29.1 C
Bhubaneswar
Monday, May 20, 2024
-Advertisement-

ଅରୂପଙ୍କ ନାଁରେ ଥାନାରେ ଏତଲା ଦେଲା ବିଜେପି

ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲା ବିଜେପି । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ନାଁ ନ ନେଇ ତାଙ୍କୁ ମାରିବା ପାଇଁ ଦଳୀୟ ସଭାରେ ଖୋଲାଖୋଲି ଧମକ ଦେଇଥିଲେ ବିଜେଡି...

ଟପ୍ ଲେବଲ୍ କନସ୍ପିରାସି

ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା କରାଯିବା ପଛରେ ରହିଛି ଟପ୍ ଲେବଲ୍ କନସ୍ପିରାସି । ଏମିତି ଆରୋପ ଲଗାଇଛି କଂଗ୍ରେସ । ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ତଥା ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ଜଣେ ପୋଲିସ ଅଧିକାରୀଙ୍କ...

ବିଜେପିରୁ ଲଢିବେ ପ୍ରିୟଦର୍ଶୀ !!

ଭୁବନେଶ୍ବର ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହୋଇଛନ୍ତି । ଭୁବନେଶ୍ବର ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ବିଜେପି ପ୍ରାର୍ଥୀ ହେବାକୁ ଯାଉଛନ୍ତି । 2014 ନିର୍ବାଚନରେ ସେ...

ସତ୍ୟେନ୍ଦ୍ର ଜୈନ ନିର୍ଦ୍ଦୋଷ : କେଜ୍ରିଓ୍ୱାଲ

ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଗିରଫଦାରୀ ପଛରେ ରାଜନୈତିକ ଅଭିସନ୍ଧି ରହିଛି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ । ମନି ଲଣ୍ଡରିଂ ମାମଲାରେ ଇଡି ଜୈନଙ୍କୁ ଗିରଫ କରିଛି । ମାତ୍ର ଜୈନଙ୍କ ବିରୋଧରେ...

112 ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତାଲିକା

112ଟି ବିଧାନସଭା ଆସନ ପାଇଁ ଆଜି ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲିରୁ ପ୍ରାର୍ଥୀ ହୋଇଥିବା ବେଳେ ପାଟଣାଗଡରୁ କନକ ବର୍ଦ୍ଧନ ସିଂହଦେଓ, ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ଭବାନୀପାଟଣାରୁ ପ୍ରଦୀପ୍ତ...

9 ରୁ କଂଗ୍ରେସର ପଦଯାତ୍ରା

ପ୍ରତି ଜିଲ୍ଲାରେ ପଦଯାତ୍ରା କରିବ କଂଗ୍ରେସ । ଆସନ୍ତା 9 ତାରିଖରୁ ଏହି ପଦଯାତ୍ରା ଆରମ୍ଭ ହେବ । ନିଜେ ପିସିସି ସଭାପତି ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତି ଜିଲ୍ଲାରେ 75 କିଲୋମିଟର ପଦଯାତ୍ରା କରିବେ ।...

କଂଗ୍ରେସରେ ଯୋଗଦେଲେ ପ୍ୟାରୀଙ୍କ ଝିଅ

କଂଗ୍ରେସରେ ଯୋଗଦେଲେ ସ୍ୱର୍ଗତ ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ସିକ୍ତା ପତି । ସିକ୍ତା କହିଛନ୍ତି ଯେ, ମୋତେ ଗୋଟେ ଜାତୀୟ ଦଳରେ ଅଂଶ ହେବା ପାଇଁ ସୁଯୋଗ ମିଳିଛି । ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ ଯାତ୍ରାରେ...

ରାମକୃଷ୍ଣଙ୍କୁ ନାଗରିକ ସମ୍ବର୍ଦ୍ଧନା

ସିପିଆଇ ଜାତୀୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ରାମକୃଷ୍ଣ ପଣ୍ଡାଙ୍କୁ ନାଗରିକ ସମ୍ବର୍ଦ୍ଧନା I ଭୁବନେଶ୍ୱର ଗୀତଗୋବିନ୍ଦ ଭବନରେ ପ୍ରଗତିଶୀଳ ନାଗରିକ ମଞ୍ଚ ପକ୍ଷରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା I ଶରତ ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ...

ସମ୍ବଲପୁର ହିଂସାକାଣ୍ଡ ପାଇଁ ବିଜେପି ଗଠନ କଲା ଯାଞ୍ଚ କମିଟି

ସମ୍ବଲପୁରରେ ହନୁମାନ ଜୟନ୍ତୀ ବେଳେ ହୋଇଥିବା ହିଂସାକାଣ୍ଡ ପାଇଁ ବିଜେପି ଗଠନ କରିଛି ଯାଞ୍ଚ କମିଟି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଏହି କମିଟି ଗଠନ କରିଛନ୍ତି । ଚାରିଜଣିଆ କମିଟିରେ ଉତ୍ତରପ୍ରଦେଶର ରାଜ୍ୟସଭା ସାଂସଦ ବ୍ରଜଲାଲ୍,...

କଂଗ୍ରେସ ସେବାଦଳର ଶୋଭାଯାତ୍ରା

ରାଜଧାନୀରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ଦୀର୍ଘଦିନ ପରେ କଂଗ୍ରେସ ସେବାଦଳ ପକ୍ଷରୁ ଏକ ଶୃଙ୍ଖଳିତ ଶୋଭାଯାତ୍ରା ରାଜଧାନୀରେ ପରିକ୍ରମା କରିବା ପରେ କଂଗ୍ରେସ ଭବନରେ ପହଞ୍ଚିଥିଲା । ଏଥିରେ ରାଜ୍ୟର ପ୍ରାୟ ତିନିହଜାର କର୍ମୀ ଯୋଗ ଦେଇଥିଲେ ।...
- Advertisement -

Latest article

ଯାଜପୁରିଆ ଠିକାଦାରଙ୍କ ଘରେ ଆଇଟି ରେଡ୍

ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ...

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...