32.1 C
Bhubaneswar
Wednesday, May 8, 2024
-Advertisement-
Home Sports Page 32

Sports

From festivals in Florida to touring Dracula’s digs in Romania, we round up the best destinations to visit this October. As summer abandons Europe again this October, eke out the last of the rays and raves in Ibiza, where nightclubs will be going out with a bang for the winter break. When the party finally stops head to the island’s north.

ମହିଳା ହକି ବିଶ୍ୱ କପ୍ : ଇଟାଲୀକୁ 3-0 ରେ ପରାସ୍ତ କଲା ଭାରତ

ମହିଳା ହକି ବିଶ୍ୱ କପ୍ ରେ ଭାରତ ଇଟାଲୀକୁ 3-0 ରେ ମାତ୍ ଦେଇ କ୍ୱାଟର ଫାଇନାଲରେ ପ୍ରବେଶ କରିଛି. ମଙ୍ଗଳବାର ଲଣ୍ଡନରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ଧିରେ ଧିରେ ନିଜ କୌଶଳର ଯାଦୁ ଦେଖାଇଥିଲା. ନଭଜୋତ୍...

ମହିଳା ହକି ବିଶ୍ୱକପ୍ : ଭାରତ ପାଇଁ ‘କର’ ବା ‘ମର’ ସ୍ଥିତି

ମହିଳା ହକି ବିଶ୍ୱକପ୍ ରେ ଏଥର ଭାରତକୁ ନିଜର ଜଲଓ୍ୱା ଦେଖାଇବାକୁ ପଡ଼ିବ. ଇଟାଲୀ ସହ ହେବାକୁ ଥିବା ଆଗାମୀ ମ୍ୟାଚରେ ଭାରତ ପାଇଁ ‘କର’ ବା ‘ମର’ ପରିସ୍ଥିତି ସୃଷ୍ଟି ହୋଇଛି. ହକି ବିଶ୍ୱ କପ୍ କ୍ୱାଟର ଫାଇନାଲରେ...

ଓଡିଶା ବାଏ ମର୍ଣ୍ଣିଂ, ହକି ବାଏ ଇଭିନିଙ୍ଗ, ଲଣ୍ଡନ ବସ୍ ରେ ଓଡିଶା ପର୍ଯ୍ୟଟନର ବିଜ୍ଞାପନ

କ୍ରୀଡା ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ନୂଆ ଅଧ୍ୟାୟ. ରାଜ୍ୟ ସରକାର ହକି ସହ ପର୍ଯ୍ୟଟନକୁ ଯୋଡି ବିଶ୍ବସ୍ତରରେ ନୂଆ ବାର୍ତ୍ତା ଦେଇଛନ୍ତି. ହକି ମେନ୍ସ ଓ୍ବାର୍ଲ୍ଡ କପ୍ ଭୁବନେଶ୍ବର 2018 ପାଇଁ ଲଣ୍ଡନ ସିଟି ବସରେ ଓଡିଶା ପର୍ଯ୍ୟଟନର ଚିତ୍ରକୁ...

ମହିଳା ହକି ବିଶ୍ୱକପ୍ : ଭାରତ ପାଇଁ ‘କର’ ବା ‘ମର’ ସ୍ଥିତି

ବିଶ୍ୱକପ୍ ରେ ନିଜ ସ୍ଥାନ କାୟମ ରଖିବା ପାଇଁ ଭାରତୀୟ ଟିମକୁ ଆମେରିକା ବିପକ୍ଷରେ ହେବାକୁ ଥିବା ମ୍ୟାଚକୁ ଯେକୌଣସି ପରିସ୍ଥିତିରେ ଜିତିବାକୁ ହେବ. ଗୋଟିଏ ମ୍ୟାଚ ଡ୍ର ଓ ଗୋଟିଏ ମ୍ୟାଚ ହାରିବା ପରେ ଭାରତୀୟ ମହିଳା ହକି ଟିମକୁ...

୨୮ରୁ ଓସିଏର ଖେଳାଳି ଚୟନ

ଜୁଲାଇ ୨୮ରୁ ଓସିଏ ରଣଜୀ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ କରିବ । ପ୍ରଥମ ପର୍ଯ୍ୟାୟରେ ରଣଜୀ ଦଳ ପାଇଁ ହେଉଥିବା ଚୟନ ପ୍ରକ୍ରିୟାରେ ୧୪୦ ଜଣ ଖେଳାଳି ଭାଗ ନେବେ । ଏମାନଙ୍କ ମଧ୍ୟରୁ ରାଜ୍ୟ ପାଇଁ ୧୦୦...

କୋହଲି ମିଛ କହୁଛନ୍ତି

କ୍ରିକେଟ କ୍ୟାପଟେନ ବିରାଟ କୋହଲି ମିଛ କହୁଛନ୍ତି । ଏକଥା କହିଛନ୍ତି ଇଂଲଣ୍ଡ ତାରକା ପେସର୍ ଜେମ୍ସ ଆଣ୍ଟରସନ୍ । କୋହଲି କୁଆଡେ କହିଥିଲେ,  ଯଦି ଭାରତ ମ୍ୟାଚ ଜିତୁଛି, ତେବେ ତାଙ୍କର ବ୍ୟକ୍ତିଗତ ସ୍କୋରକୁ ସେ ଗୁରୁତ୍ୱ ଦିଅନ୍ତିନି...

ଏସିଆନ ଜୁନିୟର ରେସଲିଂରେ ଭାରତର ବାଜିମାତ

ରବିବାର ଭାରତୀୟ ରେସଲରମାନେ ଏସିଆନ ଜୁନିୟର ଚାମ୍ପିୟନସିପ୍ ର ଶେଷ ଦିନରେ ଦୁଇଟି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି . 86 କିଲୋ ଫ୍ରି ଷ୍ଟାଇଲ୍ ପୁରୁଷ ବିଭାଗରେ ଦିପକ ପୁନିଆ ଓ 74 କିଲୋ ଫ୍ରି ଷ୍ଟାଇଲ୍ ବିଭାଗରେ ସଚିନ୍...

୫୩ ବର୍ଷ ପରେ ଭାରତକୁ ପୁରୁଷ ବିଭାଗରେ ସ୍ୱର୍ଣ୍ଣ

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସିଆ ଜୁନିଅର ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିୟନ୍‌ଶିପ୍‌ରେ ଭାରତର ଲକ୍ଷ୍ୟ ସେନ୍‌ ଇତିହାସ ରଚିଛନ୍ତି। ଦୀର୍ଘ ୫୩ ବର୍ଷ ପରେ ବ୍ୟାଡ୍‌ମିଣ୍ଟନ୍‌ର ଏକକ ପୁରୁଷ ବିଭାଗରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଆଜିର ଫାଇନାଲ୍‌ ମୁକାବିଲାରେ...

ସେଣ୍ଟ ପିଟର୍ସବର୍ଗରେ ବେଲଜିୟମ ଫ୍ରାନ୍ସ ଟକ୍କର

ଫିଫା ବିଶ୍ୱକପର ପ୍ରଥମ ସେମିଫାଇନାଲରେ ବେଲଜିୟମ୍ କୁ ସାମ୍ନା କରିବ ଫ୍ରାନ୍ସ . ଏହି ମ୍ୟାଚ ମଙ୍ଗଳବାର ଦିନ ସେଣ୍ଟ ପିଟର୍ସବର୍ଗରେ ଖେଳାଯିବ. ମ୍ୟାଚ ଭାରତୀୟ ସମୟ ଅନୁଯାୟୀ ରାତି 11.30 ରେ ଆରମ୍ଭ ହେବ. ଦୀର୍ଘ 32 ବର୍ଷ...
- Advertisement -

Latest article

ସୁରଙ୍କ ମିଶନ୍ ସକ୍ସେସ୍ : ବଡପୁଅକୁ କଂଗ୍ରେସ ଦେଲା ଟିକଟ

ଆଜି କଂଗ୍ରେସ ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ନିମାପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳରୁ ବହିଷ୍କୃତ ସୁର ରାଉତରାୟଙ୍କ ବଡପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନର ବହୁ ଆଗରୁ ବରିଷ୍ଠ କଂଗ୍ରେସ...

କୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିବ ସିଂହ ସିଂହୀଙ୍କ ନାଁ

ସିଲିଗୁଡି ବେଙ୍ଗଲ ସଫାରୀର ଏକ ଖୁଆଡରେ ଅଛନ୍ତି ସିଂହ ଆକବର ଓ ସିଂହୀ ସୀତା । ମାତ୍ର ସିଂହ ଓ ସିଂହୀଙ୍କ ନାଁ କୁ ନେଇ ଉଠିଛି ବିବାଦ । ମୋଗଲ ସମ୍ରାଟ...

ଓଡିଶା ୱମେନ୍ ଇନ୍ ମିଡିଆ ଓ କମିଶନରେଟ୍ ପୋଲିସ ପକ୍ଷରୁ ସବୁଜ ଅଭିଯାନ

ଭୁବନେଶ୍ୱର: ପରିବେଶ ସହ ଜଡିତ ସମସ୍ୟାଗୁଡିକର ସମାଧାନ ପାଇଁ ଏକ ଉଲ୍ଲେଖନୀୟ ପ୍ରୟାସ ଅନ୍ତର୍ଗତ ପ୍ରାୟ ୧୮୦ ଜଣ ମହିଳା ସାମ୍ବାଦିକାଙ୍କୁ ନେଇ ଗଠିତ ଓଡିଶା ୱମେନ୍ ଇନ୍ ମିଡିଆ (ଓଡବ୍ଲ୍ୟୁଏମ୍) ଏବଂ...