ଏନକାଉଣ୍ଟର, ୫ ମାଓବାଦୀ ସଫା
ଛତିଶଗଡ ବିଜାପୁରରେ ସୋମବାର ବିଧାନସଭାର ପ୍ରଥମ ପର୍ୟ୍ୟାୟ ମତଦାନ ଚାଲୁଥିବା ବେଳେ ସେଠାରେ କୋବ୍ରା ବାଟାଲିୟନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବନିମୟ ଘଟିଛି। ଏଥିରେ ୫ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୩ ଜଣ ଯବାନ ଆହତ...
କନ୍ଧମାଳରେ ମାଓ ପୋଷ୍ଟର
କନ୍ଧମାଳ ଜିଲ୍ଲାରେ ପୁଣି ମାଓବାଦୀମାନେ ସକ୍ରିୟ ହୋଇ ଉଠିଛନ୍ତି । ଲଗାତାର ଦ୍ୱିତୀୟ ଦିନ ପାଇଁ ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । ଚାଷୀଙ୍କ ପ୍ରାଇସ , ପ୍ରେଷ୍ଟିଜ୍ ଓ ପେନସନ ପାଇଁ ନବ ନିର୍ମାଣ କୃଷକ ସଙ୍ଗଠନ...
୨୪ ଘଣ୍ଟାରେ ଭୟଙ୍କର ରୂପ ନେବ ଗାଜା
ଘୂର୍ଣ୍ଣିଝଡ ‘ଗାଜା’କୁ ନେଇ କେନ୍ଦ୍ର ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆସନ୍ତା ୧୫ତାରିଖ ପର୍ୟ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଥିବା ବେଳେ ସମୁଦ୍ର ମଧ୍ୟରେ ଥିବା ମତ୍ସଜୀବୀଙ୍କୁ ଫେରିଆସିବାକୁ କୁହାଯାଇଛି। ସେହିପରି ସମୁଦ୍ର...
କୁଅରେ ପଡି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ
ଅନୁଗୁଳ ଜିଲ୍ଲା ପାଲଲହଡା ସ୍ଥିତ ଖମାର ଥାନା ଆଲୋରୀ ଗାଁରେ ଦୁଃଖଦ ଘଟଣା । କୁଅରେ ପଡି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଶିଶୁ ହେଲେ ୪ ବର୍ଷର ପଲ୍ଲବୀ କିଶାନ ଓ ୩ ବର୍ଷର...
ଓକିଲ-ପୋଲିସ ମାମଲା: ଘୁଞ୍ଚିଲା ଶୁଣାଣୀ
ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୋଲିସ ମାଡ଼ ମାରିବା ମାମଲାର ଆଜି ଶୁଣାଣୀ ହୋଇପାରି ନାହିଁ । କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରି ପାରି ନଥିବାରୁ ଆସନ୍ତାକାଲିକୁ ଶୁଣାଣୀ ସ୍ଥଗିତ ରହିଛି । ଆସନ୍ତାକାଲି ସୁଦ୍ଧା ଚାର୍ଜସିଟ୍ ଦାଖଲ କରିବାକୁ...
୨୦ ଲକ୍ଷର ବ୍ରାଉନ ସୁଗାର ଜବତ
ଜଳେଶ୍ୱର ଅଞ୍ଚଳରେ ରେଡ୍ । କଟକ ଗୁଇନ୍ଦା ଅବକାରୀ ବିଭାଗର ସ୍କାର୍ଡ ଏଠାରେ ଚଢାଉ କରି ୨ ଶହ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ। ଏଥିରେ...
ବିଜେପି ପକ୍ଷରୁ ଜନ ପରାମର୍ଶ ପଦଯାତ୍ରା
ବିଜେପି ପକ୍ଷରୁ ପୁରୁଣା ଭୁବନେଶ୍ୱରଠାରେ ଜନ ପରାମର୍ଶ ପଦଯାତ୍ରା କରାଯାଇଛି. ଏହି ବିଶାଳ ସମାବେଶରେ କର୍ମୀ ସରକାରଙ୍କ ଅପାରଗତାକୁ ମଙ୍ଗ କରି ବିଭିନ୍ନ ସମସ୍ୟାକୁ ସରକାରଙ୍କ ପାଖରେ ରଖିବା ସହ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି. କର୍ମୀମାନେ ଲିଙ୍ଗରାଜ ମନ୍ଦିରରୁ...
ଛତିଶଗଡରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ-ବିଏସଏଫ ଯବାନ ଆହତ ଓ ଜଣେ ନକ୍ସଲ ମୃତ
ଛତିଶଗଡରେ ନିର୍ବାଚନର ଠିକ୍ ଗୋଟିଏ ଦିନ ପୂର୍ବରୁ ମାଓବାଦୀମାନେ ଆତଙ୍କ ଖେଳାଇଛନ୍ତି ଏବଂ ଅନ୍ତାଗଡ ଗାଁ ରେ 7ଟି ବିସ୍ଫୋରଣ ଘଟାଇଛନ୍ତି. ଫଳରେ ଉଭୟ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି. ଅନ୍ୟପଟେ ବିଜାପୁରରେ ମଧ୍ୟ...
ଓଲଟିଲା ସ୍କୁଲ ବସ:୩ମୃତ, ୩୦ରୁ ଉର୍ଦ୍ଧ ଆହତ
ନବରଙ୍ଗପୁର ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ସ୍କୁଲ ବସ ଘାଟି ତଳକୁ ଖସିଯିବା ଫଳରେ ୩ଜଣ କର୍ମଚାରୀ ମୃତ୍ୟୁବରଣ କରିଛନ୍ତି । ଏହା ସହ ୩୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ...
ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଟି-20
ରବିବାର ଦିନ ଚେନ୍ନାଇରେ ଅନୁଷ୍ଠିତ ହେଉଛି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟି-20 ମ୍ୟାଚ୍. ଏଥିପାଇଁ ପ୍ରସ୍ତୁତ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଦଳ. ଏହି ମ୍ୟାଚରେ ଭାରତ ବିଜୟ ଲାଭ କରି କ୍ଲିନ ସ୍ୱିପ୍ କରିବା ପାଇଁ...







