ବର୍ଷା ସାଜିଲା ବାଧକ
ଆଜିଠାରୁ ଲର୍ଡ୍ସ ପଡିଆରେ ଭାରତ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବାର ଥିଲା। କିନ୍ତୁ ଲଗାଣ ବର୍ଷା ପାଇଁ ଟସ୍ ପଡିବାରେ ବିଳମ୍ବ ଘଟିଛି। ମ୍ୟାଚ ଆରମ୍ଭ ହେବା ପୂର୍ବରୁ ବର୍ଷା ହେବାରୁ ଦୁଇ ଦଳକୁ ନିଜର ରଣନୀତି...
ଆସନ୍ତାକାଲି ଭାରତ-ଇଂଲଣ୍ଡ ମୁହାଁମୁହିଁ
ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଭାରତ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍। ଏହି ମ୍ୟାଚ ଆସନ୍ତାକାଲି ଐତିହାସିକ ଲର୍ଡ୍ସରେ ଖେଳାଯିବ। ଏହି ଷ୍ଟାଡିୟମରେ ଭାରତ ତାର ସର୍ବପ୍ରଥମ ଟେଷ୍ଟ୍ ଖେଳିଥିଲା । ମ୍ୟାଚରେ ଭାରତୀୟ ଫାଷ୍ଟ ବୋଲର ଜସ୍ପ୍ରୀତ...
ଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ ଭାବେ ମାନ୍ୟତା ପାଇଲେ କୋହଲି
ଟିମ୍ ଇଣ୍ଡିଆ ପାଇଁ ଗର୍ବ ଓ ଗୌରବ ପାଲଟିଛନ୍ତି କ୍ୟାପଟେନ୍ ବିରାଟ କୋହଲି । ଆଇସିସିର ଟେଷ୍ଟ ରାଙ୍କିଙ୍ଗ ତାଲିକାରେ ବିରାଟ ପ୍ରଥମ ସ୍ଥାନରେ ଅଛନ୍ତି । ନମ୍ବର ଓ୍ୱାନ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ହୋଇଛନ୍ତି ବିରାଟ । ଏହି...
ମହିଳା ହକି ବିଶ୍ୱ କପ୍ : ଇଟାଲୀକୁ 3-0 ରେ ପରାସ୍ତ କଲା ଭାରତ
ମହିଳା ହକି ବିଶ୍ୱ କପ୍ ରେ ଭାରତ ଇଟାଲୀକୁ 3-0 ରେ ମାତ୍ ଦେଇ କ୍ୱାଟର ଫାଇନାଲରେ ପ୍ରବେଶ କରିଛି. ମଙ୍ଗଳବାର ଲଣ୍ଡନରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ଧିରେ ଧିରେ ନିଜ କୌଶଳର ଯାଦୁ ଦେଖାଇଥିଲା. ନଭଜୋତ୍...
ମହିଳା ହକି ବିଶ୍ୱକପ୍ : ଭାରତ ପାଇଁ ‘କର’ ବା ‘ମର’ ସ୍ଥିତି
ମହିଳା ହକି ବିଶ୍ୱକପ୍ ରେ ଏଥର ଭାରତକୁ ନିଜର ଜଲଓ୍ୱା ଦେଖାଇବାକୁ ପଡ଼ିବ. ଇଟାଲୀ ସହ ହେବାକୁ ଥିବା ଆଗାମୀ ମ୍ୟାଚରେ ଭାରତ ପାଇଁ ‘କର’ ବା ‘ମର’ ପରିସ୍ଥିତି ସୃଷ୍ଟି ହୋଇଛି. ହକି ବିଶ୍ୱ କପ୍ କ୍ୱାଟର ଫାଇନାଲରେ...
ଓଡିଶା ବାଏ ମର୍ଣ୍ଣିଂ, ହକି ବାଏ ଇଭିନିଙ୍ଗ, ଲଣ୍ଡନ ବସ୍ ରେ ଓଡିଶା ପର୍ଯ୍ୟଟନର ବିଜ୍ଞାପନ
କ୍ରୀଡା ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ନୂଆ ଅଧ୍ୟାୟ. ରାଜ୍ୟ ସରକାର ହକି ସହ ପର୍ଯ୍ୟଟନକୁ ଯୋଡି ବିଶ୍ବସ୍ତରରେ ନୂଆ ବାର୍ତ୍ତା ଦେଇଛନ୍ତି. ହକି ମେନ୍ସ ଓ୍ବାର୍ଲ୍ଡ କପ୍ ଭୁବନେଶ୍ବର 2018 ପାଇଁ ଲଣ୍ଡନ ସିଟି ବସରେ ଓଡିଶା ପର୍ଯ୍ୟଟନର ଚିତ୍ରକୁ...
ମହିଳା ହକି ବିଶ୍ୱକପ୍ : ଭାରତ ପାଇଁ ‘କର’ ବା ‘ମର’ ସ୍ଥିତି
ବିଶ୍ୱକପ୍ ରେ ନିଜ ସ୍ଥାନ କାୟମ ରଖିବା ପାଇଁ ଭାରତୀୟ ଟିମକୁ ଆମେରିକା ବିପକ୍ଷରେ ହେବାକୁ ଥିବା ମ୍ୟାଚକୁ ଯେକୌଣସି ପରିସ୍ଥିତିରେ ଜିତିବାକୁ ହେବ.
ଗୋଟିଏ ମ୍ୟାଚ ଡ୍ର ଓ ଗୋଟିଏ ମ୍ୟାଚ ହାରିବା ପରେ ଭାରତୀୟ ମହିଳା ହକି ଟିମକୁ...
୨୮ରୁ ଓସିଏର ଖେଳାଳି ଚୟନ
ଜୁଲାଇ ୨୮ରୁ ଓସିଏ ରଣଜୀ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ କରିବ । ପ୍ରଥମ ପର୍ଯ୍ୟାୟରେ ରଣଜୀ ଦଳ ପାଇଁ ହେଉଥିବା ଚୟନ ପ୍ରକ୍ରିୟାରେ ୧୪୦ ଜଣ ଖେଳାଳି ଭାଗ ନେବେ । ଏମାନଙ୍କ ମଧ୍ୟରୁ ରାଜ୍ୟ ପାଇଁ ୧୦୦...
କୋହଲି ମିଛ କହୁଛନ୍ତି
କ୍ରିକେଟ କ୍ୟାପଟେନ ବିରାଟ କୋହଲି ମିଛ କହୁଛନ୍ତି । ଏକଥା କହିଛନ୍ତି ଇଂଲଣ୍ଡ ତାରକା ପେସର୍ ଜେମ୍ସ ଆଣ୍ଟରସନ୍ । କୋହଲି କୁଆଡେ କହିଥିଲେ, ଯଦି ଭାରତ ମ୍ୟାଚ ଜିତୁଛି, ତେବେ ତାଙ୍କର ବ୍ୟକ୍ତିଗତ ସ୍କୋରକୁ ସେ ଗୁରୁତ୍ୱ ଦିଅନ୍ତିନି...
ଏସିଆନ ଜୁନିୟର ରେସଲିଂରେ ଭାରତର ବାଜିମାତ
ରବିବାର ଭାରତୀୟ ରେସଲରମାନେ ଏସିଆନ ଜୁନିୟର ଚାମ୍ପିୟନସିପ୍ ର ଶେଷ ଦିନରେ ଦୁଇଟି ସ୍ୱର୍ଣ୍ଣ ପଦକ ହାତେଇଛନ୍ତି . 86 କିଲୋ ଫ୍ରି ଷ୍ଟାଇଲ୍ ପୁରୁଷ ବିଭାଗରେ ଦିପକ ପୁନିଆ ଓ 74 କିଲୋ ଫ୍ରି ଷ୍ଟାଇଲ୍ ବିଭାଗରେ ସଚିନ୍...








