନେରାଲ ମ୍ୟାନେଜର ମହେନ୍ଦ୍ର...

ଓଡିଶା ଲଳିତ କଳା ଏକାଡେମୀର ନୂଆ ସଭାପତି ହେଲେ ସୁଦର୍ଶନ

ଅାନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିଛି ନୂଆ ନିଯୁକ୍ତି । ଓଡିଶା ଲଳିତ କଳା ଏକାଡେମୀର ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି ସୁଦର୍ଶନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି ।...

ଆଫଗାନୀସ୍ତାନ ରାଷ୍ଟ୍ରପତି ଅଶରାଫ ଘାନିଙ୍କ ଭାରତ ଗସ୍ତ

ଆଫଗାନୀସ୍ତାନ ରାଷ୍ଟ୍ରପତି ଅଶରାଫ ଘାନି ବୁଧବାର ଭାରତ ଗସ୍ତରେଆସି ନୂଆଦିଲ୍ଲୀରେ ପହଁଞ୍ଚିଛନ୍ତି । ଦିଲ୍ଲୀରେ ପହଁଞ୍ଚି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କେତେକ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଦୁଇଦେଶର ଆଞ୍ଚଳିକ...

ତିନି ତଲାକ୍ ଅଧ୍ୟାଦେଶକୁ ମିଳିଲା ମଞ୍ଜୁରୀ

ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର କ୍ୟାବିନେଟ ବୁଧବାର ତିନ ତଲାକ ଅଧ୍ୟାଦେଶକୁ ମଞ୍ଚୁରୀ ଦେଇଛନ୍ତି । ଏହି ବିଲ୍ ଗତ ଦୁଇଟି ଅଧିବେଶନରେ ରାଜ୍ୟସଭାରେ ପାସ୍ ହୋଇପାରିନଥିଲା । ଏହି ବିଲ ଉପରେ ଆସନ୍ତା ୬ମାସ ପାଇଁ ଅଧ୍ୟାଦେଶ ଲାଗୁ...

ପ୍ରଥମ ଯାତ୍ରୀ ଭାବେ ଚନ୍ଦ୍ରକୁ ଯିବେ ମେଜାୱା

ପ୍ରଥମଯାତ୍ରୀ ଭାବେ ଜାପାନର ୟୋସାକୁ ମେଜାୱା ଚନ୍ଦ୍ରକୁ ଯିବେ । ଏନେଇ ସ୍ପେସ୍ ଏକ୍ସ କମ୍ପାନୀର ସିଇଓ ଏଲନ ମସ୍କ ଘୋଷଣା କରିଛନ୍ତି । ଏଥିଲାଗି ୯୦ ମିନିଟର ଉଡାଣ ପାଇଁ ପ୍ରାୟ ୨୫୦ ହଜାର ଡଲାର ଖର୍ଚ୍ଚ ହେବ...

କୁକୁରକୁ କରାଗଲା ସହରର ମେୟର

ସାଧରଣତଃ ମେୟର ଆସନ ଏକ ଗୁରୁତ୍ୱପୂର୍ଣ୍ଣ ଆସନ ହୋଇଥାଏ । ସହରର ଶାସନଭାର ମେୟରଙ୍କ ହାତରେ ଥାଏ । ହେଲେ ଏବେ ଏମାନେ କେବଳ ନିର୍ବାଚନବେଳେ ଦେଖାଯାଉଛନ୍ତି । ପରେ ଲୋକମାନଙ୍କର ସୁଖଦୁଃଖରେ ଏମାନେ ଭାଗିଦାର ହେଉନଥିବାରୁ ଆମେରିକାର ଲୋକେ...
video

ବିଦାୟ ନେଉଛନ୍ତି ଗଜାନନ

ବିଦାୟ ନେଉଛନ୍ତି ବିଘ୍ନବିନାଶକ ଗଜାନନ । ବାଜା ଏବଂ ବିଭିନ୍ନ ପ୍ରକାର ଧ୍ୱନିରେ ପ୍ରକମ୍ପିତ ହୋଇଉଠୁଛି ପୁରା ପରିବେଶ । ୧୩ ତାରିଖରେ ଗଣେଶ ଚତୁର୍ଥି ଆରମ୍ଭ ହୋଇଥିଲା । ଦୀର୍ଘ ଚାରିଦିନ ଧରି ପୂଜା ପାଇବା ପରେ ଶେଷରେ...

ଭିନ୍ନ ଢଙ୍ଗରେ ମୋଦିଙ୍କୁ ଶୁଭେଚ୍ଛା:13000 ଫୁଟ୍ ଉଚ୍ଚରୁ ଡେଇଁ ମୋଦିଙ୍କୁ ଜଣାଇଲେ ଶୁଭେଚ୍ଛା

ସୋମବାର ଦିନ 68 ବର୍ଷ ବୟସରେ ପାଦ ଥାପିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଏଥିପାଇଁ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ ପୁନେର ସ୍କାଏ ଡାଇଭର ଶୀତଲ ମହାଜନ ମୋଦିଙ୍କୁ ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି.ଏଥିପାଇଁ ସେ ଆମମେରିକାର...

ମଝି ଆକାଶରେ ଅଚଳ ହେଲା ବିମାନ: ବର୍ତ୍ତିଲେ ଏୟାର ଇଣ୍ଡିଆର ୩୭୦ ଯାତ୍ରୀ

ନୂଆଦିଲ୍ଲୀରୁ ନୁ୍ୟର୍କ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ବୋଇଙ୍ଗ ୭୭୭-୩୦୦ ବିମାନ ଏଆଇ-୧୦୧ରେ ୩୭୦ ଯାତ୍ରୀ ସବାର ଥିଲେ । ବିମାନର କେତେକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ କାମ କରୁନଥିଲା । ଦୀର୍ଘ ୧୫ ଘଣ୍ଟାର ବିପଦ ପୂର୍ଣ୍ଣ ଯାତ୍ରା ପରେ...
- Advertisement -

Latest article

ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ପ୍ରଥମ ରୌପ୍ୟ ପଦକ

ନୂଆଦିଲ୍ଲୀ:ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ମିଳିଛି ପ୍ରଥମ ରୌପ୍ୟ ପଦକ।୬୦ କେଜି ପୁରୁଷ ବର୍ଗରେ ମଣିପୁରର ଋଷିକାନ୍ତ ସିଂହ ଚନମ୍ବମଙ୍କୁ ମିଳିଛି ଏହି ସଫଳତା। ସେ ମୋଟ୍ ୨୬୪...

ଆଜି ହେଉଛି କାର୍ଗିଲ ବିଜୟ ଦିବସ:ବୀରତ୍ୱ ଓ ବଳିଦାନକୁ ମନେ ପକାଇଛି ସାରା ଦେଶ

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୨୭ତମ କାରଗିଲ ବିଜୟ ଦିବସ । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ଦେଶବ୍ୟାପୀ ‘କାରଗିଲ ବିଜୟ ଦିବସ’ ଭାବରେ ଅତ୍ୟନ୍ତ ଗର୍ବ ଓ ସମ୍ମାନର ସହିତ...

ରାଜଧାନୀରେ ଚାଞ୍ଚଲ୍ୟ :ବରମୁଣ୍ଡା ବସ୍ ଷ୍ଟାଣ୍ଡ ଆଗରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ବର: ଆଜି ପ୍ରତ୍ୟୁଷରେ ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟ ଏକ ରାସ୍ତାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ମିଳିଛି। ସୂଚନା ଅନୁଯାୟୀ ସ୍ଥାନୀୟ ଲୋକମାନେ ସକାଳ ପ୍ରାୟ ୪ଟା ସମୟରେ ରାସ୍ତା...