ସାରିଡନକୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି
ସୋମବାର ସୁପ୍ରିମକୋର୍ଟ ସାରିଡନ ଓ ଅନ୍ୟଦୁଇଟି ଔଷଧକୁ ପ୍ରସ୍ତୁତି ଓ ବଜାରରେ ବିକ୍ରି ପାଇଁ ଅନୁମତି ଦେଇଛନ୍ତି । ଏହି ଔଷଧ କମ୍ପାନୀଙ୍କ ଆବେଦନ ଉପରେ ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଆଜି ଏହି ଆଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ...
ସତ୍ୟବାଦୀ ବକୁଳ ବନରେ ହେବ ଓଡିଆ ବିଶ୍ୱବିଦ୍ୟାଳୟ
ରାଜ୍ୟରେ ହେବାକୁ ଥିବା ଓଡିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ସ୍ଥାନ ନିରୂପଣ ହୋଇଛି । ପୁରୀ ଜିଲ୍ଲା ସତ୍ୟବାଦୀ ବକୁଳ ବନରେ ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯିବ । ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି...
ଆସନ୍ତା ୨୦ରେ ପୁରୀ ଆସିବେ ଅମିକସ୍ କ୍ୟୁରୀ ଗୋପାଳ ସୁବ୍ରମନ୍ୟମ୍
ସୁପ୍ରିମକୋର୍ଟଙ୍କ ଆଦେଶକ୍ରମେ ନିଯୁକ୍ତ ହୋଇଥିବା ଅମିକସ୍ କ୍ୟୁରୀ ଗୋପାଳ ସୁବ୍ରମନ୍ୟମ୍ ଆସନ୍ତା ଗୁରୁବାର ଦିନ ପୁରୀ ଆସୁଛନ୍ତି. ତେବେ ସେ ପୁରୀ ଆସି ବିଭିନ୍ନ ପ୍ରକାର ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି. ଶୁକ୍ରବାର ଓ ଶନିବାର...
ବିଶ୍ୱ ବାଣିଜ୍ୟ ସଂଗଠନ କ’ଣ ?
ସଂରକ୍ଷଣ ନୀତିକୁ ଅବଲମ୍ବନ କରିବାକୁ ଯାଇ ଆମେରିକା ସହ ଅନ୍ୟଦେଶ ମଧ୍ୟ ବାଣିଜ୍ୟ ଯୁଦ୍ଧର ଏକ ସ୍ଥିତି ବନିଯାଇଛି. ଯାହାଫଳରେ ବିଭିନ୍ନ ଦେଶ ଗୁଡିକ ମୁକ୍ତ ବ୍ୟାପାର ପଥରେ ଜଟିଳ ପରିସ୍ଥିତି ସୃଷ୍ଟି କରୁଛନ୍ତି. ଯେଉଁଥିପାଇଁ ଅନ୍ତରାଷ୍ଟ୍ରିୟ ବ୍ୟାପାର ବ୍ୟବସ୍ଥାକୁ...
ଭାରତର ବେଷ୍ଟ ଇଞ୍ଜିନିୟରିଂ କଲେଜ
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇଞ୍ଜିନିୟରସ ଡେ’ ପାଳିତ ହୋଇଯାଇଛି. ତେବେ ଏହି ଉତ୍ସବରେ ଭାରତର କେତୋଟି ପ୍ରମୁଖ ଇଞ୍ଜିନିୟରିଂ କଲେଜକୁ ବେଷ୍ଟ ଇଞ୍ଜିନିୟରିଂ କଲେଜ ରୂପେ ମାନ୍ୟତା ଦିଆଯାଇଛି. ଏହା ମାନବ ସଂଶୋଧନ ବିକାଶ ମନ୍ତ୍ରାଳୟର ଭାରତରେ...
ଭାଜପା ଏମପିଙ୍କ ପାଦ ଧୁଆ ପାଣିପିଇଲେ କାର୍ଯ୍ୟକର୍ତ୍ତା
ଝାଡଖଣ୍ଡ ଗୋଡ୍ଡା ସଂସଦୀୟ କ୍ଷେତ୍ରରେ ଏମପି ନିଶିକାନ୍ତ ଦୁବେଙ୍କ ପାଦ ଧୁଆ ପାଣି ପିିଇଛନ୍ତି ଜଣେ ସ୍ଥାନୀୟ କାର୍ଯ୍ୟକର୍ତ୍ତା। ନିଶିକାନ୍ତ ରବିବାର କନଭାରା ବ୍ରିଜର ଶିଳାନ୍ୟାସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏଠାରେ ଜଣେ କର୍ମୀ...
ଜନ୍ମଦିନରେ ମୋଦିଙ୍କୁ ୨ଟଙ୍କିଆ ଗିଫ୍ଟ କଲେ କର୍ଣ୍ଣାଟକ ସରକାର
ସୋମବାର କର୍ଣ୍ଣାଟକ ସରକାର ପେଟ୍ରୋଲ ଓ ଡିଜେଲ ଦରରେ ଦୁଇ ଟଙ୍କା ହ୍ରାସ କରିଛନ୍ତି । ପେଟ୍ରୋଲ ଓ ଡିଜେଲ ବୃଦ୍ଧି ପାଉଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା । ତେଣୁ ପେଟ୍ରୋଲ ଓ ଡିଜେଲ ଦର ୨...
ଆସାମରେ ବନ୍ୟା, ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ସୂଚନା
ଲଗାଣ ବର୍ଷା ଯୋଗୁଁ ଦେଶରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଅରୁଣାଞ୍ଚଳ ପ୍ରଦେଶରେ ଲଗାତାର ବର୍ଷା ଫଳରେ ବ୍ରହ୍ମପୁତ୍ର ଏବଂ ଏହାର ସହଯୋଗୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଆସାମରେ...
ଜେଡିୟୁରେ ସାମିଲ ହେଲେ ପ୍ରଶାନ୍ତ କିଶୋର
ଜେଡିୟୁରେ ସାମିଲ ହେଲେ ପ୍ରଶାନ୍ତ କିଶୋର । ଏନେଇ ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଗତ କିଛି ଦିନ ହେଲା ଚର୍ଚ୍ଚା ଲାଗି ରହିଥିଲା ଯେ, ଆଗାମୀ ଲୋକସଭା ନିର୍ବାଚନ ନେଇ...
୧୦ ହଜାର ଗୁପଚୁପରେ ତିଆରି ଗଜାନନ
ଗଜାନନଙ୍କ ମେଢ ପ୍ରସ୍ତୁତି ହେଉ କି ମୂର୍ତ୍ତି ହେଉ କିଛି ଭିନ୍ନ ଷ୍ଟାଇଲରେ କାରିଗର ମାନେ ଦର୍ଶକଙ୍କୁ ଭେଟିଦିଅନ୍ତି । କିଛି କାରିଗରମାନେ ମର୍ଡନ ଷ୍ଟାଇଲରେ ମଧ୍ୟ ମୂର୍ତ୍ତି ଗଢିଥାନ୍ତି । ତେବେ ପୁଣେରେ ମଧ୍ୟ ଧୁମଧାମରେ ଗଜାନନଙ୍କୁ ପୂଜା...









